ବାବୁଶାନ୍ (Babusaan) ଙ୍କୁ ମାରି ଦିଅନ୍ତୁନି ! ଦମନ ଚଳଚିତ୍ରକୁ ନେଇ ରାଗିଯାଇ ଏମିତି କହିଲେ ଡ଼ାଇରେକ୍ଟର…ଦେଖନ୍ତୁ ଭିଡିଓ
“କି ପ୍ରକାର ର ପ୍ରଶଂସକ ଏମାନେ ଯିଏ ବାବୁସାନ ଙ୍କୁ ଭଲ ବି ପାଉଛନ୍ତି ଆଉ ତାଙ୍କୁ ମାରି ଦେଉଛନ୍ତି ମଧ୍ୟ। ବହୁତ ଦିନ ପରେ ଓଡ଼ିଆ ସିନେମା କୁ ପୁଣି ଥରେ ତା ସ୍ଥାନ ରେ ପହଞ୍ଚେଇବା ପାଇଁ ଆମେ ପ୍ରୟାସ କରିଥିଲୁ ମାତ୍ର ସବୁ ଖରାପ କରିଦେଲେ ଏମାନେ।
ତେବେ ନିଶ୍ଚିତ ଭାବ ରେ ଯିଏ ଏହି ସିନେମା ଲିକ କରିଛି ତା ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ”।ବନ୍ଧୁଗଣ ଏହା କହିଛନ୍ତି ଓଡ଼ିଆ ସୁପର ହିଟ ସିନେମା “ଦମନ” ସିନେମା ର ଡ଼ାଇରେକ୍ଟର। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ଉପରେ ଆଉ କଣ କହିଛନ୍ତି ସେ ଦମନ ସିନେମା ଲିକ କୁ ନେଇ ।
ତେବେ ବର୍ତ୍ତମାନ ବାବୁସାନ ଙ୍କ ନୁଆ ସିନେମା “ଦମନ” ସିନେମା ହଲ ରେ ପଡିଛି, ତେବେ ଏହି ସିନେମା ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଛି ମଧ୍ୟ। କାରଣ ଏହି ସିନେମା ଟି ଜଣେ ସମାଜ ସେବୀ ଡାକ୍ତର ଓଁକାର ଙ୍କ ଜୀବନ ବିଷୟ ରେ ରହିଛି ଯାହାକି ଏହା ରିଏଲ ଷ୍ଟୋରି ଅଟେ।ତେବେ ଏହି ସିନେମା ଟି ଆମ ଓଡ଼ିଆ ମାଟି ର ଜଣେ ବୀର ଙ୍କ ର କାହାଣୀ ରହିଛି ଯାହାକୁ ନେଇ ଏହି ସିନେମା ଟି ପ୍ରସ୍ତୁତ କରାଯାଇଛି। ତେବେ ଏହି ସିନେମା ଟି ଏକ ଭିନ୍ନ ଏବଂ ସ୍ୱତନ୍ତ୍ର ସମାନ ଦେବା କୁ ଯାଉଛି ଆମ ଓଡ଼ିଆ ସିନେମା ଇନ୍ଦ୍ରଷ୍ଟ୍ରି କୁ ବୋଲି ଆଶା କରାଯାଉ ଥିଲା।
ମାତ୍ର ସିନେମା ଟି ରିଲିଜ ହେବା ପରେ ପରେ ସୋସିଆଲ ମିଡ଼ିଆ ରେ ଉପଲବ୍ଧ ଥିଲା। ତେବେ ଗତ ନଭେମ୍ବର ୪ ରେ ଏହି ସିନେମା “ଦମନ” ସିନେମା ହଲ ରେ ରିଲିଜ ହୋଇଥିଲା। ମାତ୍ର ଆଶ୍ଚର୍ଯ୍ୟ କି ଫିଲ୍ମ ରିଲିଜ ହେବା ର ମାତ୍ର କେଇ ଘଂଟା ପରେ ଏହି ସିନେମା ୟୁ ଟ୍ୟୁବ ରେ ଆପଲଡ଼ କରାଯାଇ ଥିଲା। ଯାହା ଫଳରେ ଲୋକ ମାନେ ସିନେମା ହଲ କୁ ନଯାଇ ନିଜ ମୋବାଇଲ ରେ ଦେଖିବା ର ସୁବିଧା ପାଇଥିଲେ। ତେବେ ଏହା ଯୋଗୁଁ ନିଶ୍ଚିତ ଭାବରେ ସିନେମା ର ପ୍ରଦ୍ୟୁସର ଏବଂ ଡାଇରେକ୍ଟର ଙ୍କ ଉପରେ ପ୍ରଭାବ ପକାଇଛି। କାରଣ ଲୋକେ ସିନେମା ଦେଖିବା ପାଇଁ ହଲ କୁ ନଆସିଲେ ସେଥିରେ ଇଂଭେସ୍ଟ କରାଯାଇଥିବା ପୁଞ୍ଜି ଉଠିବ ନାହିଁ ଆଉ ଲସ ରେ ପଡିବ।
ତେବେ ଏହା ଭାଇରାଲ ହେବା ପରେ ଦମନ ସିନେମା ର ଡ଼ାଇରେକ୍ଟର କହିଛନ୍ତି କି ଯେଉଁ ମାନେ ବି ଏହି ସିନେମା ର ହଲ ପ୍ରିଣ୍ଟ କୁ ୟୁ ଟ୍ୟୁବ ରେ ସେୟାର କରିଛନ୍ତି ତାହାକୁ ଡିଲିଟ କରି ନିଅନ୍ତୁ।ବହୁତ କଷ୍ଟ ରେ ଏହି ସିନେମା ଟି ଏକ ଭିନ୍ନ କାହାଣୀ କୁ ନେଇ ପ୍ରସ୍ତୁତ ହୋଇଛି ଯାହା ବିନା ହିରୋଇନ ର ପ୍ରଥମ ସିନେମା ରହିଛି। ତେବେ ଏହି ସିନେମା କୁ ସମସ୍ତେ ଭଲ ପାଇବା ଦେଇଛନ୍ତି ଆଉ ନିଶ୍ଚିତ ଭାବରେ ହଲ କୁ ଆସି ସିନେମା ଦେଖନ୍ତୁ। ତେବେ ବନ୍ଧୁଗଣ ନିଶ୍ଚିତ ଭାବରେ ଆପଣ ଏହି ସିନେମା କୁ ଦେଖିବା ପାଇଁ ହଲ କୁ ଯାଆନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।