Daily news update , Real odisha local news

ଗୋପାଳ ଭଦ୍ର ବ୍ୟକ୍ତି, 15 ମିନିଟ ପୂର୍ବରୁ କଥା ହୋଇଥିଲା ଗୋପାଳ କହୁଥିଲା – ଦେଖନ୍ତୁ ଭିଡିଓ

0 23,570

“ଗୁଳି କରିବା ପୂର୍ବରୁ ୧୫ ମିନିଟ ମୁଁ ତାଙ୍କ ସହ କଥା ହୋଇଥିଲେ। ସେ ସମ୍ପୂର୍ଣ୍ଣ ଠିକ ଥିଲେ ଏବଂ ମୋ ସହ କଥା ହୋଇଥିଲେ ଆଉ କହୁଥିଲେ କି ସେ ପୂର୍ବ ରେ ଥିବା ପୋଲିସ ଷ୍ଟେସନ ବିଷୟ ରେ କହୁଥିଲେ। ମାତ୍ର ଯେତେବେଳେ ମନ୍ତ୍ରୀ ନବ ଦାସ ଆସି ପହଁଚିଲେ ସେତେବେଳେ ସେ ସଂଗେ ଆମ ସମସ୍ତ ଙ୍କୁ ଠେଲି ପେଲି ଚାଲିଗଲେ ଆଉ ଦେଖୁ ଦେଖୁ ଗୁଳି ମାରିଦେଲେ”।

ତେବେ ବନ୍ଧୁଗଣ ଏହା ଆମେ ନୁହେଁ ଏହା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଗୁଳି ହତ୍ୟାକାଣ୍ଡ ର ପ୍ରତ୍ୟକ୍ଷଦର୍ଶୀ ଯିଏକି ସବୁ ଘଟଣା ର ଖୋଲାସା କରିଛନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ASI ଗୋପାଳ ଙ୍କ ଗୁଳି ମାଡ଼ ରେ ଟଳି ପଡିଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ ସୂଚନା ଅନୁସାରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା। ତେବେ ନବ ଦାସ , କାର ରୁ ତଳ କୁ ଉଲ୍ହେଇବା ସମୟ ରେ ଏ ଏସ ଆଇ (ASI) ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଥିଲେ। ତେବେ ASI ଙ୍କ ଗୁଳି ଯାଇ ବାଜିଥିଲା ମନ୍ତ୍ରୀ ନବ ଦାସ ଙ୍କ ଛାତି ରେ। ଆଉ ସଂଗେ ସଂଗେ ସେ ସେଠା ରେ ଟଳି ପଡ଼ିଥିଲେ , ଆଉ ପାଖ ରେ ଥିବା ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା।

ତେବେ ବର୍ତ୍ତମାନ ଯାହା ଖବର ରହିଛି କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ଆଉ ସେ ଆର ପାରି କୁ ଚାଲି ଯାଇଛନ୍ତି। ତେବେ ଗୁଳି ମାଡ଼ ହେବା ପରେ ସଂଗେ ସଂଗେ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ର ଆପୋଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଆଉ ଆପୋଲ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ର ଓଟି ରେ ଚିକିତ୍ସା କରାଯାଉ ଥିଲା ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ସେଠାରେ ତଦାରଖ ପାଇଁ ପହଁଚି ଥିଲେ। ମାତ୍ର ସବୁ ଚେଷ୍ଟା ପରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ମୃତ୍ୟୁ ହୋଇଛି ଯାହାକି ଅତ୍ୟନ୍ତ ଦୁଖଃ ର କାହାଣୀ ଅଟେ।

ତେବେ ବର୍ତ୍ତମାନ ଜଣେ ବ୍ୟକ୍ତି ଏହି ଗୁଳିକାଣ୍ଡ କୁ ନେଇ ବଡ଼ ବୟାନ ଦେଇଛନ୍ତି। ତେବେ ସେ କହିଛନ୍ତି କି ASI ଗୋପାଳ ଦାସ ଙ୍କ ସହ ସେ ପ୍ରାୟ ୧୫ ମିନିଟ ପର୍ଯ୍ୟନ୍ତ କଥା ହୋଇଥିଲେ ମନ୍ତ୍ରୀ ନବ ଦାସ ସେଠାରେ ପହଁଚିବା ପୂର୍ବରୁ। ତେବେ ସେ ପୁରା ଠିକ ଥିଲେ ଏବଂ ତାଙ୍କର ଡ୍ୟୁଟି ବିଷୟ ରେ କଥା ହେଉଥିଲେ। ମାତ୍ର ମନ୍ତ୍ରୀ ଆସିବା ପରେ ସେ ହଠାତ ଏହିପରି ଗୁଳି ମାରିବେ ଆମେ କେହି ବି ଭାବି ପାରି ନଥିଲୁ। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.