ଦେଖନ୍ତୁ EXCLUSIVE : ମୁଁ ହେଉଛି ରାଣୀପଣ୍ଡା OLYWOD ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଏଥି ପାଇଁ ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ କଲେନାହିଁ ରାଣୀ ପଣ୍ଡା …ଦେଖନ୍ତୁ VIDEO
ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ, ଯାତ୍ରା ର ଆଇଟମ ଗାର୍ଲ ତଥା ସବୁବେଳେ ବିବାଦ ରେ ରହୁଥିବା ଆଲବମ କୁଇନ ରାଣୀ ପଣ୍ଡା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ରାଣୀ ପଣ୍ଡା ଜଣେ ଏହିପରି କାଳକର ଅଟନ୍ତି ଯିଏକି ନିଜ ଅଭିନୟ ସହ ନିଜର ସମାଜ ସେବା ପାଇଁ ବେଶ ଚର୍ଚ୍ଚିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ମଧ୍ୟ ରାନୀ ପଣ୍ଡା ବେଶ ଆକ୍ଟିଭ ରହିଥାନ୍ତି ଆଉ ପ୍ରାୟ ଘଟଣା ରେ ସେ ଏହିପରି ରିଏଲ ମତ ଦେଇଥାନ୍ତି ଯାହାକି ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ।ମାତ୍ର ସେ ପ୍ରାୟ ବିବାଦ ଘେର ମଧ୍ୟରେ ରହିଥାନ୍ତି।
ତେବେ ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି , ଯେଉଁ ଥିରେ ସେ ଓଲିଉଡ ର ଅଭିନେତା ପିଣ୍ଟୁ ନନ୍ଦ ଙ୍କ ବିଷୟ ରେ କହିଛନ୍ତି ଏବଂ ସେ କହିଛନ୍ତି କି କାହିଁକି ସେ ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ କରି ନାହାନ୍ତି ବୋଲି।
ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି,ଆମ ଓଲିଉଡ ର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ଏବଂ ସେ ଅନେକ ଦିନ ହେବ ଲିଭର ରୋଗ ରେ ଆକ୍ରାନ୍ତ ରହିଛନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ଏହାକି ଯେ , ପିଣ୍ଟୁ ନନ୍ଦ ଙ୍କ ର ଲିଭର ର ୮୦ ପ୍ରତିଶତ ନଷ୍ଟ ହୋଇସାରିଛି ଏବଂ ତାଙ୍କୁ ବଂଚିବାକୁ ହେଲେ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବାକୁ ହେବ ଯାହାକି ଭୁବନେଶ୍ୱର ରେ ନୁହେଁ ବରଂ ଦିଲ୍ଲୀ ରେ ହେବ ।
ତେବେ ଏହା ପାଇଁ ତାଙ୍କ ପାଖରେ ଅର୍ଥ ବାଧକ ସାଜିଥିଲା ମାତ୍ର ପରେ ସମସ୍ତ ଙ୍କ ର ସାହାଯ୍ୟ ଯୋଗୁଁ ବର୍ତ୍ତମାନ ସେ ଦିଲ୍ଲୀ କୁ ଚିକିତ୍ସା ପାଇଁ ଯାଇଛନ୍ତି। ତେବେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଯିବା କଥା ଜାଣିବା ପରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଅଭିନେତା ଓ ଅଭିନେତ୍ରୀ ମାନେ ଆଗେଇ ଆସିଥିଲେ।ତେବେ ଅନେକ କଳାକାର ତାଙ୍କ ଉପରେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି।ତେବେ ପିଣ୍ଟୁ ନନ୍ଦ ଙ୍କୁ ନେଇ ବର୍ତ୍ତମାନ ଆମ ଯାତ୍ରା କୁଇନ ରାଣୀ ପଣ୍ଡା କହିଛନ୍ତି କି,
“ମୁଁ ମୋ ନିଜ କାମରେ ଓ ଅଭିନୟ ରେ ବର୍ତ୍ତମାନ ବହୁତ ବ୍ୟସ୍ତ ରହି ଯାଉଛି , ତେଣୁ ମୁଁ ପିଣ୍ଟୁ ଭାଇ ଙ୍କୁ ଦେଖା କରିବା ପାଇଁ ଯାଇପାରି ନାହିଁ କିମ୍ବା ତାଙ୍କୁ କିଛି ସାହାଯ୍ୟ କରି ନାହିଁ। ଆପଣ ମାନେ ଜାଣିଛନ୍ତି କି ମୁଁ ସବୁବେଳେ ସମସ୍ତ ଙ୍କ ଦୁଖଃ ସୁଖ ରେ ଯାଇ ଛିଡା ହୋଇଥାଏ। ମାତ୍ର ଏତିକି ନିଶ୍ଚିତ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରିବି କି ପିଣ୍ଟୁ ଭାଇ ଭଲ ହୋଇ ଫେରି ଆସନ୍ତୁ ଆଉ ତାଙ୍କର ଅଭିନୟ ର ଯାଦୁ ଦେଖାନ୍ତୁ ବୋଲି”। ତେବେ ରାଣୀ ପଣ୍ଡା ଙ୍କ ର ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।