Daily news update , Real odisha local news

ଆକାଶ ରୁ ଉଡୁଥିବା ଏରୋପ୍ଲେନ କୁ ହାତ ରେ ଅଟକାଇ ଦେଲେ ଯୁବକ…. ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଭିଡ଼ିଓ ଟିକୁ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ

0 2,193

ସୋସିଆଲ ମିଡ଼ିଆ ରେ ଆମ ଓତଃପ୍ରୋତ ଭାବରେ ଜଡିତ ଅଟୁ , ତେବେ ଏହି ମିଡ଼ିଆ ରେ ଆମେ ଅନେକ ପ୍ରକାରର ଘଟଣା ଓ ଦୁର୍ଘଟଣା ବିଷୟରେ ଭିଡିଓ ସବୁ ଦେଖିବାକୁ ପାଇଥାଉ।

ମାତ୍ର କେବେ କେବେ ଏହି ସୋସିଆଲ ମିଡ଼ିଆ ରେ ଏପରି କିଛି କମେଡି ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆମେ ଅତ୍ୟନ୍ତ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହୋଇ ଯାଇଥାଉ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ଯାହା ବିଷୟ ରେ ଜାଣିବା ପରେ ଆପଣ ଙ୍କ ର ଆଖି ଖୋଲା କୁ ଖୋଲା ରହିଯିବ।

ତେବେ ବର୍ତ୍ତମାନ ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଏହି ଭିଡ଼ିଓ ଟିରେ ଯାହା ଦେଖା ଯାଇଛି ତାହାକୁ ଦେଖିବା ପରେ ଆପଣ ନିଜ ଆଖି କୁ ବିଶ୍ୱାସ କରି ପାରିବେ ନାହିଁ। ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ ଗୋଟିଏ ଏରୋପ୍ଲେନ ଆକାଶ ରୁ ଉଡି ଉଡି ଗୋଟିଏ ଘର ର ଛାତ ଉପର କୁ ଆସୁଛି ଆଉ ଛାତ ଉପରେ ଏହି ଉଡାଯାହାଜ କୁ ଗୋଟିଏ ପିଲା ହାତ ରେ ଧରି ତାକୁ ଅଟକାଇ ଦେଉଛି।ତେବେ ଏହି ଭିଡ଼ିଓ ଟି କୁ ଆନନ୍ଦ ମହୀଦ୍ରା ନିଜେ ଟାଇଟର ରେ ସେୟାର କରିଥିଲେ।

ତେବେ କିନ୍ତୁ ଆମେ ସମସ୍ତେ ଜାଣିଛୁ କି, ଗୋଟିଏ ଏରୋପ୍ଲେନ କେବଳ ହେଲିପାଟ କିମ୍ବା ରୋନ ୱେ ରେ ଛିଡା ହୋଇଥାଏ। ତେବେ ଏହି ଘର ର ଛାତ ଉପରେ ହେଲିକ୍ୟାପ୍ଟର କିଭଳି ଭାବରେ ରହିବା ସମ୍ଭବ ।ଏବଂ ଗୋଟିଏ ଏରୋପ୍ଲାନ କୁ ଗୋଟିଏ ପିଲା ହାତ ରେ କିପରି ଧରି ପାରିବ। ତେବେ କିନ୍ତୁ ଏହି ଭିଡ଼ିଓ ଟି ଦେଖିଲେ ଲାଗୁଚି ଏହା ସତ୍ୟ ବୋଲି। ତେବେ ଆନନ୍ଦ କୁମାର ଏହାକୁ ସୋସିଆଲ ଆକାଉଣ୍ଟ ରେ ସେୟାର କରି କହିଥିଲେ କି , ଏହି ଭିଡ଼ିଓ ସତ ରେ ମୋତେ ବକା ବନାଇ ଦେଲା। ମୁଁ କିଛି ସମୟ ପାଇଁ ବୁଦୁ ହୋଇ ଏହା କୁ ସତ୍ୟ ବୋଲି ଭାବୁଥିଲି।

ତେବେ ବନ୍ଧୁଗଣ ତାଙ୍କର ଏହିପରି କହିବା ପଛରେ ଥିବା କାରଣ ଏହା ଅଟେ କି ।ଭିଡ଼ିଓ ରେ ପିଲା ଟି ଯେଉଁ ଏରୋପ୍ଲେନ କୁ ହାତ ରେ ଧରି ଅଟକାଇ ଦେଉଛନ୍ତି ତାହା ସତ ବା ପ୍ରକୃତ ଏରୋପ୍ଲେନ ନୁହେଁ ଏହା ହେଉଛି ଏକ ଖେଳନା ଏରୋପ୍ଲେନ। ଯାହାର ସାଇଜ ଟିକିଏ ବଡ଼ ଏବଂ ସତ ସତିକା ଏରୋପ୍ଲେନ ଭଳି ଦେଖା ଯାଉଛି। ତେବେ କିନ୍ତୁ ଆପଣ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.