ଆମେ ସମସ୍ତ ଙ୍କ ଜୀବନ କୋଉ ପ୍ରକାରେ ହେଉ ଏଣ୍ଟଟେନମେଣ୍ଟ ଦୁନିଆ ସହିତ ଯୋଡି ହେଇ ରହିଥାଏ ।ତେବେ ସେ ଫିଲ୍ମ ହେଉ ସିରିଏଲ ହେଉ ବା ଅନ୍ୟ କିଛି ସମସ୍ତେ ନିଜ ନିଜ ରୁଚି ମୁତାବକ ଯାହା ଦେଖିଥାନ୍ତି ।ତେବେ ଠିକ ସେହିପରି ବହୁତ ସମୟରେ ଆମ ନଜର ସେଲିବ୍ରେଟି ମାନଙ୍କ ଜୀବନ ଉପରେ ରହିଥାଏ ।
ସେଲିବ୍ରେଟି ମାନେ ଆମ ପରି ମଣିଷ ହେଲେ ବି ତାଙ୍କ ଜୀବନ ବଞ୍ଚିବାର ତରିକା କିଛିଟା ଭିନ୍ନ ହେଇଥାଏ ।ତେଣୁ ଆମେ ସବୁବେଳେ ସେମାନଙ୍କ ବିଷୟରେ ନୂଆ ନୂଆ ଜାଣିବାକୁ ଚେଷ୍ଟା କରିଥାଉ ।
ତେବେ ବହୁତ ସମୟରେ ସେଲିବ୍ରେଟି ମନେ ମଧ୍ୟ ସୋସିଆଲ ମେଡିଆରେ ଲାଇଭ ଆସି ନିଜ ବିଷୟରେ ଜଣାଇବାକୁ ପସନ୍ଦ କରିଥାନ୍ତି ।ଆଉ ସେସବୁ ଦେଖି ଆମେ ବି ବହୁତ ଖୁସି ହେଇ ଯାଉ ।ତେବେ ଆଜି ସେମିତି ଜଣେ ସେଲିବ୍ରେଟି ଙ୍କ ବିଷୟରେ ବତାଇବୁ, ଯିଏ ନିଜର ଏକ ଲାଇଭ ଭିଡ଼ିଓ ରେ ନିଜ ବିଷୟରେ ଏମିତି ଏମିତି ସତ କଥା ଜଣାଇଛନ୍ତି ଯାହା ବିଷୟରେ କେହି ଜାଣି ନାହାଁନ୍ତି ।ତେବେ ଖୀ ରଖୁଚୁ ସେହି ସେଲିବ୍ରେଟି ଆପ କେହି ନୁହନ୍ତି ଆମ ସମସ୍ତଙ୍କର ପ୍ରିୟ ସିଙ୍ଗର ଅସୀମା ପଣ୍ଡା ।
ଆପଣ ସମସ୍ତଙ୍କ ଭିତରୁ କିଏ ବା ଆସୀମା ପଣ୍ଡା ଙ୍କ ବିଷୟରେ ଜାଣି ନାହାଁନ୍ତି, ତାଙ୍କର ଗୀତ ଆଜି ଘରେ ଘରେ ବାଜୁଛି ।ତେବେ ତାଙ୍କ ଗୀତ ଗୁଡିକ ସବୁବେଳେ ଖୁବ ନିଆରା ହେଇ ଥାଏ ।ହେଲେ ଆପଣ ତାଙ୍କ ଗୀତ ଶୁଣିଛନ୍ତି କିନ୍ତୁ ବହୁତ କମ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିଛନ୍ତି ।ହେଲେ ବର୍ତ୍ତମାନ ନିକଟରେ ତାଙ୍କୁ ଏକ ଳାଇଭ ଭିଡ଼ିଓରେ ଦେଖିବାକୁ ମିଳିଥିଲା ।ଯେଉଁ ଥିରେ ସେ ନିଜ ଫେନ ମାନଙ୍କ ସହିତ କଥା ହେଉଛନ୍ତି ବହୁତ ଖୁସି ମଜା ବି କରୁଥିବାର ନଜର ଆସିଛନ୍ତି ।
ତେବେ ଭିଡ଼ିଓରେ ସେ ନିଜ ଭାଉଜଙ୍କ ଘରକୁ ଆସିଛନ୍ତି ଯେଉଁଠି ତାଙ୍କ ଭାଉଜଙ୍କ ର ଜନ୍ମଦିନ ଅଛି ଆଉ ସବୁ ପରିବାର ମିଶି ଖୁବ ଖୁସିରେ ଜନ୍ମଦିନ ପାଳନ କରୁଛନ୍ତି ।ଆଉ ସେହି ଭିତରର ଅସୀମା ପଣ୍ଡା ଲାଇଭ ଆସି ନିଜ ଫେନ ମାନଙ୍କ ସହିତ କଥା ହେଉଛନ୍ତି ଫେନ ଙ୍କ କଥା ରଖି 3ଟି ଗୀତ ବି ଗାଇଛନ୍ତି ।ଏମିତି କଥାବାର୍ତ୍ତା ଆଗକୁ ଜାରି ରହୁଛି ସେହି ଭିତରେ ଅସୀମା ପଣ୍ଡା କହିଥିଲେ ଆଗକୁ ତାଙ୍କର ଏକ ଖୁବ ସୁନ୍ଦର ଗୀତ ରିଲିଜ ହେବାକୁ ଯାଉଛି ।ଆଉ ସେହି ଗୀତ ବି ଖୁବ ସୁନ୍ଦର ହେବା ସହିତ ସମସ୍ତ ଙ୍କୁ ବହୁତ ପସନ୍ଦ ବି ଆସିବ ।ଆଉ ଏହା ଶୁଣି ଫେନ ବି ବହୁତ ଖୁସି ହେଇଛନ୍ତି, ତେବେ ଅସୀମା ଙ୍କ ବିଷୟରେ ଏତେ କଥା ଜାଣି ଆପଣଂକୁ କେମିତି ଲାଗିଲା ନିଶ୍ଚିତ ଜଣାନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।