Daily news update , Real odisha local news

Ollywood ଅଭିନେତ୍ରୀ ଝିଲିକ ଙ୍କ ଯାଆଁଳା ଝିଅ ଙ୍କ ପୂଜାରେ ପହଁଚିଲେ Femous ଅଭିନେତା ଶୁଭାଶିଷ…..ସୋସିଆଲ ମିଡ଼ିଆ ରେ ଭାଇରାଲ ଭିଡ଼ିଓ…..

0 609

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି।

ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

 

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଓଲିଉଡ ର ଅଭିନେତ୍ରୀ ଝିଲିକ ଓ ଅଭିନେତା ଶୁଭାଶିଷ ଙ୍କ ର ଏକ ଭିଡ଼ିଓ ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ଭାଇରାଲ ହେବା ରେ ଲାଗିଛି। ଯେଉଁ ଭିଡ଼ିଓ ଟିରେ ଦେଖା ଯାଇଛି କି ଶୁଭାଶିଷ ଯାଇ ପହଁଚି ଛନ୍ତି ଅଭିନେତ୍ରୀ ଝିଲିକ ଙ୍କ ଦୁଇ ଯାଆଁଳା ଝିଅ ଙ୍କ ପୂଜା ରେ ଆଉ ଖୁବ ମଜା ମସ୍ତି ମଧ୍ୟ କରିଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ଙ୍କୁ ବେଶ ଭଲ ଭାବରେ ଜାଣି ଥିବେ ନିଶ୍ଚିତ।

ଅଭିନେତ୍ରୀ ଝିଲିକ ଜଣେ ବଙ୍ଗୀୟୀ ସୁନ୍ଦରୀ ଅଟନ୍ତି ମାତ୍ର ସେ ତାଙ୍କର ଅଭିନୟ ର ଜୀବନ ଆମ ଓଡ଼ିଶା ରେ ଆରମ୍ଭ କରିଥିଲେ। ଆଉ ଓଡ଼ିଆ ସିନେମା ସହ ଓଡିଶା ର ଲୋକେ ତାଙ୍କୁ ଏତେ ପସନ୍ଦ ଆସିଲେ କି ଝିଲିକ ଆମ ଓଡ଼ିଶା ର ଜଣେ ରାଜନେତା ଙ୍କୁ ବିବାହ କରିଛନ୍ତି। ତେବେ ବିବାହ ପରେ ତାଙ୍କର କିଛି ଦିନ ତଳେ ଦୁଇ ଟି ଯାଆଁଳା ଶିଶୁ ମଧ୍ୟ ହୋଇଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଝିଲିକ ଙ୍କ ଦୁଇ ଝିଅ ଙ୍କ ର ପୂଜା ର ଭିଡ଼ିଓ ଟି ଭାଇରାଲ ହେବା ରେ ଲାଗିଛି।

ତେବେ ଏହି ଭିଡ଼ିଓ ରେ ଦେଖା ଯାଇଛି କି , ଝିଲିକ ଙ୍କ ଘରେ ଆୟୋଜିତ ହୋଇଛି ଦୁଇ ଝିଅ ଙ୍କ ର ପୂଜା ଆଉ ତାଙ୍କ ର ଶାଶୂ ଓ ଶଶୁର ଦୁଇ ଝିଅ କୁ ଧରି ବସିଛନ୍ତି। ଆଉ ତାଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ସଜେଇ କରି ପରଶା ଯାଉଛି। ତେବେ ଝିଲିକ ଙ୍କ ର ଦୁଇ ଝିଅ ର ଏହି ପୂଜା ରେ ଅଭିନେତା ସୁଭାଷିକ ମଧ୍ୟ ତାଙ୍କ ଝିଅ ଙ୍କ ସହ ସେଠାରେ ପହଁଚି ଛନ୍ତି ଆଉ ପୂଜା ରେ ଯୋଗ ଦେଇଛନ୍ତି। ସେଠାରେ ଖୁବ ମଜା ମସ୍ତି ମଧ୍ୟ ହୋଇଛି। ତେବେ ଏହାର ସମ୍ପୂର୍ଣ୍ଣ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି। ଏହା ଝିଲିକ ଙ୍କ ର ଫେନ ମାନ ଙ୍କୁ ଖୁସି କରେଇଥିବା ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.