Daily news update , Real odisha local news

ଆଜିଠୁ ପିଇବା ଆରମ୍ଭ କରିଦିଅନ୍ତୁ ଏହି ଜୁସ- ଲିଭରରୁ ସବୁ ମଇଳା କରିଦେବ ସଫା – କ୍ୟାନସର୍ ଓ ଲିଭର୍ ଭଳି ରୋଗରୁ ମିଳିବ ମୁକ୍ତି

0 253

ବର୍ତ୍ତମାନ ଦୁନିଆରେ ଆମେ ସମସ୍ତେ ନିଜ କାମ ଧନ୍ଦା ରେ ଏତେ ବ୍ୟସ୍ତ ହେଇ ଯାଉଛୁ କି ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଉନାହୁଁ ।ବହୁତ ସମୟରେ ଠିକ ସମୟରେ ଖାଦ୍ୟ ନଖାଇବା ଅଧିକ ଷ୍ଟ୍ରେସ ଓ ଚିନ୍ତା ରେ ରହିବା ଯୋଗୁଁ ଶରୀର ଖୁବ ଦୁର୍ବଳ ହେଇଯାଏ ।ତେବେ ଆପଣ ଏସବୁ ଜିନିଷ କୁ ଅଣଦେଖା କରନ୍ତି ତାହେଲେ ଆପଣଙ୍କ ଲିଭର ଧୀରେ ଧୀରେ ଖରାପ ହେବାରେ ଲାଗିଥାଏ ।

ଆଉ ଜାଣିଥିବେ ଥରେ ଲିଭର ଖରାପ ହେଲା ମାନେ ସେଥିରେ କେତେ ସବୁ ଅସୁବିଧା ଆସିଥାଏ ଆଉ ଏହାର ଚିକିତ୍ସା କେତେ କଷ୍ଟ ହେଇଥାଏ ।

ତେବେ ଆଜିକାଲି ଆପଣ ଦେଖୁଥିବେ ଦିନକୁ ଦିନ ଲିଭର ଜନିତ ସମସ୍ୟା ବଡ଼ିବାରେ ଲାଗିଛି ।ଆଉ ଏହି ଲିଭର ଅସୁବିଧା ଆରମ୍ଭ ହେବା ର ପ୍ରଥମେ ପ୍ରଥମେ ସାମାନ୍ୟ ପେଟ ବ୍ୟଥା ହେଇଥାଏ ଯାହାକୁ ଭଲ କରିବା ପାଇଁ ଯେକୌଣସି ମେଡ଼ିସିନ ଆଣି ଖାଇଥାନ୍ତି ଲୋକମାନେ ।ହେବେ ଏଥିରେ ହୁଏତ ପେଟ ବ୍ୟଥା କମିଯାଏ କିଭି ସମୟ ପାଇଁ କିନ୍ତୁ ପରେ ଏହା ଖୁବ ଭୟଙ୍କର ରୁପ ଧାରଣ କରିଥାଏ ।ତେବେ ଆଜି ଆପଣଂକୁ ଏମିତି ଗୋଟିଏ ଘରୋଇ ତିଆରି ଯୁସ ବିଷୟରେ ବତାଇବୁ ଯାହା ଲିଭର ଓ କ୍ୟାନ୍ସର ପରି ସମସ୍ୟା କୁ ମୂଳରୁ ଶେଷ କରିଥାଏ ।

ଯୁସ ପାଇଁ ଆବଶ୍ୟକ ସାମଗ୍ରୀ:-

 

-ଲାଉ
-ହଳଦୀ ଗୁଣ୍ଡ
-ଧନିଆପତ୍ର
– ଲେମ୍ବୁ
-ବିଟ ଲୁଣ
-ଗିଲୋୟର ରସ

ଯୁସ ପ୍ରସ୍ତୁତି ପ୍ରଣାଳୀ:-

-ଏହି ଯୁସ ତିଆରି କରିବା ପାଇଁ ଆପଣ ପ୍ରଥମେ ଏକ ଲାଉ ନିଅନ୍ତୁ ଆଉ ସେଥିରୁ ଅଳ୍ପ ଲାଉ କାଟି ନେଇ ସେଥିରେ ଅଳ୍ପ ଧନିଆପତ୍ର ମିଶାଇ ଗ୍ରାଣ୍ଡିଂ କରି ନିଅନ୍ତୁ ।ତାପରେ ତାହାକୁ ଛାଣି ଏକ ଗ୍ଲାସ ମାପର ଯୁସ ବାହାର କରନ୍ତୁ, ଏହାପରେ ସେହି ଯୁସ ରେ ଆପଣ ଏକ ଚାମଚ ହଳଦୀଗୁଣ୍ଡ, ଏକ ଚାମଚ ବିଟ ଲୁଣ ଓ ଗୋଟିଏ ଚାମୁଚ ଲେମ୍ବୁ ରସ ଚିପୁଡି ନିଅନ୍ତୁ ।ଆଉ ଶେଷରେ ୩୦ml ଗିଲୋୟ ସେହି ଯୁସ ରେ ମିଶାଇ ନିଅନ୍ତୁ, ଏବେ ଆପଣଙ୍କ ଯୁସ ତିଆରି ହେଇ ଯିବ ।

-ତେବେ ଏହି ଯୁସ କୁ ଆପଣ ଖାଲି ପେଟରେ ପିଇବେ ।ଏହା ବ୍ୟତୀତ ମନେ ରଖିବେ କି ଯୁସ କୁ 7 ଦିନ ପୁରା ଲଗାତାର ପିଇବାର ଅଛି,ଆଉ ସେହି ସମୟ ଭିତରେ କୌଣସି ପ୍ରକାରର ଜଙ୍ଗ ଫୁଡ଼ ଆପଣଂକୁ ଛାଡିବାକୁ ହେବ ।ତେବେ ଆପଣ ଏହି ଯୁସ ଯଦି ଲଗାତାର ବି ପିଇବେ ତାହେଲେ ତାହା ଆହୁରି ଓ ଆପଣଙ୍କ ଲିଭର ରେ ଥିବା ଅପରିଷ୍କାର ଜିନିଷ କୁ ବାହାର କରିବାରେ ଖୁବ ସାହାଯ୍ୟ କରିଥାଏ ।ତାଛଡ଼ା କ୍ୟାନ୍ସର ପରି ଭୟଙ୍କର ରୋଗ ରୁ ଆପଣଂକୁ ସୁରକ୍ଷିତ ରଖିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.