ବାହାହେଲେ ହାସ୍ୟ ଅଭିନେତା ରାଜୁ ଦାସ, ସୋନାଲି ମୁଁ ତୁମକୁ କଥା ଦେଉଛି ତୁମ ହାତ କେବେ ଛାଡିବିନି …ନିଜ ବାହାଘର କୁ ନେଇ ସାହୁ ବାବୁ ଯାହା କହିଛନ୍ତି ଜାଣିଲେ ହସି ହସି ବେହୋସ ହୋଇଯିବେ
ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ କମେଡିଆନ ସାହୁ ବାବୁ ଙ୍କ ର ବିବାହ କୁ ନେଇ ବେଶ ଚର୍ଚ୍ଚା ଚାଲିଛି। ତେବେ ସୂଚନାଯୋଗ୍ୟ ଯେ ବର୍ତ୍ତମାନ ବିବାହ ବନ୍ଧନରେ ଆମ ସମସ୍ତ ଙ୍କର ପ୍ରିୟ କମେଡ଼ିଆନ ରାଜୁ ଦାସ ବା ସାହୁ ବାବୁ ତାଙ୍କର ପ୍ରେମିକା ସୋନାଲି ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ତେବେ ବର୍ତ୍ତମାନ ତାଙ୍କର ବିବାହ କୁ ନେଇ ତଥା ବିବାହ ପ୍ର ର ଫିଟ ଓ ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଉଛି।ତେବେ ସାହୁ ବାବୁ ଙ୍କର ବିବାହ ର ଏହି ରେ ଭିଡିଓ ଓ ଫୋଟ ଗୁଡିକ ବର୍ତ୍ତମାନ ସୋସିଆଲ ମିଡ଼ିଆ ର୍ଡ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ବନ୍ଧୁଗଣ ଆପଣ ମାନେ ଓଡ଼ିଶାର କମେଡିଆନ ରାଜୁ ଦାସ ବା ସାହୁ ଭେରାଇଟି ଷ୍ଟୋର ର ସାହୁ ବାବୁ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ତେବେ ଜଣେ ପପୁଲାର ଓଡ଼ିଆ କମେଡିଆନ ଅଟନ୍ତି। ତେବେ ସେ ତାଙ୍କର କମେଡି ମାଧ୍ୟମ ରେ ହଜାର ହଜାର ଲୋକଙ୍କୁ ହସାଇ ଥାନ୍ତି ଏବଂ ଲୋକଙ୍କ ମନରେ ନିଜର ଏକ ପରିଚୟ ମଧ୍ୟ ସୃଷ୍ଟି କରିଥାନ୍ତି। ତେବେ ବର୍ତ୍ତମାନ ସେ ବିବାହ କରିଛନ୍ତି ତାଙ୍କର ପ୍ରେମିକା ସୋନାଲି ଙ୍କୁ। ତେବେ ବିବାହ କରିବା ପାଇଁ ସେ ଭୁବନେଶ୍ୱର ରୁ କେଉଁଝର କୁ ଆସିଛନ୍ତି।ତେବେ ତାଙ୍କର ବିବାହ କୁ ନେଇ ସେ ନିଜେ ମତ ରଖିଛନ୍ତି ଯାହା ସମସ୍ତ ଙ୍କୁ ଖୁସି କରେଇଛି।
ତେବେ କମେଡିଆନ ରାଜୁ ଦାସ ତଥା ପ୍ରିୟ ସାହୁ ବାବୁ କହିଛନ୍ତି କି , ସେ ସୋନାଲି ଙ୍କୁ ବିବାହ କରିବାକୁ ଯାଉଛନ୍ତି ଯାହାକୁ ନେଇ ସେ ବେଶ ଖୁସି ଅଛନ୍ତି ଏବଂ ତାଙ୍କର ପରିବାର ମଧ୍ୟ ଖୁସି ଅଟନ୍ତି। ତେବେ ସେ କହିଛନ୍ତି କି ସୋନାଲି ତାଙ୍କୁ କହିଛନ୍ତି କି ସେ ପଖାଳ ଶାଗ ରେ ଖୁସି ବୋଲି ମାତ୍ର ଯଦି ସେ ବିରିୟାନି ମାଗନ୍ତି ତେବେ ସେ ତାଙ୍କୁ ଦେବା କୁ ରାଜି। କାରଣ ବାହାଘର ଦୁଇ ହୃଦୟ ର ମିଳନ ଏବଂ ଦୁଇ ପରିବାର ର ମିଳନ ଅଟେ। ତେବେ ନିଜ ବାହାଘର କୁ ନେଇ ସେ ଖୁସି ଅଛନ୍ତି ଏବଂ ନିଜ ଶଳା ଙ୍କ ପାଇଁ ଏକ ସୁନ୍ଦର ଗୀତ ମଧ୍ୟ ଗାଇଛନ୍ତି। ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।
ତେବେ ସାହୁ ବାବୁ ନିଜ ପ୍ରେମିକା ସୋନାଲି ଙ୍କ ମୁଣ୍ଡ ରେ ସିନ୍ଦୁର ଦେଇ ତାଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରିଛନ୍ତି। ତେବେ ରାଜୁ ବାବୁ ଙ୍କ ସ୍ତ୍ରୀ ସୋନାଲି ମଧ୍ୟ କହିଛନ୍ତି କି ସେ ରାଜୁ ଙ୍କୁ ବିବାହ କରି ବହୁତ ଖୁସି ଅଛନ୍ତି ଏବଂ ସବୁଦିନ ସବୁ ପରିସ୍ଥିତି ରେ ତାଙ୍କ ହାତ ଧରି ଚାଲିବେ ବୋଲି ଶପଥ ମଧ୍ୟ ନେଇଛନ୍ତି। ଆଉ ସେ କହିଛନ୍ତି କି , ସେ ବହୁତ ଖୁସି ହୁଅନ୍ତି ଯେତେବେଳେ ରାଜୁ ଙ୍କୁ କମେଡି କରିବାର ଦେଖନ୍ତି ଆଉ ତାଙ୍କ ପରିବାର ମଧ୍ୟ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସାହୁ ବାବୁ ଙ୍କ ର ଏହି ଭିଡ଼ିଓ ଟି ଖୁବ ଚର୍ଚ୍ଚା ରେ ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।