Daily news update , Real odisha local news

ଏ ସୁଖ ହଉଛି 10ମିନିଟର ,OYO ଯିବା 10ମିନିଟ୍ ସୁଖ ସରିଗଲା ପରେ ଆଉ କିଛି ନଥିବ .. କହୁକହୁ କିଛି ଏଭଳି କହିଲେ ସମସ୍ତେ କହୁଛନ୍ତି ସାବାସ୍ – ଲିଜା

0 9,843

ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି କିଭଳି ଭାବରେ ଯୁବକ ଓ ଯୁବତୀ ମାନେ ପ୍ରେମ ରେ ପଡି ଅନ୍ଧ ହୋଇ ଯାଉଛନ୍ତି ଏବଂ ପ୍ରେମ ର ଅର୍ଥ କେବଳ ଶାରୀରିକ ଆକର୍ଷଣ ବା ଶାରୀରିକ ସମ୍ପର୍କ ବୋଲି ଏମାନେ ଭାବି ନେଉଛନ୍ତି।

ଆଉ ଯେବେ ଠାରୁ ସୁପ୍ରିମକୋର୍ଟ ଲିଭ ଇନ ରିଲେସନ କୁ ଅନୁମତି ଦେଇଛନ୍ତି ସେବେ ଠାରୁ ନାହିଁ ନଥିବା ସମସ୍ୟା, ହତ୍ୟା , ପ୍ରତାରଣା ଆଦି ସବୁ ଘଟଣା ଗୁଡିକ ବିଷୟ ରେ ଆପଣ ଦେଖୁଥିବେ। ତେବେ ଏହି ସବୁ ଘଟଣା କୁ ନେଇ ଖାସ କରି ବ୍ରହ୍ମପୁର ର ଦୀପିକା ଙ୍କ ଘଟଣା କୁ ନେଇ ଲିଜା ନାମକ ଜଣେ ଯୁବତୀ ନିଜର ମତ ଦେଇଛନ୍ତି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।

ତେବେ ଲିଜା କହିଛନ୍ତି କି, ଲିଭ ଇନ ରିଲେସନସିପ ଆମ ଭାରତୀୟ ସଂସ୍କୃତି ର ନୁହେଁ ମାତ୍ର ସୁପ୍ରିମକୋର୍ଟ ଏହାକୁ ଅନୁମତି ଦେଇଛନ୍ତି। କିନ୍ତୁ ଲିଭ ଇନ ରିଲେସନସିପ ର ସୁଖ ବା ଭଲ ପାଇବା ନାମ ରେ ଯେଉଁ ସେକ୍ସ କରୁଛନ୍ତି ସବୁ ସେହି ସୁଖ ମାତ୍ର ୧୦ ମିନିଟ ପାଇଁ ଆଉ ଏହି ୧୦ ମିନିଟ ର ସୁଖ ଆପଣ ଙ୍କ ପୁରା ଜୀବନ କୁ ନଷ୍ଟ କରିଦେବ। ନିଜ ବାପା ମା ଏବଂ ପରିବାର କୁ ଛାଡି ଏହିପରି କାର୍ଯ୍ୟ ଜମାରୁ କରନ୍ତୁ ନାହିଁ। ନଚେତ ଆଫତାତ୍ ଓ ଶ୍ରଦ୍ଧା କେସ କିମ୍ବା ଦୀପିକା ଙ୍କ କେସ ଭଳି ଆପଣ ବି ଦିନେ ଦାଣ୍ଡ ରେ ଏହିପରି ପଡିଥିବେ।

ତା ପରେ ସେ ବ୍ରହ୍ମପୁର ର ଦୀପିକା ଙ୍କ କଥା କୁ ନେଇ କହିଛନ୍ତି କି ଦୀପିକା କେଉଁ ଅଧିକାର ରେ ଆଜି ଦିନେଶ ଙ୍କ ଘର ଆଗରେ ସଂଖା ସିନ୍ଦୁର ପିନ୍ଧି ବସିଛନ୍ତି। ସେ ତ ଦିନେଶ ଙ୍କ ସହ ପ୍ରେମିକା ଭାବରେ ରହୁଥିଲେ ଆଉ ଯଦି ଏହି ଭିତରେ ସେ ଯେତେବେଳେ ଗର୍ଭବତୀ ହେଲେ ସେତେବେଳେ ସେ ତାଙ୍କ ନାମ ରେ ପ୍ରତାରଣା ର କେସ କରି ପରିଥାନ୍ତେ। ମାତ୍ର ସେ ପିଲା ବଡ଼ ହେବା ପରେ ନିଜେ ନିଜେ ମୁଣ୍ଡ ରେ ସିନ୍ଦୁର ପିନ୍ଧି ଆସି ଦୁଆର ଆଗରେ ବସିଛନ୍ତି ।ତା ଭିତରେ ପୁଣି ତାଙ୍କ ନାମ ରେ ରେପ କେସ ମଧ୍ୟ କରିଛନ୍ତି।

ତେଣୁ ଆପଣ ମାନେ କେବେ ବି ଏହିଭଳି ଭୁଲ କରନ୍ତୁ ନାହିଁ , ନହେଲେ ଆପଣ ତ ଦେଖିଲେ ଶ୍ରଦ୍ଧା ନିଜ ବାପା ମା ଙ୍କୁ ଛାଡି ପ୍ରେମିକ ସହ ଦୂରରେ ରହୁଥିଲେ। ଆଉ କଣ ହେଲା ତାକୁ ସେ ଖଣ୍ଡ ଖଣ୍ଡ କରି କାଟି ନେଇ ଜଙ୍ଗଲ ରେ ଫୋପାଡି ଦେଲା। ତେଣୁ ସମସ୍ତେ ସୁଧୀରି ଯାଆନ୍ତୁ ଆଉ ଆମ ଭାରତୀୟ ସଂସ୍କୃତି କୁ ସଂମାନ ଦିଅନ୍ତୁ ।ତେବେ ଲିଜା ଙ୍କ ର ଏହି ଭିଡ଼ିଓ ଟିକୁ ସମସ୍ତେ ଖୁବ ପସନ୍ଦ କରିଛନ୍ତି ଏବଂ ନିଶ୍ଚିତ ଭାବରେ ସେ ଉଚିତ କଥା ହିଁ କହୁଛନ୍ତି। ତେବେ ଆପଣ ମଧ୍ୟ ତାଙ୍କର ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.