Daily news update , Real odisha local news

KFC,DFCରେ ଖାୋଇଦେଲେ ତୁମର ପ୍ରେମ ହେଇଯାଉଛି ରାତିରେ ଯାଇ ଶୋଇପଡୁଛ ..ଭୁବନେଶ୍ୱରେ ମାତିଛନ୍ତି ଭାଉଜମ

0 1,399

“ରାଜଧାନୀ ଭୁବନେଶ୍ବର ରେ ଭାଉଜ ମାନେ ଯେଉଁ ଭଳି ମାତି ଛନ୍ତି , ରାସ୍ତା କଡ଼ ର କୁକୁର ବିଲେଇ ମଧ୍ୟ ସେହିପରି ମାତିବେ ନାହିଁ କିମ୍ବା ବୁଲା ଷଣ୍ଡ ମଧ୍ୟ ଏହିଭଳି ହେବେ ନାହିଁ। ଏମାନେ ବାହା ହେବା ବେଳେ ଠିକ ପୁଅ ବାଛୁ ନାହାନ୍ତି ଆଉ ପରେ ସବୁ ଏକ୍ସଟ୍ରା ମେରିଟାଲ ଏଫାୟାର ଚଳେଇଛନ୍ତି ଆଉ କଣ।

ତେଣୁ ଭୁବନେଶ୍ୱର ଝିଅ ଙ୍କ ଠାରୁ ବି ବେସି ଖତରନାକ ଭାଉଜ ମାନେ।” ବନ୍ଧୁଗଣ ଏହା ଆମେ ନୁହେଁ ଏହା କହିଛନ୍ତି ଆମ କମେଡ଼ିଆନ ଜ୍ଞାନ ଭାଇ ଯାହା ଶୁଣିଲେ ଆପଣ ମଧ୍ୟ ହସି ହସି ବେଦମ ହୋଇଯିବେ ନିଶ୍ଚିତ।

ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି , ବର୍ତ୍ତମାନ ଆମ ସମାଜ ରେ ଦିନ କୁ ଦିନ ଅଶୀଳତା ଅଧିକ ରୁ ଅଧିକ ବୃଦ୍ଧି ହେବା ରେ ଲାଗିଛି।ପ୍ରାୟ ଯୁବ ପିଢୀ ମାନେ ପାଠ ପଢା ତଥା ନିଜ କାମ ଛାଡି ମୋବାଇଲ ରେ ପ୍ରୋନ ଭିଡ଼ିଓ ତଥା ବିଭିନ୍ନ ପ୍ରକାର ର ଅଶୀଳ ଭିଡ଼ିଓ ସବୁ ଦେଖୁଛନ୍ତି। ଏବଂ ବିବାହିତ ନାରୀ ଓ ପୁରୁଷ ଙ୍କ ର ଏକ୍ସଟ୍ରା ମେରିଟାଲ ଏଫାୟା ସବୁ ବଢ଼ିବାରେ ଲାଗିଛି। ଯାହା ଫଳରେ ଆମ ସମାଜ ରେ ସବୁ ସେକ୍ସ ଜନିତ ହତ୍ୟାକାଣ୍ଡ , କ୍ରାଇମ ଆଦି ସବୁ ବଢିବା ରେ ଲାଗିଛି ମଧ୍ୟ।

ତେବେ ବର୍ତ୍ତମାନ ଏହି ଘଟଣା କୁ ନେଇ ଆମ କମେଡିଆନ ଜ୍ଞାନ ଭାଇ ନିଜର ମତ ଦେଇଛନ୍ତି। ତେବେ ଜ୍ଞାନ ଭାଇ ଙ୍କୁ ଆପଣ ବେଶ ଭଲ ଭାବରେ ଜାଣିଥିବେ ସେ ଜଣେ ହାସ୍ୟ ଅଭିନେତା ଅଟନ୍ତି ,ଅନେକ ସିନେମା ଓ ସିରିଏଲ ରେ କମେଡି କରି ସେ ସମସ୍ତ ଙ୍କୁ ବେଶ ହସାଇ ଥାନ୍ତି। ତେବେ ବର୍ତ୍ତମାନ ସେ ଭୁବନେଶ୍ୱର ର ଭାଉଜ ମାନଙ୍କ ଉପରେ ମତ ଦେଇ ଭାରି ଚର୍ଚ୍ଚା ରେ ରହିଛନ୍ତି। ତେବେ ସେ କହିଛନ୍ତି କି, ରାଜଧାନୀ ଭୁବନେଶ୍ବର ରେ ଭାଉଜ ମାନେ ଯେଉଁ ଭଳି ମାତି ଛନ୍ତି , ରାସ୍ତା କଡ଼ ର କୁକୁର ବିଲେଇ ମଧ୍ୟ ସେହିପରି ମାତିବେ ନାହିଁ କିମ୍ବା ବୁଲା ଷଣ୍ଡ ମଧ୍ୟ ଏହିଭଳି ହେବେ ନାହିଁ।


ଏମାନେ ବାହା ହେବା ବେଳେ ଠିକ ପୁଅ ବାଛୁ ନାହାନ୍ତି ଆଉ ପରେ ସବୁ ଏକ୍ସଟ୍ରା ମେରିଟାଲ ଏଫାୟାର ଚଳେଇଛନ୍ତି ଆଉ କଣ। ତେଣୁ ଭୁବନେଶ୍ୱର ଝିଅ ଙ୍କ ଠାରୁ ବି ବେସି ଖତରନାକ ଭାଉଜ ମାନେ”। ସେ କହିଛନ୍ତି କି ଯଦି ପରିବାର ର ଲୋକମାନେ ତଥା ବାପା ମା ଝିଅ ଙ୍କୁ ଉଚିତ ସଂସ୍କୃତି ଓ ପରମ୍ପରା ଶିଖାଇ ଥାନ୍ତେ ତେବେ କେବେ ବି ଏହିଭଳି ସବୁ ଅଶୀଳ କାର୍ଯ୍ୟ କିମ୍ବା କ୍ରାଇମ ଆମ ଓଡିଶାରେ ହୁଅନ୍ତା ନାହିଁ। ତେବେ ଜ୍ଞାନ ଭାଇ ଙ୍କ ର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ଆପଣ ମଧ୍ୟ ତାଙ୍କର ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.