Daily news update , Real odisha local news

ଅଢେଇ ଦିନିଆ ପ୍ରେମରେ ବାପା ମା’ଙ୍କୁ ଛାଡି ସେ ପୁଅ ପାଖେ ଶୋଉଛ …ଟିକେ ବି ଲାଜ ଲାଗୁନି ଆଜିକାଲିର ଝିଅଙ୍କୁ ନେଇ ଏଭଳି କହିଲେ ଯୁବକ ମୁଣ୍ଡ ତଳକୁ ହୋଇଯିବ ଦେଖନ୍ତୁ ଭିଡିଓ

0 712

ବନ୍ଧୁଗଣ ବର୍ତ୍ତମାନ ଆପଣ ମାନେ ଆମ ସମାଜ ରେ ଘଟୁଥିବା ସବୁ ପ୍ରକାରର ଘଟଣା ଦୁର୍ଘଟଣା ବିଷୟ ରେ ଜାଣିବାକୁ ପାଉଥିବେ ଆଉ ଏହି ମଧ୍ୟରେ ପ୍ରେମ ଜନିତ ହଜାର ହଜାର ଘଟଣା ଆପଣ ଦେଖୁଥିବେ।

ଆଉ ବର୍ତ୍ତମାନ ଦେଖୁଥିବେ ନୂଆଦିଲ୍ଲୀ ର ଘଟଣା କିପରି ଭାବରେ ଜଣେ ପ୍ରେମିକା କୁ ତାଙ୍କର ପ୍ରେମିକ ହତ୍ୟା କରି ତାକୁ ଖଣ୍ଡ ଖଣ୍ଡ କରି କାଟି ଜଙ୍ଗଲ ରେ ଫିଙ୍ଗି ଦେଉଥିଲେ। ତେବେ ଏହିପରି ଅନେକ ଘଟଣା ସବୁ ମଧ୍ୟ ଦେଖିବା କୁ ପାଉଥିବେ, ତେବେ ଏହି ସବୁ ଘଟଣା କୁ ନେଇ ବର୍ତ୍ତମାନ ଜଣେ ବ୍ୟକ୍ତି ନିଜର ମତ ଦେଇଛନ୍ତି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି ଏବେ।

ତେବେ ନୂଆଦିଲ୍ଲୀ ର ଶ୍ରଦ୍ଧା ଙ୍କ ହତ୍ୟା ମାମଲା କୁ ନେଇ, ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ, ଅଢେ଼ଇ ଦିନ ର ପ୍ରେମ ପାଇଁ ନିଜ ବାପା ମା ଙ୍କୁ ଛାଡି ଦେଇ ଗୋଟିଏ ଜାଗା ରୁ ଅନ୍ୟ ଜାଗା କୁ ଆସି ଘର ନେଇ ରହିଲେ।ବିବାହ ପୂର୍ବରୁ ଲିଭ ଇନ ରିଲେସନ ରେ ରହିଲେ ଏହା କାହାର ଭୁଲ ନିଶ୍ଚିତ ଭାବ ରେ ସେହି ନାରୀ ର ପ୍ରଥମ ଭୁଲ। ବର୍ତ୍ତମାନ ସେ ପୁଅ ତାକୁ ହତ୍ୟା କରିଲା ତ ବାପା ମା କେଉଁ କେସ ଦେବେ। ଝିଅ ନିଜେ ତ ନିଜ ଇଚ୍ଛାରେ ଯାଇ ପୁଅ ସହ ରହୁଥିଲା। ତେଣୁ ଏହିଭଳି ଭୁଲ ନାରୀ ମାନେ କରନ୍ତୁ ନାହିଁ।

ବାପା ମା ଅଛନ୍ତି ତୁମ ମାନଙ୍କ ପାଇଁ ନିହାତି ଭଲ ବର ଖୋଜିଦେବେ ଆଉ ଯଦି କାହାକୁ ଭଲ ପାଇଲ ତେବେ ତାକୁ ନେଇ ନିଜ ବାପା ମା ଙ୍କ ସହ ଦେଖା କରାଇ ଦିଅ। ତେବେ ଏହା ପରେ ସେ ବ୍ରହ୍ମପୁର ର ଦୀପିକା ଙ୍କ ଘଟଣା କୁ ନେଇ ମଧ୍ୟ କହିଛନ୍ତି ।ତେବେ ସେ କହିଛନ୍ତି କି ସେ ଜଣେ ନାରୀ ବିବାହ ପୂର୍ବରୁ ପିଲା କୁ ଗର୍ଭ ରେ ଧରି ଛୁଆ ଜନ୍ମ କଲା ଆଉ ଏବେ ଶାଶୂ ଘର ଆଗରେ ନ୍ୟାୟ ପାଇଁ ବସିଛି। ତେବେ ମାସ ମାସ ହେଲାଣି ସେ ଘର ଆଗରେ ଧାରଣା ରେ ବସିଛି।

ତାକୁ ଆଜି ଯାଏଁ ନ୍ୟାୟ ମିଳିଲାନି। ଆମ ସମ୍ବିଧାନ ର କଥା କଣ କହିବୁ ଜଣେ ବ୍ୟକ୍ତି ଙ୍କୁ ନ୍ୟାୟ ମିଳିବା ବେଳକୁ ସେ ବୁଢା ହୋଇ ଯାଇଥିବ ନିଶ୍ଚିତ। ତେବେ କଣ ଗୋଟେ ଫାଇସଲା ହେବା ନିହାତି ଦରକାର। କିନ୍ତୁ ମୁଁ ସମସ୍ତ ଙ୍କୁ ଏହି ଗୋଟିଏ କଥା କହିବି କି ଯେଉଁ ପୁଅ ମାନେ ଯୁବତୀ ମାନ ଙ୍କୁ ଫସାଇ ଦେଇ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପରେ ସେକ୍ସ କରି ଛାଡି ଦେଉଛନ୍ତି ସେମାନ ଙ୍କ ଠାରୁ ନାରୀ ମାନେ ଦୁରେଇ ରୁହନ୍ତୁ। ଆଉ ନାରୀ ମାନେ ଯେଉଁ ଭୁଲ କରୁଛନ୍ତି ଦୁଇ ଦିନ ର ପ୍ରେମ ପାଇଁ ବାପା ମା କୁ ଛାଡି ଆସୁଛନ୍ତି ସେଭଳି କରିବା ବହୁତ ବଡ଼ ଭୁଲ ଅଟେ। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.