ବନ୍ଧୁଗଣ ଯାତ୍ରା ଓ ନାଟକ ଦେଖିବା ପାଇଁ ସମସ୍ତ ଙ୍କୁ ଭଲ ଲାଗେ। ଯେଉଁ ଭଳି ଭାବରେ ଆମେ ସିନେମା ଦେଖିବା କୁ ପସନ୍ଦ କରୁ ଯାତ୍ରା ଦେଖିବା କୁ ମଧ୍ୟ ଆମକୁ ସେତିକି ଭଲ ଲାଗେ। ଯାତ୍ରା ପ୍ରାୟ ଗାଁ ମାନଙ୍କ ରେ ହୋଇଥାଏ ଏବଂ ଏଥିରେ ଅଭିନୟ କରୁଛନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ ପ୍ରତ୍ୟକ୍ଷ ଅଭିନୟ କରିଥାନ୍ତି।
ଆଉ ତାଙ୍କର ଅଭିନୟ ବାସ୍ତବିକ ହୋଇଥାଏ ଯାହାକୁ ଦେଖିବା କୁ ଲୋକେ ବେଶ ପସନ୍ଦ କରିଥାନ୍ତି। ଖାଲି ଏତିକି ନୁହେଁ ବରଂ ଯାତ୍ରା ମାଧ୍ୟମ ରେ ଅନେକ ପ୍ରକାରର ସାମାଜିକ ଶିକ୍ଷା ମଧ୍ୟ ଆମ କୁ ମିଳିଥାଏ।
ତେବେ ଯାତ୍ରା ର ସମସ୍ତ ସିନ ଗୁଡ଼ିକ କୁ ଆମକୁ ସତ ପରି ଲାଗିଥାଏ କାରଣ ଏମାନେ ବାସ୍ତବିକ ଭଳି ଅଭିନୟ କରିଥାନ୍ତି। ତେବେ ଏହି ଯାତ୍ରା ର ଅଭିନୟ ଦେଖି ଦର୍ଶକ ମାନେ ଉପଭୋଗ କରିବା ସହ ତାଙ୍କର ଅଭିନୟ ଉପରେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଥାନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା କୁ ନେଇ ଖୁବ ଚର୍ଚ୍ଚା ଚାଲିଛି।ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି ଯାତ୍ରା ର ଏକ ଇମୋଷ୍ଣାଲ ଲଭ ସିନ ଟି ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ କାନ୍ଦି ପକେଇବେ।
ତେବେ ସେହି ଯାତ୍ରା ସିନ ଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ ଅଟେ ଏବଂ ଏହା ଏହିଭଳି ଭାବତ୍ମକ ପ୍ରେମ କାହାଣୀ ର ସିନ ଟି ରହିଛି ଯାହା କୁ ଦେଖି ଦର୍ଶକ ଙ୍କ ଆଖିରେ ଲୁହ ଆସି ଯାଇଛି। ତେବେ ଏହି ଯାତ୍ରା ରେ ଅଭିନୟ କରିଛନ୍ତି ଆମ ଲୋକପ୍ରିୟ ଅଭିନେତା ଅର୍ଜୁନ ଯାହାଙ୍କୁ ଆପଣ ଅନେକ ଓଡ଼ିଆ ସିରିଏଲ ରେ ମଧ୍ୟ ଦେଖିବା କୁ ପାଇଥିବେ। ତେବେ ଯାତ୍ରା ର ଏହି ସିନ ଟିରେ ସେ ହିରୋ ଭାବରେ ଅଭିନୟ କରିଛନ୍ତି ଏବଂ ଏକ ରୋମାଣ୍ଟିକ ତଥା ବହୁତ ଭାବ ବିହ୍ୱଳ ସିନ ଟିଏ ରହିଛି। ତେବେ ଉଭୟ ଅର୍ଜୁନ ଏବଂ ତାଙ୍କର କୋ ଆତିଷ୍ଠ ଙ୍କ ର ଅଭିନୟ ପୁରା ଜୀବନ୍ତ ରହୁଛି ।
ତେବେ ଏତେ ସୁନ୍ଦର ଓ ଜୀବନ୍ତ ଭାବରେ ସେମାନେ ଏହି ଇମୋଷ୍ଣାଲ ସିନ ଟିକୁ କରିଛନ୍ତି ଯେ ଯାହାକୁ ଦେଖି ସମସ୍ତ ଦର୍ଶକ ଙ୍କ ଆଖି ରେ ଲୁହ ଆସିଯାଇଛି। ଆଉ ସମସ୍ତେ କାନ୍ଦି ପକେଇଛନ୍ତି ତେବେ ଯାତ୍ରା ର ଏହି ସିନ ଟି ସେହି ସ୍ଥାନରେ ଏକ ଭିନ୍ନ ପ୍ରକାରର ବାତା ବରଣ ସୃଷ୍ଟି କରିଛି ଏବଂ ସମସ୍ତ ଙ୍କୁ ଭାବ ବିହ୍ୱଳ କରି ଦେଉଛି। ତେବେ ଏହି ସିନ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ମଧ୍ୟ ଭାଇରାଲ ହେବା ରେ ଲାଗିଛି। ତେବେ ଆପଣ ନିଶ୍ଚିତ ଭାବରେ ଏହି ଭିଡ଼ିଓ ଟିକୁ ଦେଖିଲେ ପୁରା ଯାତ୍ରା ଦେଖିବା କୁ ଇଚ୍ଛା ପ୍ରକାଶ କରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।