Daily news update , Real odisha local news

ଦେଖନ୍ତୁ Socking ଭିଡ଼ିଓ – ଯାତ୍ରା ପେଣ୍ଡାଲରେ ରାଣୀ ପଣ୍ଡାଙ୍କୁ ଜବରଦସ୍ତ ମାଡ଼ ମାରିଲେ ଯୁବତୀ ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

0 16,072

ବନ୍ଧୁମାନେ ପ୍ରତ୍ୟେକ ଦିନ ସୋସିଆଲ ମେଡିଆରେ ଅନେକ ପ୍ରକାରର ଭାଇରଲ ଭିଡ଼ିଓ ଦେଖାଯାଏ ।ବେଳେବେଳେ କିଛି ଫିଲ୍ମ ବା ଯାତ୍ରା ର ସିନ ଗୁଡିକ ବି ଖୁବ ଭାଇରଲ ହୁଏ ।ଆଉ ଏହି ସବୁ ଦେଖିବାକୁ ଲୋକମାନେ ଖୁବ ପସନ୍ଦ କରନ୍ତି ।ତେବେ ଜଲିଉଡ଼ କୁଇନ ରାଣୀ ପଣ୍ଡା ଙ୍କୁ କିଏବା ନଜାଣିଛି,ତାଙ୍କର ତାଙ୍କ ଡ୍ୟାନ୍ସ ପାଇଁ ପାଗଳ ଅଟନ୍ତି ଯାତ୍ରା ପ୍ରେମୀ ।

ଆଉ ସୋସିଆଲ ମେଡିଆରେ ରାଣୀ ଜଣେ ଖୁବ ପରିଚିତି ମୁହଁ ଯିଏ ଅନେକ ସମୟରେ ସୋସିଆଲ ମେଡିଆରେ ଖୁବ ଟ୍ରେଣ୍ଡରେ ରହିଥାନ୍ତି ।ତେବେ ବର୍ତ୍ତମାନ ଏକ ଭିଡ଼ିଓରେ ରାଣୀ ପଣ୍ଡା ଜଣେ ଯୁବତୀ ହାତରୁ ଜୋରଦାର ମାଡ଼ ଖାଇବାର ଦେଖିବାକୁ ମିଳିଛି ଆଉ ମାଫ ଖାଇ ବି ରାଣୀ କିଛି କହୁ ନାହାନ୍ତି ।

ତେବେ ଆଜିକାଲି ଆପଣ ଦେଖୁଥିବେ ଯାତ୍ରାର କୀଚଗୀ କିଛି ସିନ ଗୁଡିକ ଖୁବ ପପୁଲାର ହେବାରେ ଲାଗିଛି ।ଆଉ ଆଜି ବି ସୋସିଆଲ ମେଡିଆରେ ଏକ ଯାତ୍ରା ର ସିନ ଖୁବ ଭାଇରଲ ହେଉଛି,ତେବେ ରାଣୀ ମାଡ଼ ଖାଉ ଥିବାର ଏହି ଭିଡ଼ିଓ ଟି ବି ଖୁବ ଭାଇରଲ ହେବାରେ ଲାଗିଛି ।ତେବେ ଦେଖା ଯାଉଛି କି ରାଣୀ ପଣ୍ଡା ଗୋଟିଏ ସାଧାରଣ ନିରୀହ ଝିଅ ପରି ରହିଛନ୍ତି ଆଉ ତାଙ୍କ ଉପରେ ଅନ୍ୟ ଜଣେ ଯୁବତୀ ଗୋଇଠା ଉପରେ ଗୋଇଠା ମାରି ଚାଲିଛନ୍ତି ।ହେଲେ ଏମିତି କାହିଁକି ହେଉଛି ସେ ବିଷୟରେ ଆଗକୁ ଚାଲନ୍ତୁ ଜାଣିବା ।

ଆପଣ ଜାଣିଛନ୍ତି କି କୌଣସି ଯାତ୍ରା ମଞ୍ଚ ଉପରେ ହେବା ପୂର୍ବରୁ ତାହା ବହୁତ ଥର ପ୍ରାକ୍ଟିସ ହେଇଥାଏ, ତେବେ ଖଣ୍ଡଗିରି ଯାତ୍ରା ର ପ୍ରାକ୍ଟିସ ସମୟରେ କୌଣସି ଏକ ସିନ ରେ ରାଣୀ ଙ୍କୁ ମାଡ଼ ଖାଇବାକୁ ପଡୁଛି ।ଆଉ ଯେତେବେଳେ ଯାତ୍ରା ର ରାଣୀ ମାଡ଼ ଖାଇବାର ପ୍ରାକ୍ଟିସ ଚାଲିଥିଲା ସେହି ସମୟର ଭିଡ଼ିଓ କେହି ଜଣେ ସୋସିଆଲ ମେଡିଆରେ ପୋଷ୍ଟ କରିଥିଲେ ।ଆଉ ତାପରେ ରାଣୀ ମାଡ଼ ଖାଉଥିବାର ଘଟଣା ଚର୍ଚ୍ଚା ସାଉଁଟି ଥିଲା ।ତେବେ ରାଣୀ ଙ୍କୁ ଆପଣ ସବୁବେଳେ ଆଇଟମ ଡ୍ୟାନ୍ସ କରୁଥିବାର ଦେଖିଛନ୍ତି ତେବେ ସେହି ଡ୍ୟାନ୍ସ ସେ ଦର୍ଶକ ଙ୍କ ପାଈଁ କରନ୍ତି ।

ତେବେ ଆଇଟମ ଡ୍ୟାନ୍ସ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥାଏ, କିନ୍ତୁ ବର୍ତ୍ତମାନ ରାଣୀ ଙ୍କୁ ଏହି ନୂଆ ରୂପରେ ଦେଖିବା ପାଇଁ କେତେ ଭିଡ଼ ଜମୁଛି ତାହା ଦେଖିବାକୁ ବାକି ରହିଛି ।ତେବେ ରାଣୀ ନିଜକୁ ଏମିତି ଏକ କ୍ୟାରେକ୍ଟର ଦେଖି ପାରି ଥିବାରୁ ବହୁତ ଖୁସି ରହିଛନ୍ତି ତେଣୁ ସେ ଆଶା ରଖିଛନ୍ତି କି ଦର୍ଶକ ତାଙ୍କର ଏହି ଅଭିନୟ କୁ ପସନ୍ଦ କରିବେ ।ତେବେ ଆପଣ ଯଦି ରାଣୀ ପଣ୍ଡା ଙ୍କୁ ପସନ୍ଦ କରନ୍ତି ତେବେ ତାଙ୍କର ଏହି ନୂଆ ଅଵତାର କୁ ନିଶ୍ଚିତ ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.