Daily news update , Real odisha local news

ବାଲେଶ୍ବରର Femous ବୟ…Untalented Guy ଉଦିତ, ମାର୍କେଟ ରେ ବାଜି ମାରୁଚି ପ୍ରଥମ ଆଲବମ….ନିଆଁ ପରି ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛୁ

0 12,302

ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଆମ ପ୍ରିୟ ୟୁ ଟ୍ୟୁବର ତଥା ଅନ ଟେଲେଣ୍ଟଡ ଗାୟ ଉଦିତ ବାରିକ ଙ୍କୁ ଭଲ ଭାବରେ ଜାଣିଥିବେ। ତେବେ ସେ ଓଡ଼ିଶାର ବାଲେଶ୍ଵର ର ବାସିନ୍ଦା ଅଟନ୍ତି ଆଉ ବହୁତ କମ ବୟସ ରେ ସେ ନିଜ କମେଡି ଭିଡ଼ିଓ ମାଧ୍ୟମ ରେ ବେଶ ଲୋକ ପ୍ରିୟତା ହାସଲ କରିଛନ୍ତି।

ସେ ଜଣେ ବଡ ୟୁ ଟ୍ୟୁବ ର ଅଟନ୍ତି ଏବଂ ଅନେକ ପ୍ରକାରର ଭିଡ଼ିଓ ସେ କରିଥାନ୍ତି। ତେବେ ବର୍ତ୍ତମାନ ଯାହା ସୂଚନା ରହିଛି କି ସେ ତାଙ୍କର ପ୍ରଥମ ମିୟୁଜିକ ସଙ୍ଗ ଭିଡ଼ିଓ ବନେଇଛନ୍ତି ଭୁବନେଶ୍ୱର ରେ ଯାଇ ବାବୁ ଭାଇ ଙ୍କ ପ୍ରଡକ୍ସନ ହାଉସ ରେ ।ତେବେ ବର୍ତ୍ତମାନ ସେ ମିଡ଼ିଆ ରେ ନିଜର ୟୁ ଟ୍ୟୁବ ଜର୍ନି ତଥା ପ୍ରଥମ ଆଲବମ ବିଷୟ ରେ ଜଣେଇଛନ୍ତି।

ତେବେ କିନ୍ତୁ ସେ କହିଛନ୍ତି କି ସେ ଲୋକଙ୍କୁ ହସେଇବା କୁ ବହୁତ ଭଲ ପାଆନ୍ତି। ତେଣୁ ସେ ନିଜେ ଭିଡ଼ିଓ କରି ଲୋକ ଙ୍କୁ ହସେଇବା ପାଇଁ ଚେଷ୍ଟା କରି ଏହି ଭିଡ଼ିଓ ସବୁ କରିଛନ୍ତି। ତେବେ ସେ ତାଙ୍କର ଭିଡ଼ିଓ ରେ ଟିକେ ଖରାପ ଭାଷା ର ବ୍ୟବହାର କରନ୍ତି ଯାହାକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇ ଥିଲା। ଆଉ ଯଦି ମୋର ସେହି କଥା ମାଧ୍ୟମ ରେ ମୁଁ କାହାକୁ ହସେଇ ପାରିଛି ତେବେ ଏହା ପାଇଁ ମୁଁ ନିଶ୍ଚିତ ଗର୍ବିତ ଅନୁଭବ କରିବି।ତେବେ ସେ କହିଛନ୍ତି କି ତାଙ୍କ ଜୀବନ ର ଏହା ପ୍ରଥମ ଆଲବମ ଭିଡ଼ିଓ ଅଟେ ଯାହାକି ଏକ ପ୍ରେମ କାହାଣୀ ଉପରେ ଆଧାରିତ ରହିଛି।

ତେବେ ବର୍ତ୍ତମାନ ର ଯାହା ସୂଚନା ରହିଛି ଯାହା ଉଦିତ କହିଛନ୍ତି କି,ତାଙ୍କର ୟୁ ଟ୍ୟୁବ ଜୀବନ କାଳ ରେ ସେ କେବେବି ମିୟୁଜିକ ଆଲବମ କରି ନାହାନ୍ତି କିମ୍ବା ତାଙ୍କର ସେହିପରି କୌଣସି ଆଗ୍ରହ ନଥିଲା କାହା ସହ ଆଲବମ ଭିଡ଼ିଓ କରିବା ପାଇଁ।ମାତ୍ର ଯେତେବେଳେ ଏ ନେଇ ତାଙ୍କୁ ବାବୁ ଭାଇ କହିଥିଲେ ସେତେବେଳେ ସେ ରାଜି ହୋଇଥିଲେ କାରଣ ତାଙ୍କୁ ସେ ବହୁତ ଭଲ ପାଆନ୍ତି। ଆଉ ଏହା ପରେ ସେ କହିଥିଲେ କି ଆଜିକାଲି ୟୁ ଟ୍ୟୁବ ଙ୍କ ଭିଡ଼ିଓ ଲୋକେ ଅଧିକ ଦେଖୁଛନ୍ତି ସିନେମା ତୁଳନା ରେ। ତେଣୁ ଯେତେବେଳେ ଗୋଟିଏ ସିନେମା ହେବା କୁ ଯାଉଛି ସେତେବେଳେ ତାର କିଛି ସେହିପରି କାହାଣୀ, ଅଭିନୟ ଆଦି ରହିବା ଦରକାର ନଚେତ ଲୋକେ ଦେଖିବେ ନାହିଁ।

ତେବେ ପରେ ସେ କହିଛନ୍ତି କି ବାବୁ ଭାଇ ଙ୍କ ପାଇଁ ସେ ଭୁବନେଶ୍ୱର ଆସି ଗୋଟିଏ ମିୟୁଜିକ ଭିଡ଼ିଓ କରିଛନ୍ତି।ତେବେ ସେ କହିଛନ୍ତି କି ତାଙ୍କର ଏହି ମିୟୁଜିକ ଭିଡ଼ିଓ ଟି ଖୁବ ସୁନ୍ଦର ଓ ଦମଦାର ହୋଇଛି ତେଣୁ ଆପଣ ମାନେ ନିଶ୍ଚିତ ଭାବ ରେ ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ମଜା କରନ୍ତୁ ବୋଲି।ଏହା ଛଡା କଣ ରହିଛି ତାଙ୍କର ପ୍ରଥମ ମିୟୁଜିକ ଭିଡ଼ିଓ ର ଏକ୍ସପେରିଏନ୍ସ ତାହା ସେ ମଧ୍ୟ କହିଛନ୍ତି। ତେବେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.