Daily news update , Real odisha local news

ଆଶ୍ଚର୍ଯ୍ୟ ଜନ୍ମହେଲା ମଣିଷ ପରି ଦିଶୁଛି ଛେଳିଛୁଆ ..ଛେଳି, ଏମିତି Kemiti ହେଇପାରିବ, ଦେଖିଲେ ବିଶ୍ୱାସ କରିପାରିବେ ନାହିଁ…

0 7,730

ବନ୍ଧୁଗଣ ବର୍ତ୍ତମାନ ର ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି।

ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଙ୍କ ଆଖି ଖୋଲା କୁ ଖୋଲା ରହିଯିବ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ସମସ୍ତ ଙ୍କୁ ଆବାକ କରେଇ ଦେଇଛି।ତେବେ ଏହି ଭିଡ଼ିଓ ଟିରେ ଯାଜ ଦେଖିବା କୁ ମିଳିଛି ତାହାକୁ ଦେଖିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ।ତେବେ ବନ୍ଧୁଗଣ କଣ ଆପଣ କେବେ କୌଣସି ଏକ ଛେଳି ଛୁଆ କୁ ମଣିଷ ମୁଁହ ଥିବା ର ଦେଖିଛନ୍ତି। ତେବେ କିନ୍ତୁ ଆମେ ଆଜି ଆପଣ ଙ୍କୁ ଏହିଭଳି ଏକ ଛେଳି ଛୁଆ ବିଷୟ ରେ ଜଣେଇବା କୁ ଯାଉଛୁ ଯାହାର ମୁଁହ ମଣିଷ ମୁଁହ ପରି ଆଉ ଆଖି କୁ ଦେଖିଲେ ଲାଗୁଚି ଯେପରି ଜଣେ ମଣିଷ ଚଷମା ଲଗାଇଛନ୍ତି ବୋଲି।

ତେବେ ଏହି ଘଟଣା ଟି ଦେଖିବା କୁ ମିଳିଛି ମଧ୍ୟ ପ୍ରଦେଶ ର ଏକ ଗ୍ରାମ ରେ ଯେଉଁ ଠାରେ ଜଣେ ବ୍ୟକ୍ତି ଙ୍କ ଘରେ ଏହିପରି ଏକ ଛେଳି ଛୁଆ ଜନ୍ମ ନେଇଛି ଯାହାକୁ ଦେଖି ସବୁ ଆବାକ ରହିଛନ୍ତି। ତେବେ ଏହି ଛେଳି ଛୁଆ ଟି ର ଦେହ ଗୋଟିଏ ଛେଳି ପରି ହୋଇଛି ମାତ୍ର ତାର ମୁଁହ ଟି ପୁରା ମଣିଷ ପରି ହୋଇଛି। ଛେଳି ଛୁଆ ର ଆଖି ଦେଖିଲେ ଏହିପରି ଲାଗୁଛି ଯେପରି ଜଣେ ବ୍ୟକ୍ତି ନିଜ ଆଖିରେ ଚଷମା ଦେଲେ ଯେଉଁ ଭଳି ଲାଗିବେ ଠିକ ସେହିପରି ରହିଛି।

ତେବେ କିନ୍ତୁ ଛେଳି ଛୁଆ ଟିର ମୁଁହ ଏହିପରି ହୋଇ ଥିବା ରୁ ସେ ତାର ମା ଠାରୁ ଖାଦ୍ୟ ଖାଇବା ରେ ଅସୁବିଧା ହେଉଛି ।ତେଣୁ ପରିବାର ଲୋକେ ଛେଳି ଛୁଆ ଟିକୁ ଵଟଲ ମାଧ୍ୟମ ରେ ଖାଇବା ପାଇଁ ଦେଉଛନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଏହି ଭିନ୍ନ ରୂପ ର ଛେଳି ଟିର ଭିଡ଼ିଓ ଭାଇରାଲ ହେବା ପରେ ଲୋକ ମାନେ ଏହାକୁ ଦେଖୀ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ତେବେ ଏହି ଛେଳି ଛୁଆ ଟିର ଭିଡ଼ିଓ ଟି ବର୍ତ୍ତମାନ ଖୁବ ନିଆଁ ଭଳି ଭାଇରାଲ ହେବା ରେ ଲାଗୁଚି ଆପଣ ମଧ୍ୟ ଥରେ ଦେଖି ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.