Daily news update , Real odisha local news

ଏହି ୧୪ ବର୍ଷ ର ନାବାଳିକା କଥା ଶୁଣିଲେ ..” ମୋ ବାପ ମୋ ଅଜାଗା ରେ ହାତ ମାରୁଛନ୍ତି”କାନ୍ଦିକାନ୍ଦି କହିଲେ ନାବାଳିକା

0 622

ବନ୍ଧୁଗଣ ଆମ ସମାଜ ର ବର୍ତ୍ତମାନ ଏହିପରି ପରିସ୍ଥିତି ରହିଛି କି ଜଣେ ଝିଅ ପାଇଁ କେଉଁଠି ବି ସୁରକ୍ଷିତ ସ୍ଥାନ ନାହିଁ। ନା ଘରେ ନା ବାହାରେ , ବିଦ୍ୟାଳୟ ରେ ନା ମହାବିଦ୍ୟାଳୟ ରେ , ଚାକିରୀ କ୍ଷେତ୍ରରେ ରେ ହେଉ କିମ୍ବା କୌଣସି କାମ କ୍ଷେତ୍ରରେ ହେଉ ସବୁ ଜାଗା ରେ ତା ଉପରେ ଖରାପ ନଜର।

ଏପରି କି ଝିଅ ଟିଏ ତାର ଜନ୍ମ କଲା ବାପା ପାଖରେ ବି ସୁରକ୍ଷିତ ନୁହେଁ। ତେବେ ବର୍ତ୍ତମାନ ଓଡ଼ିଶାର ଯାଜପୁର ଜିଲ୍ଲା ରେ ଏହିପରି ଏକ ନିନ୍ଦନୀୟ ତଥା ଲଜ୍ୟା ଜନକ ଘଟଣା ଦେଖିବା କୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଚକିତ ହୋଇଯିବେ।

ତେବେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ କି ଜଣେ ବାପା ନିଜ ଜନ୍ମ କଲା ଝିଅ କୁ ଦୁଷ୍କର୍ମ କରି ପାରେ ବୋଲି। ତେବେ ଘଟଣା ଟି କିଛି ଏହିପରି ରହିଛି କି ବର୍ତ୍ତମାନ ଯାଜପୁର ର ଥାନା ଆଗରେ ଜଣେ ୧୪ ବର୍ଷ ର ନାବାଳିକା ଆସି ପହଂଚି ଛନ୍ତି ନିଜ ବାପ ନାମ ରେ ଦୁଷ୍କର୍ମ ଅଭିଯୋଗ କରିବା ପାଇଁ। ତେବେ କଥା ଟି ଆପଣ ଙ୍କୁ ନିଶ୍ଚିତ ଅଜୀବ ଲାଗୁଥିବ କି ନିଜ ଝିଅ ବାପ ନାମ ରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଏହାର କଣ କାରଣ ହୋଇପାରେ ବୋଲି। ତେବେ ଘଟଣା ଟି କିଛି ଏହିପରି ଲଜ୍ୟାଜନକ ରହିଛି କି ଯୁବତୀ ଜଣଙ୍କ ଗତ ୪ ମାସ ହେବ ନିଜ ବାପ ଦ୍ୱାରା ଦୁଷ୍କର୍ମ ର ସ୍ୱୀକାର ହୋଇ ଆସୁଥିଲେ।

ତେବେ ଅନ୍ୟାୟ କୁ ଆଉ ସହି ନପାରି ବର୍ତ୍ତମାନ ସେ ଆଇନ ର ସାହାଯ୍ୟ ନେଇଛନ୍ତି ନ୍ୟାୟ ପାଇଁ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ ଆଉ ଏହି କାମନା ବିଲାସୀ ରାକ୍ଷସ ବାପ ବିଷୟରେ।ତେବେ ନାବାଳିକା ଝିଅ ଜଣଙ୍କ କହିଛନ୍ତି କି ତାଙ୍କର ନିଜ ମା ମରି ଯାଇଛନ୍ତି, ଆଉ ତା ପରେ ତାର ବାପ ଅନ୍ୟ ଜଣେ ମହିଳା ଙ୍କୁ ବିବାହ କରି ଅନ୍ୟତ୍ର ରହୁଥିଲେ। ମାତ୍ର ଝିଅ କୁ ନିଜ ସହ ନିଜ ଝିଅ କରି ରଖିବେ ବୋଲି କହିଥିଲେ। କିନ୍ତୁ ଝିଅ କୁ ଯେତେବେଳେ ୧୪ ବର୍ଷ ହୋଇଗଲା ତା ପ୍ରତି ବାପ ର ପାପ ନଜର ପଡିବା ଆରମ୍ଭ କରିଥିଲା।

ତେବେ ଝିଅ ଟିର କହିବା ଅନୁସାରେ, ତାର ବାପା ତା କୁ ବହୁତ ଖରାପ ଆନ୍ଦାଜ ରେ ଛୁଇଁବା ଆରମ୍ଭ କଲେ। ଆଉ ତା ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା କୁ ଚେଷ୍ଟା କଲେ ,ତେବେ ଝିଅ ଟି ନିଜକୁ ବଞ୍ଚାଇବା ପାଇଁ ସେଠାରୁ ରାତି ରେ ପଳେଇ ଯାଇ ନିଜ ମାଉସୀ ଙ୍କ ଠାରେ ସାହାରା ନେଇଥିଲେ। ତେବେ ବର୍ତ୍ତମାନ ସେ ଥାନା ରେ ଏନେଇ ଅଭିଯୋଗ କରିଛନ୍ତି ଥାନା ରେ। ତେବେ ଏହାକୁ ନେଇ ଚିନ୍ତା କରି ପାରୁଥିବେ କି ଗୋଟିଏ ଝିଅ କେତେ ସୁରକ୍ଷିତ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.