Daily news update , Real odisha local news

ଯୁବକକୁ ବିଚ ରାସ୍ତାରେ ମାଡ଼ ମାରିଲେ କଲେଜ ଯୁବତୀ ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି … ।

0 1,225

ଓଃ କି ଚାପୁଡ଼ା, ଛାତ୍ରୀ ଙ୍କ ହାତରୁ ଛାତ୍ରଙ୍କୁ ଜୋରଦାର ମାଡ଼ ଦେଖିଲେ ଆଶ୍ଚର୍ଯ୍ୟ ହେବେ ।ହଁ ବନ୍ଧୁମାନେ ବର୍ତ୍ତମାନ ର କଲେଜ ଛାତ୍ରଛାତ୍ରୀ ଙ୍କୁ ଆପଣ ଦେଖୁଥିବେ କେମିତି ଶୁଖିଲା ଭୁଇଁରେ ବି ଝଗଡା ଆରମ୍ଭ କରି ଦେଉଛନ୍ତି ।ଆଉ ଏହି ପିଲାମାନେ ନିଜ ଭୁଲ ରୁ କେବେ କିଛି ଶିଖିବା ଦୂରର କଥା ବାରମ୍ବାର ସେହି ଭୁଲ କୁ କରି ଚାଲନ୍ତି ।

ତେବେ ଆଜିର ଘଟଣା ଟିକିଏ ନିଆରା କାହିଁକି ନା ବର୍ତ୍ତମାନ ସୋସିଆଲ ମେଡିଆରେ ଏକ ଭିଡ଼ିଓ ଭାଇରଲ ହେଉଛି । ଯେଉଁ ଭିଡ଼ିଓରେ ଜଣେ କଲେଜ ଯୁବତୀ ଜଣେ କଲେଜ ଯୁବକ କୁ ଖୁବ ମାରୁଛନ୍ତି ଆସୁ କୌଣସି କଥା ପାଇଁ ଭୁଲ ମାଗିବାକୁ କହୁଛନ୍ତି ।

ତେବେ ଆପଣ ତ ଜାଣିଛନ୍ତି ବର୍ତ୍ତମାନ ରାସ୍ତା ଘାଟରେ ଏକୁଟିଆ ଝିଅ ଦେଖିଲେ ପୁଅଙ୍କ ମୁହଁରୁ ଅସପେ କମେଣ୍ଟ ବାହାରି ଆସେ ।ଆଉ ସେତେବେଳେ ଝିଅଟି କିଛି ନକହି ଚୁପଚାପ ପଳେଇ ଆସେ ହେଲେ କଣ ସେହି ପୁଅ ଗୁଡ଼ କଣ ସୁଧୁରୀ ପାରନ୍ତି !ସତେ ଯେମିତି ଏମିତି ଲଗାମ ଛଡା ପୁଅଙ୍କୁ ପେଟେଣ୍ଟ ମେଡ଼ିସିନ ଦରକାର ହେଇଥାଏ ତାପରେ ଯାଇ ଅକଲ ଠିକଣା ଜାଗାରେ ପହଂଚିଥାଏ ।ଆଉ ଏମିତି କାମ ସେହି ଝିଅଙ୍କୁ କରିବା ଦରକାର ଯେମିତି ଏହି ଝିଅଟି କରୁଛି, ତେବେ ଏକ ଭିଡ଼ିଓରେ ଯୁବକ ର କିଛି ଖରାପ କଥା ପାଇଁ ଯୁବତୀ ଠିକ ପାନେ ଦେଇଛନ୍ତି ।

ତେବେ ଘଟଣା ହେଉଛି ଚାଳଚେର ର, ଆସୁ ଏହି ଭିଡ଼ିଓ ରେ ଦେଖିବାକୁ ମିଳୁଛି କି ସମାନ ୟୁନିଫର୍ମ ରେ ଥିବା ଯୁବକ ଓ ଯୁବତୀ ଛିଡା ହେଇଛନ୍ତି ।ହେଲେ ଏଠାରେ କିଛି ପ୍ରେମ ଆବେଦନ ହେଉ ନାହିଁ ବରଂ ଯୁବତୀ ଜଣକ ଯୁବକ ର କଲର ଧରି ଚାପୁଡ଼ା ପରେ ଚାପୁଡ଼ା ବଜେଇ ଚାଲୁଛି ।ସେହି ଭିତରେ ଯୁବତୀ ଯୁବକଙ୍କୁ କହୁଛନ୍ତି ମାଆ ଭଉଣୀ ଙ୍କୁ କେମିତି କଥା କୁହାଯାଏ ତୋତେ ଜଣାନାହିଁ ।ତେବେ ନିଜ ଭୁଲ ପାଇଁ ଜଲଦି ଭୁଲ ମାଗ, ଏପଟେ ଯୁବକ ଜଣକ ବି ଭୟରେ ଯୁବତୀ ଙ୍କୁ ଭଲ ମାଗୁଛି ।

ତେବେ ବନ୍ଧୁମାନେ ଏହି ଘଟଣା ପଛରେ ପ୍ରକୃତ ସତ କଣ ଜଣା ନାହିଁ କି ଭିଡ଼ିଓ ଟି କେବେକାର ତାହା ବି ଜଣା ନାହିଁ ହେଲେ ଭିଡ଼ିଓ ଟି ସୋସିଆଲ ମେଡିଆରେ ଭାଇରଲ ହେବା ପରେ ଏହାକୁ ନେଇ ଖୁବ ଆଲୋଚନା ହେଉଛି ତେବେ ଆମେ ତ ଏତିକି କହିବୁ କି ଯଦି କେହି ପୁଅ କମେଣ୍ଟ ମାରୁଛି ତାହେଲେ ଝିଅ ମାନେ ବି ନ ଡରି ତାଙ୍କୁ ଏମିତି ପାନେ ଦିଅନ୍ତୁ କି ଅଖା ଧୋଉଥିବେ ଗୁଣ ଗାଉଥିବେ ।ତେବେ ଦର୍ଶକ ବନ୍ଧୁ ଆପଣ ଏହି ଭିଡ଼ିଓ ଦେଖି କଣ କହିବାକୁ ଚାହୁଁଛନ୍ତି ନିଶ୍ଚୟ ଜଣାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.