“Archana” ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ, କହିଲେ ମୁଁ ଯେତେବେଳେ ମୁହଁ ଖୋଲିବି, ଓଡ଼ିଶା ବଦଳିଯିବ ମୋ ସହିତ କିଏ କିଏ ରାତି କଟାଇଛନ୍ତି ତାର ଭିଡିଓ ଅଛି….
ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ରାଜଧାନୀ ଭୁବନେଶ୍ବର ର ଯୁବତୀ ଅର୍ଚ୍ଚନା ନାଗ ଙ୍କ ବ୍ଲାକମେଲ ଦୁନିଆଁ ବିଷୟରେ। ତେବେ ଅର୍ଚ୍ଚନା ହେଉଛନ୍ତି କଳାହାଣ୍ଡି ର ବାସିନ୍ଦା ମାତ୍ର ବର୍ତ୍ତମାନ ସେ ଭୁବନେଶ୍ୱର ରେ ରହୁଛନ୍ତି ଆଉ ବଡ଼ ବଡ଼ ରାଜ ନେତା ତଥା ବ୍ୟବସାୟୀ ମାନ ଙ୍କୁ ନିଜ ମାୟା ଜାଲ ରେ ଫସାଇ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ।
ତେବେ କିନ୍ତୁ ସେ ଓଡ଼ିଶାର ଜଣେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କୁ ବ୍ଲାକମେଲ କରିବାକୁ ଉଦ୍ୟମ କରିବା ପରେ ସେ ନିଜ ଜାଲ ରେ ନିଜେ ଫସି ଯାଇଥିଲେ ଅର୍ଚ୍ଚନା ନାଗ ଆଉ ସବୁ ସତ ସାମ୍ନା କୁ ଆସିଥିଲା।
ତେବେ ଅର୍ଚ୍ଚନା ନାଗ ଙ୍କୁ ଝାଡ଼ପଡା ଜେଲ ରେ ରଖା ଯାଇଥିଲା ଏବଂ ତାଙ୍କୁ ଗତକାଲି କୋର୍ଟ ରେ ହାଜର କରାଯାଇ ଥିଲା।ତେବେ ବର୍ତ୍ତମାନ ର ଯାହା ସୂଚନା ରହିଛି କି ଅର୍ଚ୍ଚନା ନାଗ ବା ଭୁବନେଶ୍ୱର ର ହାନି ଟ୍ରାପ ଗାର୍ଲ ଅର୍ଚ୍ଚନା ଙ୍କୁ ଭୁବନେଶ୍ୱର ର କେପିଟାଲ ହସ୍ପିଟାଲ କୁ ନିଆ ଯାଇଛି ।ତେବେ ଯାହା ସୂଚନା ରହିଛି କି ଅର୍ଚ୍ଚନା ଙ୍କୁ ପ୍ରଥମେ ମେଡ଼ିକାଲ ଟେଷ୍ଟ କରାଯିବ ଏବଂ ଏହି ଟେଷ୍ଟ କରିବା ପରେ ତାଙ୍କୁ ଇଡି ରିମାଣ୍ଡ ରେ ନେବେ। ଆଉ ଇଡି ରିମାଣ୍ଡ ରେ ନେଇ ତଦନ୍ତ କରିବା ପରେ ତାଙ୍କ ପ୍ରସଙ୍ଗ ରେ କୋର୍ଟ ରେ ବିଚାର ହେବ।
ତେବେ କିନ୍ତୁ ବନ୍ଧୁଗଣ ଆପଣ ମାନେ ଏହା ଜାଣିଥିବେ କି , ଗତକାଲି ଅର୍ଚ୍ଚନା ନାଗ ଙ୍କୁ କୋର୍ଟ ରେ ହାଜର କରିବା ପରେ ସେ ମିଡ଼ିଆ ଆଗରେ କହିଥିଲେ କି ତାଙ୍କୁ ଫସେଇ ଦିଆଯାଇଛି ଏବଂ ତଦନ୍ତ ହେବା ପରେ ସବୁକିଛି ସାମ୍ନା କୁ ଆସିବ ବୋଲି। ତେବେ ଆଜି ଯେତେବେଳେ ତାଙ୍କୁ ହସ୍ପିଟାଲ କୁ ନିଆଯାଉ ଥିଲା ସେତେବେଳେ ମଧ୍ୟ ସେ କହିଥିଲେ କି ।ମୁଁ ଏକା ଦୋଷୀ ନୁହେଁ ସମସ୍ତ ଙ୍କୁ ଗିରଫ କରାଯାଉ ଏବଂ ତଦନ୍ତ ହେବା ପରେ ସବୁ ସତ ସମସ୍ତ ଙ୍କ ସାମ୍ନା କୁ ଆସିବ ବୋଲି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଟେଷ୍ଟ ସାରି ନାହିଁ ବୋଲି ସୂଚନା ରହିଛି।
ତେବେ ଅର୍ଚ୍ଚନା ଏହା ମଧ୍ୟ କହିଛନ୍ତି କି , ମୋ ସହ ଯାହା ସବୁ ଘଟିଛି ମୁଁ ଇଡି ଙ୍କ ଆଗ ରେ ସବୁକିଛି ଖୋଲିକି କହିବି। ଆଉ ମୁଁ ଥରେ ମୁଁହ ଖୋଲିଲେ ହଜାର ହଜାର ଭଦ୍ର ମୁଖା ପିନ୍ଧା ବେଇମାନ ମାନ ଙ୍କ ର ଅକଲ ଗୁଡୁମ ହୋଇଯିବ। ତେବେ ବର୍ତ୍ତମାନ ଅର୍ଚ୍ଚନା ନାଗ ଙ୍କ ର ଏହି କଥା କୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇ ଛନ୍ତି। ତେବେ ପ୍ରଥମ ରୁ ଏହା ଶୁଣିବା କୁ ମିଳୁଛି କି ଅର୍ଚ୍ଚନା ଙ୍କ ର ଏପରି କରିବା ପଛରେ ଅନେକ ବଡ଼ କାହାଣୀ ରହିଛି ଏବଂ ବଡ଼ ବଡ଼ ଲୋକେ ମଧ୍ୟ ରହିଛନ୍ତି। ତେବେ ଦେଖାଯାଉ କେବେ ସବୁ ସତ ସାମ୍ନା କୁ ଆସୁଛି ଏବଂ କିଏ ପ୍ରକୃତ ଦୋଷୀ ବୋଲି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।