Daily news update , Real odisha local news

ଗାଧେଇବା କିମ୍ବା ଖାଇବା ଆଗରୁ ପରିଶ୍ରା କଲେ କଣ ଲାଭ ମିଳିଥାଏ – Ajira odia sadhu bani

0 2,205

ବନ୍ଧୁମାନେ ଆମ ସମସ୍ତଙ୍କ ଜୀବନ ସମାନ ଭାବରେ ବିତି ନଥାଏ ତେବେ ବହୁତ ସମୟରେ ଆମକୁ ଅନେକ ନୀତି ନିୟମ ମାନି ଜୀବନ ବିତାଇବାକୁ ପଡ଼ିଥାଏ ।ତେବେ ମଣିଷ ଜୀବନରେ କେତେ କଣ ଅସୁବିଧା ଆସିଥାଏ ଆଉ ସେହି ଅସୁବିଧା ରୁ ବର୍ତ୍ତିବା ପାଇଁ ଆଉ ସୁଖ ସ୍ଵଛନ୍ଦ୍ୟ ରେ ବଂଚିବା ପାଇଁ ଅନେକ ପ୍ରକାରର ଚେଷ୍ଟା କରିବାକୁ ପଡିଥାଏ ।ତେବେ ଆମ ଶାସ୍ତ୍ରରେ ଠାକୁର ପୂଜା ତହରୁ ଆରମ୍ଭ କରି ଘରେ କଣ କରିବା ଉଚିତ କଣ ନାହିଁ ସେ ବିଷୟରେ ବିସ୍ତ୍ରୁତ ଭାବରେ ଆଲୋଚନା କରଯାଇଛି।ଆଉ ଆଜି ଆମେ ଆପଣଂକୁ କିଛି ସେହି ନୀତି ନିୟମ ବିଷୟରେ ଅବଗତ କରାଇବୁ ।

-ତେବେ ମନେ ରଖିବେ ଆପଣ ନିଜ ଘରେ ଠାକୁର ପୂଜା କରୁଥିବେ ତେବେ ଯେତେବେଳେ ବି ଠାକୁର ପୂଜା କରିବେ ସେତେବେଳେ ଠାକୁରଙ୍କ ମୁହଁ ପୂର୍ବ ଦିଗ କୁ ରହିବ ଆଉ ପୂଜା କରୁଥିବା ବ୍ୟକ୍ତିର ମୁହଁ ଯେମିତି ପଶ୍ଚିମ ଦିଗ କୁ ରହିବ ।

-ବନ୍ଧୁମାନେ ମନେ ରଖିବେ ଯଦି କେବେ ଆପଣଙ୍କ ଘର ଉପରେ ଧଳା ପେଚା ବିଶେ ତାହେଲେ ତାହା ଶୁଭ ଆଉ ଘରେ ଧଳା ପେଚା ରହିଲେ ତାହେଲେ ଧନ ଲାଭ ହେଇଥାଏ ।
-ପ୍ରତ୍ୟେକ ବ୍ୟକ୍ତି ମନେ ରଖିବେ ଆପଣ ସକାଳୁ ଉଠିଲେ ପ୍ରଥମେ ମୁହଁ ଧୋଇବେ ତାପରେ ଯାଇ ଆଇନା ଦେଖିବେ ।ମୁହଁ ନଧୋଇ ଆଇନା ଦେଖିଲେ ବହୁତ ଖରାପ ହେଇଥାଏ ।
-ମନେ ରଖନ୍ତୁ ଘରେ ନେଉଳ ବା ଧଳା ପାରା ପାଳିଲେ ତାହା ଖୁବ ଶୁଭ ଫଳ ଦେଇଥାଏ ।
-ସକାଳୁ ଉଠି ପ୍ରଥମେ ନିଜ ହାତ କୁ ଯୋଡି ଦେଖୀଲେ ଖୁବ ଭଲ ଆଉ ନିଜ ବାପାମାଆ ଓ ଦେବାଦେବୀ ଙ୍କୁ ଦର୍ଶନ କରିବା ଦ୍ଵାରା ଖୁବ ଶୁଭ ହେଇଥାଏ ।

-ତେବେ ମନେ ରଖିବେ ଘରେ ଝାଡୁ କେବେ ଖୋଲା ସ୍ଥାନରେ ରଖିବେ ନାହିଁ ଆଉ ଝାଡୁ କୁ କେବେ ଗୋଡ଼ରେ ଆଡେଇବେ ନାହିଁ ।ଏହା କଲେ ଖୁବ ଖରାପ ହେଇଥାଏ ।
-ମନେ ରଖିବେ ମୁଣ୍ଡରେ,ପାଦରେ ଓ ଗାଲରେ କେବେ ହାତ ରଖି ଖାଇ ବସିବେ ନାହିଁ ।
-ନାରୀ ମନେ ସିନ୍ଦୁର ପିନ୍ଧିଲା ବେଳେ କେବେ ଆଙ୍ଗୁଳିରେ ସିନ୍ଦୁର ପିନ୍ଧନ୍ତୁ ନାହିଁ ରୁପା କଣ୍ଟା ବା ପଇସାରେ ସିନ୍ଦୁର ପିନ୍ଧିବେ ।
-ସକାଳେ କେବେ ଅଧିକ ସମୟ ଧରି ବିଛଣା ରୁହନ୍ତୁ ନାହିଁ ଜଲଦି ଉଥିବା ଦ୍ଵାରା ଆପଣଙ୍କ ଦେହ ମନ ସୁସ୍ଥ ରହିଥାଏ ।ଆଉ ଏମିତି ଅଭ୍ୟାସ ଯୋଗୁ ଆପଣ ଜୀବନରେ ସବୁବେଳେ ସଫଳତା ହାସଲ କରିଥାନ୍ତି ।


-ତେବେ ସନ୍ଧ୍ୟା ସମୟରେ କେବେ ହେଲେ ଖାଇବେ ନାହିଁ,ପଡିବେ ନାହିଁ, ଶୋଇବେ ନାହିଁ ଓ ମୈଥୁନ କରିବେ ନାହିଁ ।
-ତେବେ ସବୁଠାରୁ ବଡ଼ କଥା ଆପଣ କେବେ ଉଲଗ୍ନ ହେଇ ଗାଧାନ୍ତୁ ନାହିଁ ଏପରି କଲେ ବହୁତ ଅଶୁଭ ତ ହେଇଥାଏ ତା ଛଡା ଆପଣଙ୍କ ପାଖରେ ଥିବା ପିତୃ ପୁରୁଷ ନ୍କର୍ଖରପ ନଜର ପଡିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.