Breaking News – ଆସିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ବିଚ ରାସ୍ତାରେ ଗୁଳି ମାଡ଼ cc ଟିଭି ଫୁଟେଜ…ଦେଖନ୍ତୁ ଏହାର Live ଭିଡ଼ିଓ…
ବନ୍ଧୁଗଣ ବର୍ତ୍ତମାନ ଯାହା ସବୁଠାରୁ ବଡ଼ ସୂଚନା ରହିଛି କି ଓଡ଼ିଶା ର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ହୋଇଛି ଗୁଳି ମାଡ଼ ଏବଂ ବର୍ତ୍ତମାନ ତାଙ୍କୁ ଗୁରୁତ୍ୱର ଅବସ୍ଥାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ଜନକ ଘଟଣା ଏହା କି ଯେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଜଣେ ଏ.ଏସ.ଆଇ ( ASI ) ଅଧିକାରୀ ଗୁଳି ମାରିଛନ୍ତି।
ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ ପୁରା ଭୁବନେଶ୍ୱର ରେ ଚାଲିଛି ଚର୍ଚ୍ଚା। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ସମ୍ପୂର୍ଣ୍ଣ ସୂଚନା ବିଷୟ ରେ ଜଣେଇବା କୁ ଯାଉଛୁ।
ତେବେ ବନ୍ଧୁଗଣ ବର୍ତ୍ତମାନ ମନ୍ତ୍ରୀ ଙ୍କ ଉପର କୁ ଗୁଳି ମାଡ଼ ଘଟଣା ଟିକୁ ନେଇ ସର୍ବ ସାଧାରଣ ରେ ଏକ ବହୁତ ବଡ଼ ପ୍ରଶ୍ନ ରହିଛି କି ଯଦି ଜଣେ ମନ୍ତ୍ରୀ ଆମ ରାଜ୍ୟ ରେ ସୁରକ୍ଷିତ ନୁହଁନ୍ତି ତେବେ ସାଧାରଣ ଲୋକେ କିପରି ସୁରକ୍ଷିତ ରହିବେ। ଯଦି ଜଣେ ଜଣେ ASI ପୋଲିସ ଅଧିକାରୀ ମନ୍ତ୍ରୀ ଙ୍କୁ ସୁରକ୍ଷା ଦେବା ବଦଳ ରେ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରୁଛନ୍ତି ତେବେ ସାଧାରଣ ଲୋକଙ୍କ ର କିଏ ରକ୍ଷକ ସାଜିବ। ତେବେ ଓଡ଼ିଶା ର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି ମାଡ଼ ହେବା ପରେ ସାଧାରଣ ରେ ପ୍ରଶ୍ନ ଉଠିଛି।
ତେବେ ସୂଚନା ଅନୁସାରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା। ତେବେ ନବ ଦାସ , କାର ରୁ ତଳ କୁ ଉଲ୍ହେଇବା ସମୟ ରେ ଏ ଏସ ଆଇ (ASI) ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଥିଲେ। ତେବେ ASI ଙ୍କ ଗୁଳି ଯାଇ ବାଜିଥିଲା ମନ୍ତ୍ରୀ ନବ ଦାସ ଙ୍କ ଛାତି ରେ। ଆଉ ସଂଗେ ସଂଗେ ସେ ସେଠା ରେ ଟଳି ପଡ଼ିଥିଲେ , ଆଉ ପାଖ ରେ ଥିବା ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା।
ତେବେ ବର୍ତ୍ତମାନ ଯାହା ସୂଚନା ରହିଛି କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ରୁ ଏୟାର ଲିଫ୍ଟ କରାଯାଇଛି। ତେବେ ASI , ପୂର୍ବରୁ ଏହି ମନ୍ତ୍ରୀ ଙ୍କ ର ସଂସ୍ପର୍ଶରେ ଥିବା ଜଣା ପଡ଼ିଛି। ତେବେ ବର୍ତ୍ତମାନ ମନ୍ତ୍ରୀ ଙ୍କ ଉପରେ ହୋଇଥିବା ଏହି ଗୁଳି ମାଡ଼ ପଛ ରେ କଣ କାରଣ ରହିଛି , ଏହା ପୂର୍ବ ଶତ୍ରୁତା କୁ ନେଇ କରା ଯାଇଛି କିମ୍ବା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ତାହା କୁ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ତେବେ କିନ୍ତୁ ବର୍ତ୍ତମାନ ASI ଅଧିକାରୀ ଙ୍କ ର ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଉପର କୁ କରିଥିବା ଗୁଳି ମାଡ଼ କୁ ନେଇ ଖୁବ ଚର୍ଚ୍ଚା ଚାଲିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।