ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।
ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ କମେଡ଼ିଆନ ଇତିକା ଙ୍କ ର ନିର୍ବନ୍ଧ ଏବଂ ଏହାକୁ ନେଇ ତାଙ୍କର ମତ ଖୁବ ଭାଇରାଲ ହେବା ରେ ଲାଗିଛି। ଆଉ ଆପଣ ତାଙ୍କର ଏହି ଭିଡ଼ିଓ ଟିକୁ ଦେଖିଲେ ହସି ହସି ବେଦମ ନିଶ୍ଚିତ ହୋଇଯିବେ। ତେବେ ସେ କହିଛନ୍ତି କି , ମୁଁ ବହୁତ ଭାଗ୍ୟବାନ କି ମୋତେ ଏତେ ଭଲ ପରିବାର ଓ ଭଲ ପାଉଥିବା ସ୍ୱାମୀ ମିଳିଛନ୍ତି। କିନ୍ତୁ ଏ ଲୋକଙ୍କ ର ଏତେ ସାହସ ଯେ, ମୋ ନିର୍ବନ୍ଧ ରେ ଆସି ମୋ ବର କୁ ଖୁଣି ପକାଉଛୁ ଏତେ ସାହସ ତୁମର”।ଆଉ ଏହା ପରେ ସେ କହିଛନ୍ତି କେଉଁ ପରି ତାଙ୍କର ବିବାହ ହେବା କୁ ଯାଉଛି ବୋଲି।
ତେବେ ଇତିକା ଜଣେ କମେଡିଆନ ଅଟନ୍ତି ଆଉ ନିଜ ବାହାଘର କୁ ନେଇ ସେ କହିଛନ୍ତି କି, ମୁଁ କଳାକାର ପରିବାର ରୁ ଆଉ ବାହା ହୋଇ ଯାଇଛି କେମେଡିଆନ ପରିବାର କୁ। ମୋ ଶଶୁର ଙ୍କ ଇଣ୍ଟରଭିୟୁ କରିବା ପାଇଁ ଯାଇଥିଲି ଆଉ ପ୍ରେମ ମାସ ରେ ତଥା ଫେବୃଆରୀ ରେ ତାଙ୍କ ଘରକୁ ବାହା ହୋଇ ବୋହୁ ହୋଇ ଯିବି। ତେବେ ସେଠାରେ ମୋ ସ୍ୱାମୀ ମୋତେ ଦେଖିଥିଲେ ଆଉ ପରେ ତାଙ୍କ ଘରୁ ଆମ ପରିବାର କୁ ବିବାହ ପ୍ରସ୍ତାବ ନେଇକି ଆସିଥିଲେ। ଆଉ ଏବେ ଆମର ନିର୍ବନ୍ଧ ମଧ୍ୟ ଶରିଛି।
ତେବେ ପ୍ରଥମ ଥର ତାଙ୍କୁ ଦେଖିବା ପରେ ମୁଁ ଭାଇ ବୋଲି କହିଥିଲି ମାତ୍ର ପରେ ସେ ମୋ ଘର କୁ ଆସିଲେ ବାହାଘର ପାଇଁ ଆଉ ଧିରେ ଧିରେ ଆମ ମନ ମିଶିଳା ।ତେବେ ବିବାହ ପରେ ମୁଁ ସୋ ପରିବାର ସହ ନିଶ୍ଚିତ ଖୁସି ରେ ରହିବି ଆଉ ଏହିପରି କମେଡି କରି ସମସ୍ତ ଙ୍କୁ ହସେଇବି। ବାସ ଭଗବାନ ଙ୍କ ପାଖରେ ଗୋଟିଏ ବିନତି କି ମୋ ପରିବାର ଉପରେ କାହାର ନଜର ନଲାଗୁ ଆମେ ଏମିତି ଖୁସି ରେ ରହୁ ବୋଲି। ଆଉ ସେ କହିଛନ୍ତି କି ସେ ଯାହାକୁ ବିବାହ କରିବା ପାଇଁ ଯାଉଛନ୍ତି ସେ ଜଣେ ଇଞ୍ଜିନିୟର ଅଟନ୍ତି ମାତ୍ର କମେଡି ମଧ୍ୟ କରନ୍ତି। ତେବେ ତାଙ୍କର ଏହି ଭିଡ଼ିଓ ଟି ଏବେ ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।