Daily news update , Real odisha local news

10 ବର୍ଷ ପରେ ମାଟିତଳୁ ମିଳିଲା ପୁଅର ମୃତ ଦେହ “13ରୁ ହତ୍ୟା 22ରେ ଖୋଳା ହେଉଛି ଶବ” ଦେଖନ୍ତୁ ଭିଡିଓ

0 1,656

ବନ୍ଧୁମାନେ ଆଜିର ସମୟରେ ଦୁନିଆରେ ଏମିତି ସବୁ ଅଭାବନୀୟ ଘଟଣା ଗୁଡିକ ଦେଖିବାକୁ ମିଳୁଛି ଯାହାକୁ ଦେଖିଲେ ସହଜରେ ବିଶ୍ୱାସ କରିବା ଅସମ୍ଭବ ।ବର୍ତ୍ତମାନ ମଣିଷ ନିଜର ଛୋଟ ବଡ଼ ଖୁସି ପାଇଁ କକାହାର ଜୀବନ ନେବାକୁ ବି ପଛାଉ ନାହାନ୍ତି ।ତେବେ ବର୍ତ୍ତମାନ ଏକ ଘଟଣା ଦେଖିବାକୁ ମିଳିଛି ଯେଉଁ ଘଟଣା ବିଷୟରେ ଜାଣିଲେ ଆପଣ ବୁଝି ପାରିବେ ବର୍ତ୍ତମାନ ମାନବୀୟତା କେତେ ତଳକୁ ଖସି ଖସି ଚାଲିଛି ।

ସାମାନ୍ୟ ହିଂସାକାଣ୍ଡ ଯୋଗୁ ଜଣେ ବ୍ୟକ୍ତି ମାରି ମାଟି ତଳେ ପୋତି ଦେବା ପରେ 10 ବର୍ଷ ଉଦ୍ଧାର ହେଉଛି ସେହି ବ୍ୟକ୍ତିର ନର କଙ୍କାଳ ।

ଦିନକୁ ଦିନ ହତ୍ୟା, ଚୋରି ପରି ଅନେକ ଅପରାଧ ବଫିବାରେ ଲାଗୁଚି, ଲୋକମାନେ ନିଜର ଇଛା ପୂର୍ତ୍ତି କରିବାକୁ ଯାଇ ନିଜର ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି ।ତେବେ ଘଟଣା ହେଉଛି ଢେଙ୍କାନାଳ ଜିଲ୍ଲା ର, ତେବେ ସେଠାରେ ଜଣେ ଲୋକ ଙ୍କୁ କିଛି କାରଣରୁ ମାରି ପୋଡ଼ଶୀ ହତ୍ୟା କରି ମାଟି ତଳେ ପୋତି ଦେଇଥିଲେ ।ଆଉ ଖବର ବିଷୟ ରେ ପରିବାର ଲୋକ କିଛି ବି ଜାଣି ନଥିଲେ ଆଉ ଏବେ ଏବେ ସତ ସାମ୍ନାକୁ ଆସିବା ପରେ ସବୁ ପରିବାର ଲୋକଙ୍କ ର ଦୁଃଖ କହିଲେ ନସରେ ।

ତେବେ ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲାରେ ଆଜକୁ 10 ବର୍ଷ ତଳେ 2013 ମସିହାରେ ସେହି ଅଞ୍ଚଳରେ ରହୁଥିବା ଦୋଳ ଗବିନ୍ଦ ନାମକ ଜଣେ ବ୍ୟକ୍ତି ଙ୍କୁ ସେହି ଅଞ୍ଚଳର 3 ଜଣ ଯୁବକ ମିଶି ଇଲେକ୍ଟ୍ରି ଦ୍ଵାରା ହତ୍ୟା କରିଥିଲେ ।ଆଉ ଏହି ହତ୍ୟା ପରେ ମୃତ ଶରୀରର କୁ ମାଟି ତଳେ ପୋତି ଦେଇ ଥିଲେ ।ତେବେ ଅନ୍ୟପଟେ ପରିବାର ଲୋକ ଏହି ବିଷୟରେ କିଛି ବି ଜାଣି ନଥିଲେ କିନ୍ତୁ ଲଗାତାର ପୁଅ କୁ ଖୋଜି ଚାଲୁଥିଲେ ।ତେବେ କୁହାଯାଉଛି କି କୁଆଡେ ଦୋଳ ଗୋବିନ୍ଦ ଛେଳି ଚୋରି କରୁଥିଲେ ତେଣୁ ତାଙ୍କୁ ସେହି ଯୁବକ ମାନେ ହତ୍ୟା କରିଥିଲେ ।

ତେବେ ଅନ୍ୟପଟେ ପୁଅକୁ ଫେରିବା ବାଟକୁ ଚାହିଁ ପୁଅ ନିଖୋଜ ଅଛି ବୋଲି ଥାନାରେ ଅଭିଯୋଗ କରିଥିଲେ ଦୋଳ ଗୋବିନ୍ଦ ଙ୍କ ପରିବାର ଲୋକ ।ତେବେ ଆଜକୁ 10 ବର୍ଷ ଫାହରି ସେ ନେଇ କିଚି ବି ଖବର ମିଳି ନଥିଲା ହେଲେ ବର୍ତ୍ତମାନ କୌଣସି ସୂତ୍ରରୁ ପୋଲିସ ଅପରାଧୀ ମାନଙ୍କୁ ପଚରା ଉଚରା କରିବାରୁ ସବୁ ସତ ବାହାରକୁ ଆସିଛି ।ଆଉ ସେମାନେ ଯେଉଁ ଜାଗାରେ ଦୋଳ ଗୋବିନ୍ଦ ଙ୍କୁ ପୋତିଥିଲେ ସେହି ସ୍ଥାନରେ ଖୋଲିବାରୁ ତାଙ୍କର ନର କଙ୍କାଳ ଉଦ୍ଧାର ହେଇଚି ।ଆଉ ପୋଲିସ ସେହି କଙ୍କାଳ ଉପରେ ଯାଞ୍ଚ କରିବାକୁ ପଠାଇଥିବା ବେଳେ ପରିବାର ଲୋକ ରବେ ନ୍ୟାୟ ଆଶାରେ ବାଟ ଅନେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.