ଆଜିକାଲି ବାହାଘର ପୂର୍ବରୁ 3ଥର ଆବୋର୍ସନ ହେଇଯାଉଛି ,ମେଡ଼ିସିନ ଖାଇ ଖାଇ ଭିତରୁ ଫମ୍ପା :କଥା ଶୁଣିଲେ କାନରେ ହାତ ଦେବେ
“ଆଜି କାଲି ର ଝିଅ ମାନେ ତ ବିବାହ କରିବା ପୂର୍ବରୁ ୩ ଥର ଗର୍ଭ ପାତ କରୁଛନ୍ତି , ମେଡ଼ିସିନ ଖାଇ ଖାଇ ଭିତରୁ ସବୁ ଫଁମ୍ପା ହୋଇଗଲେଣି ଆଉ କଣ ଏମାନ ଙ୍କ ର କିଛି ଅଛି। ଆଗରୁ ଝିଅ ଙ୍କୁ ଦେଖିଲେ କେତେ ନମ୍ର ଓ ଭଦ୍ର ମନଭାଵ ଆସୁଥିଲା।
ମାତ୍ର ବର୍ତ୍ତମାନ ଝିଅ ମାନେ ଯେଉଁ ଡ୍ରେସ ପିନ୍ଧୁଛନ୍ତି ଆଉ ଯାହା ସବୁ କାଣ୍ଡ କରୁଛନ୍ତି ତାଙ୍କୁ ଦେଖିଲେ ବା ଅଲଗା ଲାଗୁଛି। ଆଉ ସୁପ୍ରିମକୋର୍ଟ ଲିଭ ଇନ ରିଲେସନ ରେ ଅନୁମତି ଦେବା ପରେ ୟେ ସବୁ କୁକୁର ଛେଳି ଙ୍କ ଭଳି ହେଉଛନ୍ତି ସେକ୍ସ ପାଇଁ”। ବନ୍ଧୁଗଣ ଏହା ଆମ ରାଜଧାନୀ ର ଗଜପତି ଭାଇ କହିଛନ୍ତି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।
ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି କିଭଳି ଭାବରେ ଯୁବକ ଓ ଯୁବତୀ ମାନେ ପ୍ରେମ ରେ ପଡି ଅନ୍ଧ ହୋଇ ଯାଉଛନ୍ତି ଏବଂ ପ୍ରେମ ର ଅର୍ଥ କେବଳ ଶାରୀରିକ ଆକର୍ଷଣ ବା ଶାରୀରିକ ସମ୍ପର୍କ ବୋଲି ଏମାନେ ଭାବି ନେଉଛନ୍ତି। ଆଉ ଯେବେ ଠାରୁ ସୁପ୍ରିମକୋର୍ଟ ଲିଭ ଇନ ରିଲେସନ କୁ ଅନୁମତି ଦେଇଛନ୍ତି ସେବେ ଠାରୁ ନାହିଁ ନଥିବା ସମସ୍ୟା, ହତ୍ୟା , ପ୍ରତାରଣା ଆଦି ସବୁ ଘଟଣା ଗୁଡିକ ବିଷୟ ରେ ଆପଣ ଦେଖୁଥିବେ। ତେବେ ଏହି ସବୁ ଘଟଣା କୁ ନେଇ ଭୁବନେଶ୍ୱର ର ଗଜପତି ନାମକ ଜଣେ ଯୁବକ ନିଜର ମତ ଦେଇଛନ୍ତି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।
ତେବେ ସେ କହିଛନ୍ତି କି, ଆଗରୁ ଝିଅ ଥିଲେ ଏବେ ମଧ୍ୟ ଝିଅ ଅଛନ୍ତି ଯେଉଁ ମାନେ ଆମ ସଂସ୍କୃତି କୁ ମାନନ୍ତି ଏବଂ ତାଙ୍କୁ ଦେଖିଲେ ଆମକୁ ସଂମାନ ଦେବାକୁ ମନ ଭିତରୁ ଇଚ୍ଛା ହୋଇଥାଏ। କିନ୍ତୁ ବର୍ତ୍ତମାନ ଝିଅ ମାନେ ଯାହା ହେଉଛନ୍ତି ଖାସ କରି ଯେଉଁ ମାନେ ଘର ଛାଡ଼ି ଆସି ବାହାରେ ରହି ପାଠ ପଢୁଛନ୍ତି ସେଇ ମାନେ ବେସି କାଣ୍ଡ କରୁଛନ୍ତି। ଆଜି କାଲି ର ଝିଅ ମାନେ ତ ବିବାହ କରିବା ପୂର୍ବରୁ ୩ ଥର ଗର୍ଭ ପାତ କରୁଛନ୍ତି , ମେଡ଼ିସିନ ଖାଇ ଖାଇ ଭିତରୁ ସବୁ ଫଁମ୍ପା ହୋଇଗଲେଣି ଆଉ କଣ ଏମାନ ଙ୍କ ର କିଛି ଅଛି। ଆଗରୁ ଝିଅ ଙ୍କୁ ଦେଖିଲେ କେତେ ନମ୍ର ଓ ଭଦ୍ର ମନଭାଵ ଆସୁଥିଲା। ମାତ୍ର ବର୍ତ୍ତମାନ ଝିଅ ମାନେ ଯେଉଁ ଡ୍ରେସ ପିନ୍ଧୁଛନ୍ତି ଆଉ ଯାହା ସବୁ କାଣ୍ଡ କରୁଛନ୍ତି ତାଙ୍କୁ ଦେଖିଲେ ବା ଅଲଗା ଲାଗୁଛି।
ଆଉ ସୁପ୍ରିମକୋର୍ଟ ଲିଭ ଇନ ରିଲେସନ ରେ ଅନୁମତି ଦେବା ପରେ ୟେ ସବୁ କୁକୁର ଛେଳି ଙ୍କ ଭଳି ହେଉଛନ୍ତି ସେକ୍ସ ପାଇଁ।ଆପଣ ଦେଖିବେ ଯଦି ଆମ ସରକାର ଏହି ଲିଭ ଇନ ରିଲେସନ କୁ ବନ୍ଦ କରିଦିଅନ୍ତି ତେବେ ଏମାନେ ସବୁ କୁକୁର ଛେଳି ଭଳି ରାସ୍ତା କଡରେ ବି ସେକ୍ସ କରିବା ପାଇଁ ବସିଯିବେ। ତେଣୁ ସରକାର ଏହାକୁ ବନ୍ଦ କରି ପାରିବେ ନାହିଁ , ଏମାନେ ଏହିଭଳି ହେଉଥିବେ। ତେବେ ତାଙ୍କର ଏହି ଭିଡ଼ିଓ ଟିକୁ ସମସ୍ତେ ଖୁବ ପସନ୍ଦ କରିଛନ୍ତି ଏବଂ ଖୁବ ଚର୍ଚ୍ଚା ରେ ରହିଛି ମଧ୍ୟ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।