ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।
ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି।ଏବଂ ଏହି ସୋସିଆଲ ମିଡ଼ିଆ ସାହାଯ୍ୟ ରେ ଆମେ ଅନେକ ଅଜଣା ସ୍ଥାନ କୁ ମଧ୍ୟ ବୁଲିଯାଇ ପାରୁ।
ବର୍ତ୍ତମାନ କେତେକ ଭୋଲ୍ଗ ଭିଡ଼ିଓ ମାଧ୍ୟମ ରେ ଆମେ ଅନେକ ନୂଆ ନୂଆ ସ୍ଥାନ ର ପରିଭ୍ରମଣ ମଧ୍ୟ କରିଥାଉ। ତେବେ ଆଜି ଆପଣ ଆପଣ ଙ୍କୁ ଜଣେ ଓଡ଼ିଆ ଝିଅ ଙ୍କ ର ଭୋଲ୍ଗ ଭିଡ଼ିଓ ମାଧ୍ୟମ ରେ ଆମେରିକା ର ଏକ ସରକାରୀ କଲେଜ କୁ ବୁଲେଇ ନେବୁ ଏବଂ ଆପଣ ମଧ୍ୟ ଏହାକୁ ଦେଖି ଖୁସି ହେବେ ନିଶ୍ଚିତ। ତେବେ ଆସନ୍ତୁ ଜାଣିବା ଆମେରିକା ର କଲେଜ ବିଷୟରେ।ତେବେ ଏହି ଭିଡ଼ିଓ ଟି ଯିଏ ରେକର୍ଡ କରିଛନ୍ତି ସେ ହେଉଛନ୍ତି ଜଣେ NRI ଯିଏକି ଆମେରିକା ରେ ଚାକିରୀ କରନ୍ତି ଏବଂ ତାଙ୍କର ସ୍ୱାମୀ ଓ କୁନି ପୁଅ ମଧ୍ୟ ରହିଛନ୍ତି।
ତେବେ ଏହି ଭିଡ଼ିଓ ଟିରେ ଆପଣ ପ୍ରଥମେ ଦେଖିବେ କି ଆମେରିକା ର ଏହି କଲେଜ ଟି ବହୁତ ବଡ଼ ଏରିଆ ରେ ହୋଇଛି ଏବଂ ଏହାର ବିଲ୍ଡିଂ ଗୁଡିକ ଖୁବ ସୁନ୍ଦର ଓ ବଡ଼ ବଡ଼ ରହିଛି। ତେବେ ସବୁ ଡ଼ିପାର୍ଟମେଣ୍ଟ ପାଇଁ ଭିନ୍ନ ଭିନ୍ନ ବିଲ୍ଡିଂ ରହିଛି ଏହି କଲେଜ ରେ। ଏହି କଲେଜ ଟି ଏତେ ବଡ଼ କି ଆପଣ ଏହାକୁ ବୁଲିବା କୁ ଚାହିଁଲେ ଚାଲି ଚାଲି ବୁଲିବା କଷ୍ଟ କର ହୋଇ ପଡିବ ।ତେଣୁ ଆପଣ କାର କିମ୍ବା ବସ ମାଧ୍ୟମ ରେ ବୁଲିବେ। ଏପରି କି ଆପଣ ଦେଖିବେ କି ଏହି ଭିଡ଼ିଓ ରେ ଛାତ୍ର ଛାତ୍ରୀ ମାନେ ସମସ୍ତେ ସ୍କେଟିଂ ବୋର୍ଡ ମାଧ୍ୟମ ରେ ରାସ୍ତା ରେ ଯାଉଥିବା ର। ଆଉ ବିଲ୍ଡିଂ ଭିତରେ ମଧ୍ୟ ସବୁକିଛି ବେଶ ସୁନ୍ଦର ଓ ଚକାଚକ ରହିଛି।
ତେବେ ଆପଣ ଯଦି ଆମେରିକା ର କଲେଜ ର କ୍ଲାସ ରୁମ ଭିତର କୁ ଯିବେ ତେବେ ଦେଖିବେ କି କ୍ଲାସ ରୁମ ଗୁଡିକ ବହୁତ ଆଡ଼ଭାନ୍ସ ରହିଛି ଏବଂ ବିଜ୍ଞାନ ପିଲା ଙ୍କ ପାଇଁ ଏହା ଭିତରେ ସବୁକିଛି ଯନ୍ତ୍ରପାତି ମଧ୍ୟ ରହିଛି। ଆଉ ଏହା ଛଡା ସେଠାରେ ସବୁ ବିଲ୍ଡିଂ ଗୁଡିକ ଭିନ୍ନ ଭିନ୍ନ କ୍ଲାସ ପାଇଁ ରହିଛି ଏବଂ ପିଲା ମାନ ଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ତେବେ ଏହି ଭିଡ଼ିଓ ଟି ଦେଖିବା ପରେ ଆପଣ ଙ୍କୁ ନିଶ୍ଚିତ ଭାବରେ ଏହା ପସନ୍ଦ ଆସିଥିବ ବୋଲି ଆମେ ଆଶା କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।