‘ପୁରୁଷ ବେ-ଶ୍ୟାଆ ନିହାତି ଦରକାର, କାହିଁକି ନା ଧନୀ ଘରର କିଛି ମହିଳା ମାନେ ଯେଉଁମାନେ…’ ସମାଜସେବୀ Diptirekha Patnaik
ବନ୍ଧୁମାନେ ଆପଣ ଦେଖୁଥିବେ ଦିନକୁ ଦିନ ସମାଜରେ ଦେହ ବ୍ୟବସାୟ, ବେଶ୍ୟାବୃତି ଆଦି ବଡିବାରେ ଲାଗୁଚି ।ନାରୀ କିଛିଟା ଟଙ୍କା ଓ ପୁରୁଷ ମନେ ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ଖୁବ ତଳକୁ ଖସି ଯାଉଛନ୍ତି ।ଆଉ ଏସବୁର ଖରାପ ପରିଣାମ ସମାଜ ଉପରେ ପଡୁଛି, ଯେଉଁଥି ପାଇଁ ଦିନକୁ ଦିନ ଲୋକେ ଖୁସିରେ ବି ଦେହ ବ୍ୟାପାର ରେ ସାମିଲ ହେଉଛନ୍ତି ।
ତେବେ ବର୍ତ୍ତମାନ ପୁରୁଷ ମନେ ବି ନିଜକୁ ସୁରକ୍ଷିତ ନାହାଁନ୍ତି ତାଙ୍କୁ ମଧ୍ୟ ଧନୀ ଓ ସମ୍ଭ୍ରାନ୍ତ ମହିଳାଙ୍କ ର ଶିକାର ହେବାକୁ ପଡୁଛି ।ତେବେ କଣ ପୁରୁଷ ଙ୍କ ସୁଖ ସାଧନ ପାଈଁ ନାରୀ ବେଶ୍ୟା ପାଲଟିଛି ତେବେ କଣ ପୁରୁଷ କୁ ବି ନାରୀର ସୁଖ ମେଣ୍ଟାଇବା ପାଇଁ ବେଶ୍ୟା ପଲଟିବାକୁ ପଡିବ ।
ତେବେ ବନ୍ଧୁମାନେ ଏହିପରି ଏକ କଥା ବର୍ତ୍ତମାନ ସମସ୍ତଙ୍କ ମନରେ ଉଙ୍କ ମାରୁଥିଲେ ବି ଜଣେ ସମାଜସେବୀ ପୁରୁଷ ବେଶ୍ୟାବୃତି ଉପରେ କିଛି ଏମିତି କହିଛନ୍ତି ଯାହା ସମସ୍ତଙ୍କ ଆକର୍ଷଣ ର ବିଷୟ ପାଲଟିଛି ।ତେବେ ନିକଟରେ ଦୀପ୍ତି ରେଖା ନାମକ ଜଣେ ସମାଜସେବୀ ତାଙ୍କର ଏକ ସାକ୍ଷାତ୍କାରରେ କହିଛନ୍ତି କି, ଆଜିର ଶିକ୍ଷା ବ୍ୟବସ୍ଥା ରେ ଆଉ ପାଠପଡା ହେଉ ନାହିଁ ।ପିଲା ବହୁତ ଉଚ୍ଚ ଶିକ୍ଷିତ ହେଇଥିଲେ ବି ତାଙ୍କ ଭିତରେ ବାସ୍ତବ ଶିଖା ର ଅଭାବ ରହୁଛି ।କେବଳ ସେତିକି ନୁହେଁ ବରଂ ଚାକିରୀ ର ଅଭାବ ପାଇଁ ମଧ୍ୟ ପିଲା ଉପଯୁକ୍ତ ଚାକିରୀ ଖଣ୍ଡିଏ ବି ପାଇ ପାରୁନାହାନ୍ତି ।
ଏହିପରି ପରିସ୍ଥିତି ଭିତରେ ଯୁବକ ଯୁବତୀ ବାଟବଣା ହେଇ ଏମିତି କିଛି ମାର୍ଗ ଆପଣେଇ ନେଉଛନ୍ତି ଯେଉଁଥିରେ ତାଙ୍କୁ ସହଜରେ ଅର୍ଥ ମିଳିଯିବ ।ଆଉ ସେହି ଭିତରେ ଗୋଟିଏ କାମ ହେଉଛି ବେଶ୍ୟାବୃତି ।ତେବେ ବର୍ତ୍ତମାନ ସମୟରେ ପରିସ୍ଥିତି ଆହୁରି ଗମ୍ଭୀର ହେବାକୁ ଲାଗିଲାଣି, ଅନେକ ସମୟ ରେ କିଛି ସମ୍ଭ୍ରାନ୍ତ ଶ୍ରେଣୀ ର ମହିଳା ମାନେ ନିଜ ସ୍ୱାମୀର ଅନୁପସ୍ଥିତି ରେ ଗିଗୋଲୋର ବ୍ୟବହାର କରନ୍ତି ।ଏହାଛଡା ଯେଉଁଝିଅ ମନେ ବିବାହ କରୁନାହାନ୍ତି ସେମାନଙ୍କୁ ଏମିତି ପୁଅ ଟିଏ ଦରକାର ।ତେବେ କିଭି ସମୟ ଆଗରୁ ଝିଅ ମାନେ କଲ ଗାର୍ଲ ପଲଟିଥିଲେ ଆଉ ଏବେ ଝିଅଙ୍କୁ କଲ ବୟ ଦରକାର ହେଉଛି ।
ତେବେ ଏମିତି ପରିସ୍ଥିତି ଯୋଗୁ ଦିନକୁ ଦିନ ଗିଗୋଲୋ ର ମାତ୍ରା ବଡିବାରେ ଲାଗିଛି ।ଆଉ ଏହି ବାହାନାରେ ପୁଅ ମାନେ ବି ନିଜ ଖୁସି ମେଣ୍ଟାଇବା ରେ ସ୍ଖମ ହେଇ ପାରୁଛନ୍ତି ।ତେବେ ସମାଜସେବୀ ଏହା ହିଁ କହିଛନ୍ତି କି ଯେମିତି ମାଳିସାହି ରେ ଲାଇସେନ୍ସ ମିଳିଛି ସେମିତି ବର୍ତ୍ତମାନ ଗିଗୋଲୋର ଟ୍ରେଣ୍ଡ ଦିନକୁ ଦିନ ବଢିବ ଆଉ ଏହାକୁ ହୁଏତ ଲାଇସେନ୍ସ ମିଳିଯିବ ।ତେବେ ବନ୍ଧୁମାନେ ଆପଣ ନିଜେ ଦେଖନ୍ତୁ ସମାଜର ପରିସ୍ଥିତି କୋଉ ସ୍ଥିତିରେ ପହଂଚିବାକୁ ଯାଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।