ASTRO VASTU – ଆସନ୍ତା କାଲିଠାରୁ ସୁନା ଝୁଲଣାରେ ଝୁଲିବାକୁ ଯାଉଛନ୍ତି ଏହି 6ଟି ରାଶିର ବ୍ୟକ୍ତି , ଏମାନଙ୍କୁ ମିଳିବ ଅହେତୁକ ଧନ
ବନ୍ଧୁମାନେ ଶାସ୍ତ୍ର ଅନୁସାରେ ସମୟ ସମୟରେ କିଛି ଗ୍ରହ ନକ୍ଷତ୍ର ର ଗତିବିଧି ଅନୁସାରେ ଆମ ଭାଗ୍ୟର ପରିବର୍ତ୍ତନ ଘଟିଥାଏ ।ତେବେ ଠି ସେହି କାରଣ ଓ ଭଗବାନ ଙ୍କ କୃପାରୁ ଆସନ୍ତା କାଲି ଠାରୁ 6 ଟି ରାଶିର ଜୀବନ ପୁରା ଚମକିବାକୁ ଯାଉଛି ।ତେବେ ଏହି ରାଶି ମାନଙ୍କ ଉପରେ ଭଗବାନ ଙ୍କ ଅଶେଷ କୃପା ଦୃଷ୍ଟି ରହିବା ସହିତ ତାଙ୍କ ଜୀବନର ସବୁ ବାଧା ବିଘ୍ନ ଦୂର ହେବ ।ଏହାଛଡା ଏମାନଙ୍କ ଜୀବନରେ ଥିବା ଧନ ଜନିତ ସମସ୍ତ ଅଭାବ ଦୂର ହେବ ।ତେବେ ଜାଣି ରଖନ୍ତୁ ସେହି 6ଟି ରାଶି କଣ କଣ ।
1.ତୁଳା ରାଶି:-
ଏହି ରାଶିର ବ୍ୟଜଟି ମାନଙ୍କ ଜୀବନରେ ଖୁବ ଜଲଦି ଶୁଭ ସମୟ ଆସୁଛି, ଆଗାମୀ ସମୟରେ ଭଗବାନ ଙ୍କ ଅହେତୁକ କୃପା ଆପଣଙ୍କ ଉପରେ ରହିବ ।ପୂର୍ବରୁ ଯେଉଁ ସବୁ କାମ ଅଟକି ରହିଥିବା ତାହାର ପୂରଣ ହେବ, ଏହାଛଡା ଆୟରେ ବୃଦ୍ଧି ଘଟିବ ।ଭାଗ୍ୟ ସବୁବେଳେ ଆପଣଙ୍କ ସପଖରେ ରହିବ ସେଥିପାଇଁ ଆପଣ କେବଳ ମନରେ ଭଗବାନ ଙ୍କ ପ୍ରତି ସମର୍ପଣ ଭାବ ରଖନ୍ତୁ ।
2.ମେଷ ରାଶି:-
ଏହି ରାଶିର ବ୍ୟକ୍ତିମାନେ ଆଗାମୀ ସମୟରେ ଖୁବ ଆଗକୁ ବଡିବେ, ବିଦ୍ୟର୍ଥୀ ମାନଙ୍କ ପାଇଁ ଏହି ସମୟ ଖୁବ ଶୁଭ ଅଟେ ।ପୂର୍ବରୁ ତିଆରି କରିଥିବା ଯୋଜନା ଉପରେ ଏବେ କାର୍ଯ୍ୟକାରୀ କଲେ ଶୁଭ ଫଳ ମିଳିବ ।ବିବାହର ଯୋଗ ବନୁ ଅଛି ଅନେକ ଙ୍କ ଭାଗ୍ୟରେ
3.ମିନ ରାଶି:-
ଏହି ରାଶିର ବ୍ୟଜଟି ମାନଙ୍କୁ ଆଗାମୀ ସମୟରେ ଖୁବ ସାହାଯ୍ୟ ସହଯୋଗ ର ହାତ ମିଳିବ ।ସମାଜରେ ମାନ ସମ୍ମାନ ବୃଦ୍ଧି ଘଟିବ,ଚାକିରୀ ସ୍ତରରେ ପଦୋନ୍ନତି ଘଟିବ ।ଏହାଛଡା ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ଥିବା ହେତୁ ଆଗାମୀ ସମୟରେ ଧନ ସମ୍ପତି ର ଅଭାବ ରହିବ ନାହିଁ ।
4.କନ୍ୟା ରାଶି:-
କନ୍ୟା ରାଶି ବ୍ୟକ୍ତି ମାନଙ୍କ ପାଇଁ ଆଗାମୀ ସମୟ ଖୁବ ଭଲ ଅଟେ,ଯଦି କେହି ବ୍ୟବହାର ବାଣିଜ୍ୟରେ ଅଛନ୍ତି ତେବେ ଉନ୍ନତି କରିବେ ।ଯେଉଁମାନେ ଚାକିରୀ ପାଇଁ ଚେଷ୍ଟା କରୁଛନ୍ତି ସେମାନେ ଏହି ସମୟରେ ଚାକିରୀ ପାଇବାର ଯୋଗ ରହିଛି ।ତେବେ ଆପଣ ଶନି ଦେବଙ୍କୁ ପ୍ରାର୍ଥନା କରନ୍ତୁ ଦେଖିଲେ ଜୀବନ ଖୁବ ଖୁସିରେ ବିତିବ ।
5.କୁମ୍ଭ ରାଶି:-
କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆଗାମୀ ସମୟ ଖୁବ ଖୁସି ସମାଚାର ଆଣିଦେବ , ପରିବାର ରେ ସମସ୍ତଙ୍କ ଭିତରେ ଭଲ ବୁଝାମଣା ରହିବ ।ଦାମ୍ପତ୍ୟ ଜୀବନ ଖୁବ ଖୁସିରେ ବିତିବ,ଏହାଛଡା ଭାଗ୍ୟ ସାଥ ଦେବ ଓ ଅର୍ଥ ର ଆଗମନ ଘଟିବ ।
6.ସିଂହ ରାଶି:-
ଏହି ରାଶି ମାନଙ୍କ ର ଭାଗ୍ୟ ଫିଟିବାକୁ ଯାଉଛି ଆଗାମୀ ସମୟରେ କାରଣ ମାତା ଲକ୍ଷ୍ମୀ ଏମାନଙ୍କ ଉପରେ ଖୁବ ପ୍ରସନ୍ନ ଅଛନ୍ତି ।ଆପଣଙ୍କ ଜୀବନରେ ଅନେକ ଅଚାନକ ପରିବର୍ତ୍ତନ ଆସିବା ଯେଉଁଥି ପାଇଁ ଆପଣ ଜୀବନ ପୁରାପୁରି ବଦଳି ଯିବ ।ଏହାଛଡା ପରିବାରରେ ଖୁବ ଭଲ ଆସିବ ସମସ୍ତଙ୍କ ପାଇଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।