ବନ୍ଧୁମାନେ ଆଜିକାଲି ଆପଣ ଦେଖୁଥିବେ ଭଲ ମଣିଷ ଟିଏ ବି ଭିନ୍ନ ଭିନ୍ନ ରୋଗର ଶିକାର ହେଉଛନ୍ତି ।ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ରୋଗ ଗୁଡିକ ରୁ ଏମିତି 4 ଟି ରୋଗ ରହିଛି ଯାହା ଘରେ ଘରେ ଦେଖିବାକୁ ମିଳୁଛି ।ଆଉ ଆଶ୍ଚର୍ଯ୍ୟ ର କଥା ହେଉଛି ଏହି ରୋଗ ଗୁଡିକ ବିଷୟରେ ମାଳିକା ରେ ବହୁତ ଆଗରୁ ବର୍ଣ୍ଣିତ ହେଇ ଅଛି ।
ତେବେ ଅଚ୍ୟୁତ ନନ୍ଦ ଦ୍ଵାରା ରଚଗୀତ ହେଇଥିବା ମାଳିକା ରେ ଭବିଷ୍ୟତ ବିଷୟରେ ବହୁତ କିଛି ରଚନା ହେଇଛି ।ଆଉ ଅନେକ ସମୟରେ ମାଳିକାରେ ଥିବା ଘଟଣା ଗୁଡିକ ସତ ରେ ରୂପ ନେଇଛି, ତେବେ ମାଳିକା କେଉଁ 4 ଟି ରୋଗ କଥା କୁହାଯାଇଛି ତାହା ଜାଣି ରଖନ୍ତୁ ।
ତେବେ ସମୟ ଅନୁସାରେ ସବୁ ପରିସ୍ଥିତି ବଦଳିବାରେ ଲାଗିଛି, ଦିନକୁ ଦିନ ସମାଜରେ ଚଳିବା ମୁସ୍କିଲ ହେଇଯାଉଛି ।ଯେମିତି ବର୍ତ୍ତମାନ ର ଯୁବପିଢ଼ି ଙ୍କ ମାନେ ଆଧୁନିକ ତାଳରେ ଏତେ ବାଇୟା ହେଇଛନ୍ତି କି ଯେଉଁଠି ଝିଅ ମାନେ ବି କମେଣ୍ଟ ପାଇବା ପାଇଁ ଅପେକ୍ଷା କରିଛନ୍ତି ।ଆଉ ଏହିଥିରୁ ବୁଝି ପାରୁଥିବେ ସମାଜ କେମିତି ପରିବର୍ତ୍ତନ ହେଉଛି ।ଠିକ ସେହିପରି ମାଳିକା କୁହା ଯାଇଥିବା କଥା ଗୁଡିକ ବି ସତ ହେବାରେ ଲାଗିଛି, ଧୀରେ ଧୀରେ ମଣିଷ ନମରି ବି ମରିବାର ଦୁଃଖ ଭୋଗିବ ।ସେଥିପାଇଁ ଆଗକୁ ଘରେ ଘରେ 4 ଟି ରୋଗ ମହାମାରୀ ପରି ବ୍ୟାପିବ ।
ତେବେ ଆଜିକାଲି ଆପଣ ନିଜେ ଦେଖୁଥିବେ ଘରେ ଡାଇବେଟିସ, କିଛି ଖାଇବା ପରେ ଗ୍ୟାସ ଆଦି ସମସ୍ୟା ଦେଖିବାକୁ ମିଳୁଛି ।ଠିକ ସେହିପରି ଅନେକ ସମୟରେ ଭଲ ଲୋକମାନେ ବି ହାର୍ଟ ରୋଗ ମୃତ୍ୟୁ ର ଶିକାର ହେଉଛନ୍ତି ।ଆଉ ହାଇ ବ୍ଲଡ଼ପ୍ରେସର ବଡ଼ି ଗଲେ ସେତେବେଳେ କୋଉ ଅସୁବିଧା ହେଉଛି ଜାଣି ପାରୁଥିବେ ।ଆଉ ଆଶ୍ଚର୍ଯ୍ୟ ର କଥା ହରୁଛି କି 600 ବର୍ଷ ତଳେ ମାଳିକା ଏହି 4 ରୋଗ ଡାଇବେଟିସ,ଗ୍ୟାସ,ହାର୍ଟ ରୋଗ ଓ ହାଇ ବ୍ଲଡ଼ପ୍ରେସର ରୋଗ କଥା ଆଲୋଚନା ହେଇଥିଲା ।
ମଣିଷ ଦିନ କୁ ଦିନ ନିଜ ଭିତରେ ହିଁ ସୀମିତ ହେଇ ଯାଉଛି, ଟଙ୍କା ପଇସା ଉପାର୍ଜନ କରିବା ପାଇଁ ନାନା ପ୍ରକାରର ଷ୍ଟ୍ରେସ ନେଉଛି ଆଉ ଏମିତି ରେ କାହିଁକି ବା ଏତେ ରୋଗ ହେବନି କୁହନ୍ତୁ ନା ।ଏହା ଛଡା ଦିନ ଆସିବ ମହିଳା ମାନେ ଯେଉଁ ବାର ଉପବାସ କରୁଥିଲେ ତା ବି ଆଉ କରି ପାରିବେ ନାହିଁ ।ତେଣୁ ଜଲଦି ସୁଧୁରିବା ଆରମ୍ଭ କରନ୍ତୁ ନ ହେଲେ ଆଗକୁ ପରିସ୍ଥିତି ଆହୁରି ଖରାପ ହ୍ରବାରେ ଲାଗିବ, ସେତେବେଳେ କିଛି ବି ଆୟତ୍ତ କରିପାରିବେ ନାହିଁ ।