ବାଛନ୍ତୁ ଗୋଟିଏ ନମ୍ବର ଜାଣନ୍ତୁ ଆପଣଙ୍କ ମନର ଗୁପ୍ତ ରହସ୍ୟ ….ଯେଉଁଟା ଆଜି ପର୍ଯ୍ୟନ୍ତ ଜାଣି ନାହାନ୍ତି.. Life Style
ବନ୍ଧୁମାନେ ଆମେ ଆମ ଜୀବନ ରେ ଅନେକ ଲୋକଙ୍କ ସହିତ ମିଳିମିଶି ରହିଥାଉ କିନ୍ତୁ କେଉଁ ବ୍ୟକ୍ତି ମନ ଭିତରୁ କେମିତି ତାହା କହିବା ମୁସ୍କିଲ ହେଇଥାଏ ।ବହୁତ ସମୟରେ ବ୍ୟକ୍ତି ମନ ଭିତରେ ଗୋଟିଏ କଥା ଚିନ୍ତା କରୁଥିବା ବେଳେ ବାହାରେ କିଛି ଅନ୍ୟ କଥା କହିଥାଏ ।
ତେବେ ଏହିପରି ବ୍ୟକ୍ତିଙ୍କୁ ଚିନ୍ହିବା ବଡ଼ କଷ୍ଟ, ହେଲେ ଆଜିକାଲି ଅନେକ ଉପାୟ ଦେଖିବାକୁ ମିଳିଲାଣି ।ଯେଉଁ ଉପାୟ ଗୁଡ଼ିକ କୌଣସି ଗଣନା କରି ବାହାର ହେଇଛି ଆଉ ଆପଣ ସେହି ଉପାୟ କୁ ବ୍ୟବହାର କରି ଯେକୌଣସି ବ୍ୟକ୍ତିର ମନ ଭିତରର କଥା ଜାଣିପାରିବେ ।ତେବେ ଆଜି ଆମେ ଆପଣଙ୍କ ପାଇଁ ସେମିତି ଗୋଟିଏ ଉପାୟ ନେଇ ଆସିଛୁ ଯେଉଁ ଉପାୟ ରେ ଆପଣ କାହାର ବି ମନ କଥାକୁ ଜାଣିପାରିବେ ।
ତେବେ ଆପଣ ଦେଖି ପାରୁଥିବେ ଏଠାରେ 3ଟି ଶଙ୍ଖ ରହିଛି ଆଉ ଶଙ୍ଖ ଗୁଡିକ ଉପରେ 1, 2, 3 ନମ୍ବର ଦିଆଯାଇଛି ।ଯଦି ଆପଣ ମନ ଭିତରେ କୋଉ ବି ବ୍ୟକ୍ତି ର ନାମ କୁ ଭାବି ଗୋଟିଏ ଶଙ୍ଖ ବାଛୁଛନ୍ତି ଆଉ ତାପରେ ସେହି ନମ୍ବର ଅନୁସାରେ ଦିଆଯାଇଥିବା ସୂଚନା କୁ ପଡିବେ ତାହେଲେ ଜାଣି ପାରିବେ ମନରେ ଭାବିଥିବା ବ୍ୟକ୍ତିର ମନ ଭିତରେ କଣ ଚାଲିଛି ।
1-
-ଯଦି କେହି କାହାର ନାମ ଭାବି 1 ନମ୍ବର ଶଙ୍ଖ କୁ ବାଛୁଛନ୍ତି ତାହେଲେ ଜାଣନ୍ତୁ ଆପଣଙ୍କ ପାଇଁ ସେହି ସମୟ ଟି ଖୁବ ଭଲ ଅଟେ ।ଆପଣଙ୍କ ଜୀବନରେ ନକରାତ୍ମକ ଖୁବ ଜଲଦି ଦୂର ହେଇଯିବ ଆଉ କୌଣସି କାମ ପାଇଁ ଚିନ୍ତିତ ଅଛନ୍ତି ତାହେଲେ ସେହି କାମ ସଫଳ ହେବାକୁ ସମୟ ଲାଗିବ ।ଏହା ଛଡା ମନରେ ଆପଣ କିଛି ଗୁପ୍ତ ଧନ ପାଇବାର ଆଶା ରଖୁଛନ୍ତି ।ତେବେ ଆପଣ ଖୁବ ଅଯଥା ଖର୍ଚ୍ଚ କରୁଛନ୍ତି ତେଣୁ ଏ ପ୍ରତି ଧ୍ୟାନ ଦିଅନ୍ତୁ ।
2-
-ଆପଣ ଯଦି କାହାର ନାମ ଭାବି 2 ନମ୍ବର ଶଙ୍ଖ କୁ ବାଛୁଛନ୍ତି ତାହେଲେ ଆପଣ କୋଉ କଥା କୁ ଖୁବ ଚିନ୍ତା କରୁଛନ୍ତି ।ଆଉ ସବୁବେଳେ ଆପଣ ଶତ୍ରୁ ଙ୍କ ଦ୍ଵାରା ଆପଣଙ୍କ କାମରେ ବ୍ୟାଘାତ ହେଉଛି ।ସବୁବେଳେ କଣ କରିବେ କଣ କରିବେ ନାହିଁ ତାହାକୁ ନେଇ ଚିନ୍ତା କରୁଛନ୍ତି , ତେବେ ଏହାର ସମାଧାନ ଦୁଇ ରୁ ତିନି ଦିନ ଭିତରେ ହେଇଯିବ ।ତେବେ ମନେ ରଖନ୍ତୁ ଖୁବ ଜଲଦି ଆପଣଙ୍କ ପାଇଁ ଶୁଭ ସମୟ ଆସିବାକୁ ଯାଉଛି ।
3-
– ଯଦି ଆପଣ 3 ନମ୍ବର ଶଙ୍ଖ କୁ ବାଛିଛନ୍ତି ତେବେ ମନ ଭିତରେ ଆପଣ ଖୁବ ଉଦବେଗ ଅଛନ୍ତି,ଯାହା ଆଶା କରୁଛନ୍ତି ତାହା ମିଳି ପାରୁନାହିଁ ।ଆବଶ୍ୟକ ମୁତାବକ ଧନ ପ୍ରାପ୍ତ ହେଉ ନାହିଁ ଓ ସବୁବେଳେ ଅନ୍ୟ ମାନଙ୍କ କଥା ଖୁବ ଚିନ୍ତା କରୁଛନ୍ତି ।ପାରିବାରିକ ଜୀବନରେ ଅଶାନ୍ତି ଲାଗି ରହୁଛି ତେବେ ଆପଣ ଏ ନେଇ ଜଲଦି କିଛି ସମାଧାନ କରିବା ଦରକାର ।ଏସବୁ ବ୍ୟତୀତ ଆପଣ ନିଜ ପାଠପଢ଼ା ପାଇଁ ଚିନ୍ତିତ ଅଛନ୍ତି ,ତେବେ ଆପଣଙ୍କ ପାଇଁ ଏହି ସମୟ ଭଲ ନାହିଁ ଆଉ ଗୋଟିଏ ବର୍ଷ ଆପଣଙ୍କ ର ଏମିତି ବିତିବ ତେଣୁ ଏହି ସମୟ କୁ ଏମିତି ବିତିବାରେ ଲାଗିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।