Daily news update , Real odisha local news

‘ଆମେ ଛାଡିବୁନି, ଆକ୍ସନ ନେବୁ’ ଆକ୍ସିଡେଣ୍ଟ ପରେ ରାନୀ ପଣ୍ଡା ବୁଲି ବୁଲି ଫଟୋ ଉଠାଉଥିଲେ ଆମ ସାଙ୍ଗ କାର୍ ଉପରେ ପଡିଥିଲା ଏମିତି କିଛି Byte ଦେଲେ ମୃତକଙ୍କ ସାଙ୍କ..

0 152

ବନ୍ଧୁମାନେ ଆମ ଆଖି ଆଗରେ ଆନେକ ଦୁର୍ଘଟଣା ଘଟିବାର ଆମେ ଦେଖିଛୁ ।ତେବେ ଯେତେବେଳେ ଜଣେ ନିଜ ପ୍ରିୟ ଜନଙ୍କୁ ହଠାତ ହରେଇଦିଏ ସେତେବେଳେ ତାଙ୍କୁ କୋହ ରାଗରେ ବାହାରି ଆସେ ।ଆଉ ଠିକ ସେହିପରି ନିକଟରେ ଜଲିଉଡ଼ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଦ୍ଵାରା ଏକ ଦୁର୍ଘଟଣା ଘଟି ଯାଇଛି ଯେଉଁ ଦୁର୍ଘଟଣା ରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହେଇଛି ।ଆଉ ସେହି ରାଗରେ ସ୍ଥାନୀୟ ଲୋକ ପୁରା ତେଜି ଉଠିଛନ୍ତି ଆଉ କିଛି ଏମିତି କଥା କହିବା ସହିତରାଣୀ ପଣ୍ଡା ଜମା ଛାଡିବେ ନାହିଁ ବତାଇଛନ୍ତି ।ତେବେ ସମ୍ପୂର୍ଣ୍ଣ ଘଟଣା କଣ କେମିତି ଥିଲା ଆସନ୍ତୁ ସେ ବିଷୟରେ ଜାଣିବା ।

ଆପଣ ସମସ୍ତେ ତ ରାଣୀ ପଣ୍ଡା ଙ୍କୁ ଖୁବ ଭଲ ଭାବରେ ଜାଣିଛନ୍ତି ତେବେଶେ ସବୁବେଳେ ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରି ଆସିଛନ୍ତି ।ତେବେ ନିକଟରେ ସେ ଏକ ବହୁତ ବଡ଼ ମୁସ୍କିଲ ଭିତରେ ପିଡ଼ି ଯାଇଛନ୍ତି ଯାହା ପରେ ତାଙ୍କ ଜୀବନ ପୁରା ଅସ୍ତବ୍ୟସ୍ତ ହେଇ ଯାଇଛି ।ତେବେ ଘଟଣା ଅନୁସାରେ ରାଣୀ ପଣ୍ଡା ନିକଟରେ ଏକ ବିବାହ ସମାରୋହ ରେ ଯୋଗ ଦେବାକୁ ଯାଇଥିଲେ ।ଆଉ ଫେରୁ ଥିବା ସମୟରେ ହଠାତ ତାଙ୍କ ସହିତ ଗୋଟିଏ ବାଇକ ଦୁର୍ଘଟଣା ଘଟିଥିଲା ଆଉ ଘଟଣା ସ୍ଥାନରେ ଯୁବକ ଦୁହିଁଙ୍କର ଦୁର୍ଘଟଣା ଘଟିଥିଲା ।

ଆଉ ଏବେ ଯୁବକ ଦୁହିଁଙ୍କର ମୃତ୍ୟୁ ପରେ ସ୍ଥାନୀୟ ଲୋକ ରାଗରେ କହିଛନ୍ତି, ରାଣୀ ପଣ୍ଡା ଆମ ସାଙ୍ଗକୁ ମାରି ଦେଲା ଆମେ ତାକୁ ଛାଡ଼ିବୁନି, ସେମାନଙ୍କ ର ଗାଡି ସ୍ଲୋ ଥିଲା ଆଉ ଆକ୍ସିଡେଣ୍ଟରେ ରାଣୀ ପଣ୍ଡା ର ଭୁଲ ରହିଛି ।ଆକ୍ସିଡେଣ୍ଟ ପରେ ଗାଡି ଚାରିପଟେ ବୁଲି ବୁଲି ସେ ଫୋଟ ଉଠାଉଥିଲା ।ତେବେ ବନ୍ଧୁମାନେ ଆମେ ସବୁବେଳେ ଦେଖିଥାଉ ଅନେକ ଦୁର୍ଘଟଣା ଘଟିଥାଏ ତେବେ ଯେତେବେଳେ କୋଉ ସେଲିବ୍ରେଟି ଦ୍ଵାରା ଭୁଲ ହେଇଯାଏ ସେତେବେଳେ ସେମାନେ ନିଜ ଭୁଲ ବୁଝି ତାଙ୍କୁ ସୁଧାରିବାକୁ ଚେଷ୍ଟା କଲେ ବି ଲୋକେ ବୁଝି ପାରନ୍ତି ନାହିଁ ।

ତେବେ ଏହି ଘଟଣା ପରେ ରାଣୀ ପଣ୍ଡା ସେହି ପରିବାରର ପୁରା ଦାୟିତ୍ୱ ବୁଝିବେ ବୋଲି କହିଛନ୍ତି ହେଲେ ଏହା ପରେ ଲୋକମାନଙ୍କର ରାଗ ଶାନ୍ତ ହେଇ ନାହିଁ ଆଉ ସେମାନେ ଏମିତି ଉତ୍ତ୍ୟକ୍ତ ହେବାରେ ଲାଗିଛନ୍ତି ।ତେବେ ଏହି ଘଟଣା ଏବେ ପୁରା ସୋସିଆଲ ମେଡିଆର ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।ଆଉ ଆଗକୁ ରାଣୀ ପଣ୍ଡା ଙ୍କ କ୍ୟାରିଅର ଓ ଜୀବନ କୋଉ ମୋଡ଼ କୁ ନେବ ତାହା କହି ହେଉ ନାହିଁ ।ତେବେ ଆପଣ ମାନେ ଦେଖନ୍ତୁ ଆପଣଙ୍କ ପ୍ରିୟ ରାଣୀ ପଣ୍ଡା ଙ୍କ ଜୀବନରେ ଏହି ଦୁର୍ଘଟଣା କେତେ କ୍ଷତି କରୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.