ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। କାରଣ ଏହି ଭିଡ଼ିଓ ଟିରେ ଦେଖିବା କୁ ମିଳିଛି ଯେ ଆଜକୁ ୮ ମାସ ତଳେ ମରି ଯାଇଥିବା ଯୁବତୀ ଜଣଙ୍କ ଅନ୍ୟ ଜଣେ ଯୁବତୀ ଙ୍କ ଦେହ ରେ ଲାଗି ଉଗାଲୁଛନ୍ତି ତାଙ୍କ ମୃତ୍ୟୁ ପଛରେ ଥିବା ରହସ୍ୟ।
ସେ କହିଛନ୍ତି କିଭଳି ଭାବରେ ନିର୍ବାଚନ ପାଇଁ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବ ରେ ହତ୍ୟା କରାଯାଇଥିଲା ବୋଲି। ତେବେ ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।
ବନ୍ଧୁଗଣ ଯଦି ଆମେ ଭଗବାନ ନଦେଖି ବି ବିଶ୍ଵାସ କରୁଛୁ କି ଭଗବାନ ଏ ଦୁନିଆଁ ରେ ଅଛନ୍ତି ବୋଲି ତେବେ ଏହା ମଧ୍ୟ ସତ କୁ ଏହି ଦୁନିଆଁ ରେ ଦେଖାଯାଉ ନଥିବା ଅତୃପ୍ତ ଆତ୍ମା ପ୍ରେତାତ୍ମା ତଥା ନାକାର୍ତ୍ତମକ ଶକ୍ତି ମଧ୍ୟ ରହିଛି ।ତେବେ କେହି କେହି ବ୍ୟକ୍ତି ଏହାକୁ ବିଶ୍ଵାସ କରନ୍ତି ନାହିଁ କି ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ମଧ୍ୟ ଭୁତ ପ୍ରେତ ଅଛନ୍ତି ବୋଲି। ଏହା ମଧ୍ୟ କିଛି ଭୁଲ ନୁହେଁ କିନ୍ତୁ ଆମେ ନିଶ୍ଚିତ ଭାବରେ କହିପାରିବା ନାହିଁ କି ଏହା ନାହିଁ ବୋଲି। କିନ୍ତୁ ଆମେ ଆଜି ଆପଣ ଙ୍କୁ ଯେଉଁ ଭୁତିଆ ଘଟଣା ଟି ବିଷୟରେ ଜଣେଇବାକୁ ଯାଉଛୁ ତାହାକୁ ଜାଣିଲେ ଆପଣ ମଧ୍ୟ ବିଶ୍ୱାସ କରିବେ ବି ଭୂତ ପ୍ରେତ ଅଛନ୍ତି।
ତେବେ ଘଟଣା ଟି ହେଉଛି କଟକ ଜିଲ୍ଲାର ର ଦଶପଡା ଗ୍ରାମପଞ୍ଚାୟତ ରେ ଯେଉଁ ଠାରେ ଆଜ କୁ ୮ ମାସ ତଳେ ମୃତ୍ୟୁ ହୋଇଥିବା ଜଣେ ସରପଞ୍ଚ ପାର୍ଥି ନମିତା ବେହେରା ଙ୍କ ମୃତ୍ୟୁ ପଛରେ ଥିବା ରହସ୍ୟ ବାହାର କରୁଛନ୍ତି ନମିତା ଙ୍କ ପ୍ରେତାତ୍ମା। ତେବେ ସୂଚନାଯୋଗ୍ୟ ଯେ , ୮ ମାସ ତଳେ ନମିତା ବେହେରା କଟକ ର ଦଶପଡା ଗ୍ରାମପଞ୍ଚାୟତ ରୁ ସରପଞ୍ଚ ପାର୍ଥି ଭାବରେ ନିର୍ବାଚନ ରେ ଠିଆ ହୋଇଥିଲେ। ମାତ୍ର ନିର୍ବାଚନ ର ପୂର୍ବ ଦିନ ରାତି ରେ ସନ୍ଦେହ ଜନକ ଭାବରେ ତାଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ଏହା ଏକ ଦୁର୍ଘଟଣା ଭାବି ସମସ୍ତେ ଚୁପ ରହିଯାଇ ଥିଲେ।
ମାତ୍ର ୮ ମାସ ପରେ ଆଜି ନମିତା ଙ୍କ ପ୍ରେତାତ୍ମା ସେହି ଗ୍ରାମ ର ଜଣେ ଯୁବତୀ ଙ୍କ ଦେହ ରେ ବାସ କରି ସବୁ କଥା ଜଣେଇଛନ୍ତି। ସେ କହିଛନ୍ତି କି କିପରି ଭାବରେ ତାଙ୍କୁ ବାଡେଇ ବାଡେଇ ପରେ ମୁଁହ ରେ ତକିଆ ଚାପି ଦେଇ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି। ତେବେ ଏହି ପ୍ରେତାତ୍ମା ର କଥା ରେ ବିଶ୍ୱାସ କରି ବର୍ତ୍ତମାନ ପୁଣି ଥରେ ନମିତା ଙ୍କ ମୃତ୍ୟୁ ର ମାମଲା କୁ ଖୋଲା ଯାଇଛି। ତେବେ ଏହା କେତେ ସତ କେତେ ମିଛ , ପ୍ରେତାତ୍ମା ସତ କି ନୁହେଁ ତାହା ଆମେ କହି ପାରିବୁ ନାହିଁ ମାତ୍ର ଏହି ଭିଡ଼ିଓ ଟି ଖୁବ ଚର୍ଚ୍ଚା ରେ ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।