Daily news update , Real odisha local news

ଆସିଲା ବଡ ଖବର, ଗ୍ରହଣରେ ଖାଉଥିଲେ ବିରିୟାନୀ, ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ହେତୁବାଦୀ Pratap Rath…ଜାଣନ୍ତୁ ଏହା ପଛରେ ରହିଥିବା ସତ୍ୟତା

0 28,976

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଛି ଦିନ ହେବ ପ୍ରାୟ ସୂର୍ଯ୍ୟ ପରାଗ ହେବା ଠାରୁ ହେତୁବାଦୀ ଓ ପରମ୍ପରାବାଦୀ ଙ୍କ ମଧ୍ୟରେ ଏକ ସଂଘର୍ଷ ଚାଲିଛି। କେତେ ବେଳେ ପରମ୍ପରାବାଦୀ ମାନେ କିଏ କାହାକୁ ମାଡ଼ ମରିଲାଣି ତ କିଏ ଯାଇ ଟେକା ଫିଙ୍ଗିଲେଣି। ଏପଟେ ହେତୁବାଦୀ ମାନେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ରେ ଚିକେନ୍ ବିରିୟାନି କରି ଖାଇଲେଣି।

ତେବେ ଏହି ଘଟଣା ହେଉଥିବା ମଧ୍ୟରେ ଏକ ସୂଚନା ଆସିଥିଲା କି ଚନ୍ଦ୍ର ଗ୍ରହଣ ରେ ଚିକେନ ବିରିୟାନି ଖାଇଥିବା ହେତୁବାଦୀ ପ୍ରତାପ ରଥ ଙ୍କ ର ଦୁର୍ଘଟଣା ରେ ମୃତ୍ୟୁ ହୋଇଛି ବୋଲି।

ତେବେ ଏହି ଘଟଣା କୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇ ଥିଲର ଏବଂ ଏହା ଚାରିଆଡେ ଚର୍ଚ୍ଚା ରେ ମଧ୍ୟ ରହିଥିଲା। ମାତ୍ର ଗତକାଲି ଯାହା ଦେଖିବା କୁ ମିଳିଥିଲା ତାହା ସମସ୍ତ ଙ୍କ ମୁଣ୍ଡ ବୁଲେଇ ଦେଇଥିଲେ କାରଣ ଏକ ସଭା ରେ ମୃତ ଘୋଷଣା ହୋଇଥିବା ହେତୁବାଦୀ ପ୍ରତାପ ରଥ ଜୀବନ ଆସି ଯୋଗ ଦେଇଥିଲେ ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। ତେବେ ହେତୁବାଦୀ ପ୍ରତାପ ରଥ ଙ୍କ ର ମୃତ ଖବର ଟି ମିଥ୍ୟା ଥିଲା ବୋଲି ଆପଣ ମାନେ କହି ପାରିବେ। ତେବେ ପ୍ରତାପ ରଥ ଜୀବିତ ହୋଇ ଆସି ନିଜର ମତ ରଖିଥିଲେ।

ତେବେ ହେତୁବାଦୀ ପ୍ରତାପ ରଥ କହିଥିଲେ କି , ଆମେ ହେତୁବାଦୀ ଦୁଇ ହଜାର ତିନି ହାଜର ପୂର୍ବ ରୁ କିଏ କଣ କହିଥିଲେ ଆଉ ଲେଖୁଥିଲେ ତାହା ଆମେ ମାନି ବୁ ନାହିଁ। ଆମ ସମ୍ବିଧାନ ରେ ଯାହା ଲେଖା ଯାଇଛି ତାକୁ ଆମେ ସଂମାନ ଦେବୁ ଆଉ ମାନିବୁ ମଧ୍ୟ। ତେବେ ବିରୋଧୀ ପରମ୍ପରାବାଦୀ ଆମ କୁ ବିରୋଧ କରିବା କିଛି ବଡ଼ କଥା ନୁହେଁ ଆଉ ତାଙ୍କର ଏହିଭଳି ହିଂସାତ୍ମକ ବିରୋଧ ର ଜବାବ ଦେବା ପାଇଁ ମଧ୍ୟ ଆମେ ରାଜି ଅଛୁ। ତେବେ ହେତୁବାଦୀ ଙ୍କ ର ଏହି କଥା ଶୁଣିବା ପରେ ତାଙ୍କୁ ଅନେକ ପାରମ୍ପରିକ ସଂଗଠନ ସବୁ ବିରୋଧ କରିଥିଲେ।

ତେବେ ଏହି ମଧ୍ୟରେ କିଛି ମହିଳା ପାରମ୍ପରିକ ବାଦୀ ମାନେ ହେତୁବାଦ ର କଡା ବିରୋଧ କରିଛନ୍ତି ଆଉ କହିଛନ୍ତି କି ହେତୁବାଦୀ ମାନେ ତାଙ୍କର ସଂସ୍କୃତି ଓ ପରମ୍ପରା କୁ ନଷ୍ଟ କରୁଛନ୍ତି। ଆଉ ଆମ ପରମ୍ପରା ଓ ରୀତି ନୀତି କୁ ରକ୍ଷା କରିବା ଆମର ଦ୍ୱାୟିତ ନହେଲେ ଆଗାମୀ ଭବିଷ୍ୟତ ଏମାନ ଙ୍କ ଠାରୁ କଣ ଶିକ୍ଷା କରିବେ। ତେବେ ବର୍ତ୍ତମାନ ଏହି ଭଳି ଭାବରେ ଉଭୟ ହେତୁବାଦୀ ଓ ପରମ୍ପରାବାଦୀ ଙ୍କ ମଧ୍ୟରେ ଯୁକ୍ତି ତର୍କ ଚାଲିଛି ଯାହା ବିଷୟ ରେ ଆପଣ ମାନେ ମଧ୍ୟ ସୋସିଆଲ ମିଡ଼ିଆ ରେ ଦେଖିବା କୁ ପାଉଥିବେ। ତେବେ ବର୍ତ୍ତମାନ ହେତୁବାଦୀ ପ୍ରତାପ ରଥ ଙ୍କ ମତ କୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.