Daily news update , Real odisha local news

ଛିଃ…ଛିଃ..ପୁଣି ଓଡ଼ିଶାରେ ଲଜ୍ୟା !ଏମାନଙ୍କୁ ଫାଶୀ ଦଣ୍ଡ ବି କମ ପଡ଼ିବ…ପ୍ରେମିକାକୁ ସିଗାରେଟ ଟଣାଇଲା ପ୍ରେମିକ ….ଦେଖନ୍ତୁ video

0 265

ବର୍ତ୍ତମାନ ର ଏହି ସମାଜର ମାନବିକତା କୁଆଡେ ଉଭେଇ ଗଲାଣି ଆଉ ବର୍ତ୍ତମାନ କେବଳ ଦେଖାଯାଉଛି , ଅମାନବୀକତା , ଆସଭ୍ୟତା ର କରାଳ ଦୃଶ୍ୟ।ତେବେ ବନ୍ଧୁଗଣ ଆମେ ଅନେକ ସମୟରେ ଆପଣଙ୍କୁ ଭିନ୍ନ ଭିନ୍ନ କ୍ରାଇମ , ଗୁଣ୍ଡାଗ୍ରଦି , ଅନ୍ୟାୟ ଅତ୍ୟାଚାର , ଚୋରି , ଆଶୀଳତା ଦେଖିବା କୁ ମିଳିଛି।

ତେବେ ଲୋକମାନେ ବି ଏହିପରି ହୋଇଗଲେଣି କି ଟିକେ ଟିକେ କଥାରେ ହତ୍ୟା , ହିଂସାକାଣ୍ଡ ଦେଖିବାକୁ ମିଳୁଛି ଯାହାକି ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ। ତେବେ ଆମେ ମଧ୍ୟ ଆପଣ ଙ୍କୁ ଏହିପରି ଏକ ଘଟଣା ଟି ବିଷୟ ରେ ଜଣେଇବା କୁ ଯାଉଛୁ ଯାହା ଜାଣିବା ପରେ ଆପଣ ଙ୍କ ର ମୁଣ୍ଡ ବୁଲେଇ ଦେବ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଲଜ୍ୟା ଜନକ ଦୃଶ୍ୟ ଦେଖିବା କୁ ମିଳିଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ଏହି ଭଳି ଘଟଣା ଟି ଦେଖିବା କୁ ମିଳିଛି ବ୍ରହ୍ମଗିରି ଜଙ୍ଗଲ ରେ ଯେଉଁ ଠାରେ ଦୁଇ ଜଣ ଯୁବକ ଜଣେ ନାବାଳିକା ଯୁବତୀ ଙ୍କୁ ଅତ୍ୟନ୍ତ ଅଶୀଳ ବ୍ୟବହାର କରିବା ସହ ତାଙ୍କୁ ମାଡ଼ ମାରୁ ଥିବାର ଦେଖିବା କୁ ମିଳିଛି। ତେବେ ଘଟଣା ଟି ର ସମ୍ପୂର୍ଣ୍ଣ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ଘଟଣା ଟି କିଛି ଏହି ପରି ଥିଲା କି , ନାବାଳିକା ଯୁବତୀ ଜଣଙ୍କ କୁଆଡେ ସେହି ଯୁବକ ଙ୍କୁ ପ୍ରେମ କରୁଥିଲେ ।ମାତ୍ର ପରେ ସେ ତାଙ୍କୁ ଧକ୍କା ଦେଇ ଅନ୍ୟ ଯୁବକ ଙ୍କ ସହ କଥା ହେଉଛି ବୋଲି। ତେବେ ଏନେଇ ଯୁବକ ଜଣଙ୍କ ସେହି ନାବାଳିକା ପ୍ରେମିକା କୁ ପାଖ ଜଙ୍ଗଲ କୁ ଡାକିଥିଲି। ଆଉ ଜଙ୍ଗଲ ମଧ୍ୟରେ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେବା ସହ ଅତ୍ୟନ୍ତ ଅଶୀଳ ବ୍ୟବହାର କରୁଥିଲେ। ଖାଲି ଏତିକି ନୁହେଁ ବରଂ ଏହା ମଧ୍ୟ ଦେଖା ଯାଇଥିଲା କି ଯୁବତୀ ଙ୍କୁ ସେହି ଯୁବକ ଜଣଙ୍କ ମାଡ଼ ମାରୁଥିଲେ।

ଏହା ସହ ଭିଡ଼ିଓ ରେ ଦେଖା ଯାଇଛି ଯେ , ଜଣେ ଯୁବକ ଭିଡ଼ିଓ ବନାଉଛନ୍ତି ଏବଂ ଅନ୍ୟ ଜଣେ ଯୁବକ ନାବାଳିକା ଙ୍କୁ ସିଗାରେଟ ପିଇବା କୁ ବାଧ୍ୟ କରୁଛନ୍ତି। ତେବେ ଏହା ସହ ତାଙ୍କୁ ବାଡ଼ି ରେ ମାରୁଛନ୍ତି ମଧ୍ୟ ଆଉ କହୁଛନ୍ତି କି ସେ ନିଜେ ତାଙ୍କୁ ବହୁତ ଭଲ ପାଆନ୍ତି ବୋଲି। ତେବେ ଯୁବକ ଜଣଙ୍କ ନାବାଳିକା ଯୁବତୀ ଙ୍କୁ କେଉଁ ଭଳି ପ୍ରେମ କରୁଛନ୍ତି ଆପଣ ଜାଣି ପାରୁଥିବେ ନିଶ୍ଚିତ। ତେବେ ଏହି ଘଟଣା ଟି ର ସମ୍ପୂର୍ଣ୍ଣ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।ଏହାକୁ ଦେଖିବା ପରେ ଯୁବକ ଙ୍କୁ କଡା ନିନ୍ଦା କରିବା ସହ ଏହାକୁ କଡା ସମାଲୋଚନା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.