ବନ୍ଧୁଗଣ ଆମ ସମାଜ ରେ ଡାକ୍ତର ଙ୍କୁ ସମସ୍ତ ବହୁତ ସଂମାନ କରିଥାନ୍ତି ଏମିତି କି ତାଙ୍କୁ ଦ୍ଵିତୀୟ ଭଗବାନ ବୋଲି ମଧ୍ୟ କୁହାଯାଏ। ତେବେ ଭଗବାନ ଯିଏକି ଈଶ୍ୱର ହୋଇଥାନ୍ତି ସେ ଜଣେ ବ୍ୟକ୍ତି କୁ ଜନ୍ମ ଦେଇଥାନ୍ତି କିନ୍ତୁ ଡାକ୍ତର ଦ୍ୱିତୀୟ ଭଗବାନ ହୋଇଥାନ୍ତି ଯିଏକି ଜଣେ ବ୍ୟକ୍ତି ଙ୍କୁ ମୃତ୍ୟୁ ମୁଖ ରୁ ଫେରାଇ ଆଣିଥାନ୍ତି ଏବଂ ଗୋଟିଏ ନୂଆ ଜୀବନ ଦେଇଥାନ୍ତି।
ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଖୁସି ହୋଇଯିବେ ଏବଂ ଏହି ଡାକ୍ତର ଙ୍କର ପ୍ରଶଂସା କରିବେ ।
ତେବେ ଘଟଣା ଟି କିଛି ଏହିପରି ଥିଲା କି ,ଜଣେ ଡାକ୍ତର ଗୋଟିଏ ନବଜାତ ଶିଶୁ କୁ ମୃତ୍ୟୁ ମୁଖ ରୁ ଫେରାଇ ଆଣିଛନ୍ତି। ପ୍ରାୟ ୭ ମିନିଟ ପର୍ଯ୍ୟନ୍ତ ନିଜ ପାଟି ରେ ଶିଶୁ କୁ ଅକ୍ସିଜେନ ଦେଇ ଶିଶୁ ଟିର ଜୀବନ ବଞ୍ଚାଇଛନ୍ତି। ତେବେ ଏହି ଘଟଣା ଟି ଦେଖିବାକୁ ମିଳିଥିଲା ଉତ୍ତର ପ୍ରଦେଶ ର ଆଗ୍ରା ଠାରେ। ତେବେ ଘଟଣା ଟି ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି ,ଏହା ବିଷୟ ରେ ଜିଏବି ଜାଣିଛନ୍ତି ସେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ।ତେବେ ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ ଜାଣିବା।
ତେବେ ବନ୍ଧୁଗଣ ଘଟଣା ଟି କିଛି ଦିନ ପୂର୍ବର ଅଟେ , ତେବେ ଉତ୍ତର ପ୍ରଦେଶ ର ଆଗ୍ରା ହସ୍ପିଟାଲ କୁ ଜଣେ ମହିଳା ଙ୍କୁ ଡେଲିଭରି ପାଇଁ ଭର୍ତ୍ତି କରାଯାଇ ଥିଲା। ତେବେ ମହିଳା ଜଣଙ୍କୁ ସେଠାରେ ସୁରେଖା ନାମକ ଜଣେ ଡାକ୍ତରାଣୀ ପ୍ରସୂତି କରାଇଲେ। ତେବେ ମହିଳା ଜଣଙ୍କ ଏକ ଶିଶୁ କୁ ଜନ୍ମ ଦେଲେ , ମାତେ ନବଜାତ ଟି ଜନ୍ମ ନେଵା ପରେ ନିଶ୍ୱାସ ପ୍ରଶ୍ୱାସ ନେବା ରେ କଠିନ ଅନୁଭବ କଲେ। ତେବେ ଡାକ୍ତର ସୁରେଖା ତାଙ୍କୁ ଅକ୍ସିଜେନ ମାସ୍କ ପିନ୍ଧାଇ ଦେଲେ ,ମାତ୍ର କୌଣସି ଫାଇଦା ହେଲା ନାହିଁ ଓଲଟା ଶିଶୁ ଟିର ଅବସ୍ଥା ଆହୁରି ଗୁରୁତ୍ୱର ହେବାକୁ ଲାଗିଲା ।
ତେବେ ଏହା ଦେଖି ଡାକ୍ତର ସୁରେଖା ନବଜାତ ର ମୁଁହ ରୁ ଅକ୍ସିଜେନ ମାସ୍କ ବାହାର କରିଦେଲେ ଏବଂ ନିଉ ମୁଁହ କୁ ନବଜାତ ର ମୁଁହ ରେ ଲଗାଇ ତାଙ୍କୁ ଅକ୍ସିଜେନ ଦେବା ଆରମ୍ଭ କଲେ। ତେବେ ଏହିଭଳି ସେ ପ୍ରାୟ ୭ ମିନିଟ ପର୍ଯ୍ୟନ୍ତ ନିଜ ମୁଁହ ରେ କୁନି ପିଲା ର ପାଟି ଦେଇ ତାହାକୁ ଅକ୍ସିଜେନ ଦେଲେ। ତେବେ କିଛି ସମୟ ପରେ ଦେଖିବାକୁ ମିଳିଲା ଯେ ପିଲା ଟି ସୁସ୍ଥ ହୋଇଗଲା।ଖାଲି ଏତିକି ନୁହେଁ ବରଂ ପିଲା ଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲା ଏବଂ ତାଙ୍କର ମା ସହ ଭଲ ରେ ରହୁଲେ ବିନା କୌଣସି ଅସୁବିଧା ରେ।
ତେବେ ଏହି ଘଟଣା ଟିକୁ କେହି ଜଣେ ବ୍ୟକ୍ତି ନିଜ ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ, ଯାହାକି ବର୍ତ୍ତମାନ ଲୋକମାନ ଙ୍କୁ ଖୁବ ପସନ୍ଦ କରିଛନ୍ତି ଏବଂ ଡାକ୍ତର ସୁରେଖା ଙ୍କର ପ୍ରଶଂସା କରିଛନ୍ତି। ତେବେ ସତରେ ଡାକ୍ତର ମାନେ କେତେ ମହାନ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।