ବନ୍ଧୁମାନେ ଆପଣ ଗାଁ ଗହଳି ମାନଙ୍କ ରେ ଭଗବାନ ଙ୍କର ସଂକୀର୍ତ୍ତନ ଆୟୋଜନ ହେଉଥିବାର ଦେଖିଥିବେ ।ତେବେ ଏହି କୀର୍ତ୍ତନ ଘର ମାନଙ୍କ ରେ ଆୟୋଜିତ ହେଲେ ପୁରା ମାହଲ ପବିତ୍ର ହେଇଯାଏ ।ହେରେକୃଷ୍ଣ ହରେ ରାମ ନାମରେ ଚାରି ପାର୍ଶ୍ୱ ଖୁବ ମନ୍ତ୍ର ମୁଗ୍ଧ ହେଇ ଉଠେ ।
ତେବେ ଆଜିକାଲି ଆଧୁନିକ ଯୁଗରେ ନୀତିଦିନ ସୋସିଆଲ ମେଡିଆରେ ଦେଖୁଥିବେ ଅନେକ ଭିନ୍ନ ଭିନ୍ନ ରାଗ ଓ ଭାବରେ କୀର୍ତ୍ତନ ଗୀତ ବୋଲା ଯିବା ସହିତ ସେହି ତାଳରେ ଏମିତି ନାଚ ହେଉଛି କି ଯାହାକୁ ଦେଖିବାକୁ ଦର୍ଶକ ଖୁବ ପସନ୍ଦ କରନ୍ତି ।ତେବେ ବର୍ତ୍ତମାନ ଏମିତି କିଛି ଏକ କୀର୍ତ୍ତନ ର୍ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗୁଚି ଯାହାକୁ ଜିଏ ଦେଖୁଛି ଆଖି ହଟେଇ ପାରୁ ନାହିଁ ।
ତେବେ ଭଗବାନ ଙ୍କୁ ଆପଣ ଯେତେ ଭକ୍ତିରେ ଡାକିଲେ ସେହି ଭାବ ଆପଣଙ୍କ ପାଖରେ ନିଶ୍ଚୟ ଦେଖିବାକୁ ମିଳିଥାଏ ।ତେବେ କୀର୍ତ୍ତନ ସଂକୀର୍ତ୍ତନ ବି ଭଗବାନ ଙ୍କୁ ଡାକିବାର ଏକ ନିଆରା ଉପାୟ ।ତେବେ ଆଜିକାଲି ସଂକୀର୍ତ୍ତନ ଗୁଡିକରେ ଭକ୍ତିର ଭାବ ବଦଳି ଗଲାଳି,ବହୁତ କୀର୍ତ୍ତନ ଗୁଡିକରେ ଲୋକଙ୍କୁ ଅଧିକ ଆକର୍ଷିତ କରିବା ପାଇଁ ଅନେକ ଆଧୁନିକ ଗୀତର ସ୍ୱରରେ ହରିନାମ ବୋଲା ଯାଉଛି ।ତେବେ ଆଜିର ଏହି ଭିଡ଼ିଓରେ କିଛି ଏମିତି ସ୍ୱରରେ ହରିନାମ ବୋଲା ଯିବାର ଦେଖିବାକୁ ମିଳିଛି ଯାହା ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ତେବେ ଭିଡ଼ିଓ ରେ ପୁରୁଷ ଙ୍କ ସହିତ କିଛି ମହିଳା ଅଛନ୍ତି ଯେଉଁମାନେ ହଳଦିଆ ରଙ୍ଗର ଶାଡୀ ଓ ଡ୍ରେସ ପିନ୍ଧିଛନ୍ତି ।ଆଉ ମହିଳା ଙ୍କ ସହିତ ପୁରୁଷ ମାନେ ଏକ ସଂକୀର୍ତ୍ତନ ରେ ହରେକୃଷ୍ଣ ସଂକୀର୍ତ୍ତନ ଖୁବ ସୁନ୍ଦର ଭାବରେ ଗାଉଛନ୍ତି ।ଆଉ ଏହି ସଂକୀର୍ତ୍ତନ ବଙ୍ଗଳା ଭାଷାରେ ହେଉଛି ତେଣୁ ସଂକୀର୍ତ୍ତନ ଶୁଣିବାକୁ ବି ଖୁବ ସୁନ୍ଦର ଲାଗୁଛି ।ଏହା ବ୍ୟତୀତ ହରେକୃଷ୍ଣ ର ତାଳରେ କିଛି କୀର୍ତ୍ତନ ଦଳ ଖୁବ ସୁନ୍ଦର ତାଳ ରେ ନାଚିବାରେ ଲାଗୁଛନ୍ତି ।ପାଖରେ ଥିବା ଦର୍ଶକ ମନେ ଏମିତି ଏକ ମାହଲ କୁ ଖୁବ ଉପଭୋଗ କରୁ ଥିବାର ନଜର ଆସିଛନ୍ତି ।
ତେବେ ଏହି ସୁନ୍ଦର ଓ ଭକ୍ତି ପୂର୍ଣ୍ଣ ସଂକୀର୍ତ୍ତନ ଯୋଗୁ ସମ୍ପୂର୍ଣ୍ଣ ବାତାବରଣ ଭକ୍ତିମୟ ହେଇ ଯାଉଛି ।ତେବେ କେହି ଜଣେ ଏହି ସଂକୀର୍ତ୍ତନ ର ନିଆରା ଭିଡ଼ିଓ କୁ ସୋସିଆଲ ମେଡିଆରେ ପୋଷ୍ଟ କରିଛନ୍ତି ।ଆଉ ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ କୁ ଯିଏ ବି ଦେଖୁଛି ସେ ବି ଆତ୍ମ ବିଭୋର ହେଇ ଉଠୁଛି ।ହୁଏତ ଏହି କୀର୍ତ୍ତନ ରେ କିଛି ନୂଆ ଭାବ ଦେଖିବାକୁ ମିଳୁଛି ହେଲେ ଭଗବାନ ଙ୍କର ଭକ୍ତି ବି ତା ଭିତରେ ରହିଛି ଯାହା ଆପଣ ଭିଡ଼ିଓ ଟିକୁ ଦେଖିଲେ ନିଶ୍ଚୟ ବୁଝିପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।