Daily news update , Real odisha local news

Astro Predict – ସାରା ଜୀବନ ଗୋଟିଏ ହିଁ ଝିଅକୁ ପ୍ରେମ କରିଥାନ୍ତି ଏହି 2 ଟି ନାମର ଝିଅ

0 511

ବନ୍ଧୁମାନେ ଆଜିର ସମୟରେ ପ୍ରେମ ନାଆ ଶୁଣିଲେ ଆମ ଅକଜି ଆଗକୁ ଅନେକ ଘଟଣା ଚାଲି ଆସୁଛି ।କୋଉଠି କେତେବେଳେ ଏହି ପ୍ରେମ ପାଇଁ ଆତ୍ମହତ୍ୟା କଲାଣି ତ କିଏ ନିଜ ପ୍ରେମ ପାଇଁ ଘର ଛାଡ଼ିଲାଣି ।ତେବେ କୁହାଯାଏ ପ୍ରେମ ଏକ ପବିତ୍ର ସମ୍ପର୍କ ଅଟେ ସମାଜରେ ବଞ୍ଚିବାକୁ ହେଲେ ସମସ୍ତଙ୍କୁ ଭଲପାଇ ରହିବାକୁ ପଡ଼େ ।

ତେବେ ଆମେ ଆଜି ଯେଉଁ ପ୍ରେମ ବିଷୟରେ କହୁଚୁ ତାହା ଯୁବକ ଓ ଯୁବତୀ ମାନଙ୍କ ଭିତରେ ଗଡି ଉଠୁଥିବା ପ୍ରେମ ଯେଉଁ ପ୍ରେମରେ ଦିନକୁ ଦିନ ରୂପ ବଦଳିବାରେ ଲାଗୁଚି ।ପ୍ରକୃତ ପ୍ରେମ ଆଜି ଆଉ ଦେଖିବାକୁ ମିଳୁନାହିଁ, ତେବେ ଆମେ ଆଜି ଏମିତି ଦୁଇଟି ଅକ୍ଷର ର ଝିଅଙ୍କ ନାଆ କହିବୁ ଯାହାକୁ ଆପଣ ପ୍ରେମ କଲେ କେବେ ନିରାଶ ହେବେ ନାହିଁ ।

ଆଜିର ପ୍ରେମ ଏକ ମରୀଚିକା ପରି ଯିଏ ତା ଭିତରେ ପଡ଼ି ଯାଉଛି ସେ ଆଉ ବାହାରି ପାରୁ ନାହିଁ ।ପ୍ରତାରଣା, ଧୋକା ଆଜି ପ୍ରତ୍ୟେକ ପ୍ରେମରେ ଦେଖିବାକୁ ମିଳୁଛି କିନ୍ତୁ ତାପରେ ଯୁବପିଢ଼ି ଏହି ପ୍ରେମ ପାଇଁ ପାଗଳ ହେଇଛନ୍ତି ।ତେବେ ପ୍ରେମ କରିବା ଆଗରୁ ସେହି ବ୍ୟକ୍ତି କୁ ଠିକରେ ପରଖିବା ଦରକାର ।ତେବେ ଆଜି ଆମେ ଯେଉଁ ଦୁଇ ନାମର ଝିଅଙ୍କ କଥା କହିବୁ ସେମାନେ ଏମିତି ପ୍ରେମିକା ହେଇଥାନ୍ତି ଯେଉଁମାନେ କେବେ ଧୋକା ଦେଇ ନଥାନ୍ତି ।ତେବେ କେହି ଯଦି ପ୍ରେମ ସମ୍ପର୍କରେ ରହିବାକୁ ଚାହୁଁଛନ୍ତି ତେବେ ଏହି ନମ୍ର ଝିଅଙ୍କୁ ନିଶ୍ଚିତ ପ୍ରେମ କରନ୍ତୁ ।ତେବେ ଏବେ ଆସନ୍ତୁ ସେହି ଦୁଇଟି ଅକ୍ଷର ର ନାମ କଣ ।

1.’A’ ଅକ୍ଷର ର ନାମ:-

ତେବେ ଯେଉଁ ଝିଅ ମାନଙ୍କ ର ନାମ A ଅକ୍ଷର ରୁ ଆରମ୍ଭ ହେଇଥାଏ ସେମାନେ ଖୁବ ଶାନ୍ତ ହେବା ସହିତ ଅତି ସରଳ ଅଟନ୍ତି ।ଏହା ବ୍ୟତୀତ ଏହି ଝିଅ ମାନେ ରୂପରେ ଓ ଗୁଣରେ ପରିପୂର୍ଣ୍ଣ ଅଟନ୍ତି, ଆଦରୀ ଓ ସ୍ନେହୀ ହେଇଥିବାରୁ ସମସ୍ତେ ଏମାନଙ୍କୁ ଖୁବ ପସନ୍ଦ ବି କରନ୍ତି ।ତେବେ ଏମାନେ ଜୀବନରେ ଯାହାକୁ ଥରେ ମନ ଦେଇ ଭଲପାଇଥାନ୍ତି ତାଙ୍କୁ ଚଡି କୁଆଡ଼େ ଯାନ୍ତି ନାହିଁ ଆଉ ତାଙ୍କ ହାତ ଧରି ଜୀବନ ସାରା ଚାଲିଥାନ୍ତି ।ତେବେ ଏମାନେ ନିଜ ଯିବନସାଥୀ ଉପରେ ଖୁବ ବିଶ୍ୱାସ ଯୋଗାଇ ଦିଅନ୍ତି ।

2.’R’ ଅକ୍ଷର ର ନାମ:-

ଯେଉଁ ଝିଅ ମାନଙ୍କ ର ନାମ R ଅକ୍ଷର ରୁ ଆରମ୍ଭ ହେଇଥାଏ ସେମାନଙ୍କ ହୃଦୟ ନିର୍ମଳ ହେବା ସହିତ ଏମାନେ ଖୁବ ପରିଶ୍ରମୀ ଅଟନ୍ତି ।ତେବେ ଏମାନଙ୍କୁ ଜୀବନରେ ଏତେଟା ସଫଳତା ଏତେ ସହଜରେ ମିଳିନଥାଏ , ମାତ୍ର ନିଜର ପରିଶ୍ରମ ଯୋଗୁ ଏମାନଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିଥାଏ ।ଆଉ ଜୀବନରେ କେବଳ ଗୋଟିଏ ପୁଅକୁ ଭଲପାଇବା ସହିତ ତାଙ୍କ ସହିତ ସଂସାର କରିଥାନ୍ତି ଆଉ ନିଜ ଯିବନସାଥୀ ର ଖୁବ ଯତ୍ନ ନେବା ସହିତ ଖୁବ ଭଲ ସମୟ ଅତିବାହିତ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.