ବାଲେଶ୍ବରର Femous ବୟ…Untalented Guy ଉଦିତ, ଗାଳି କରିଲେ କାନରୁ ଧୂଆଁ ବାହାରେ ! ଶୁଣନ୍ତୁ ତାଙ୍କ youtube journey
ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି। ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି।ଏବଂ ସୋସିଆଲ ମିଡ଼ିଆ ର ଏହିପରି ସବୁ ଭାଇରଲ ଭିଡ଼ିଓ କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ସେମାନ ଏହାକୁ ଦେଖି ଉପଭୋଗ କରିବା ସହ ଖୁସି ହୋଇଥାନ୍ତି।ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଜଣେ ୟୁ ଟ୍ୟୁବର ଙ୍କ ସହ ଆପଣ ଙ୍କୁ ସାକ୍ଷାତ କାର କରିବା ପାଇଁ ଯାଉଛୁ ଯାହାଙ୍କ ଭିଡ଼ିଓ ଦେଖିଲେ ହସି ହସି ସମସ୍ତେ ବେଦମ ହୋଇ ଯାଇଥାନ୍ତି।
ତେବେ ସେ ହେଉଛନ୍ତି ଆମ ପ୍ରିୟ ୟୁ ଟ୍ୟୁବର ତଥା ଅନ ଟେଲେଣ୍ଟଡ ଗାୟ ଉଦିତ ବାରିକ। ତେବେ ସେ ଓଡ଼ିଶାର ବାଲେଶ୍ଵର ର ବାସିନ୍ଦା ଅଟନ୍ତି ଆଉ ବହୁତ କମ ବୟସ ରେ ସେ ନିଜ କମେଡି ଭିଡ଼ିଓ ମାଧ୍ୟମ ରେ ବେଶ ଲୋକ ପ୍ରିୟତା ହାସଲ କରିଛନ୍ତି। ତେବେ ବର୍ତ୍ତମାନ ଯାହା ସୂଚନା ରହିଛି କି ସେ ତାଙ୍କର ପ୍ରଥମ ମିୟୁଜିକ ସଙ୍ଗ ଭିଡ଼ିଓ ବନେଇଛନ୍ତି ଭୁବନେଶ୍ୱର ରେ ଯାଇ ବାବୁ ଭାଇ ଙ୍କ ପ୍ରଡକ୍ସନ ହାଉସ ରେ ।ତେବେ ଭୁବନେଶ୍ୱର ରେ ଥିବା ସମୟ ରେ ସେ ମିଡ଼ିଆ ରେ ନିଜର ୟୁ ଟ୍ୟୁବ ଜର୍ନି ବିଷୟ ରେ ଜଣେଇଛନ୍ତି।
ତେବେ କିନ୍ତୁ ସେ କହିଛନ୍ତି କି ସେ ଲୋକଙ୍କୁ ହସେଇବା କୁ ବହୁତ ଭଲ ପାଆନ୍ତି। ତେଣୁ ସେ ନିଜେ ଭିଡ଼ିଓ କରି ଲୋକ ଙ୍କୁ ହସେଇବା ପାଇଁ ଚେଷ୍ଟା କରି ଏହି ଭିଡ଼ିଓ ସବୁ କରିଛନ୍ତି। ତେବେ ସେ ତାଙ୍କର ଭିଡ଼ିଓ ରେ ଟିକେ ଖରାପ ଭାଷା ର ବ୍ୟବହାର କରନ୍ତି ଯାହାକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇ ଥିଲା। ତେବେ ଏହାର ଉତ୍ତର ରେ ସେ କହିଥିଲେ କି ଏହିପରି କେହି ନାହାନ୍ତି ଯିଏ ଖରାପ ଭାଷା ବ୍ୟବହାର କରନ୍ତି ନାହିଁ , ସାଙ୍ଗ ସାଥିରେ ହେଉ ବା ମଜା ମସ୍ତି ରେ ଆମେ ଏହିସବୁ କଥା କହିଥାଉ।
ଆଉ ଯଦି ମୋର ସେହି କଥା ମାଧ୍ୟମ ରେ ମୁଁ କାହାକୁ ହସେଇ ପାରିଛି ତେବେ ଏହା ପାଇଁ ମୁଁ ନିଶ୍ଚିତ ଗର୍ବିତ ଅନୁଭବ କରିବି। ତେବେ ପରେ ସେ କହିଛନ୍ତି କି ଭୁବନେଶ୍ୱର ରେ ତାଙ୍କୁ ସବୁକିଛି ବଡ଼ ବଡ଼ ଲାଗୁଛି ବୋଲି। ମାତ୍ର ବାବୁ ଭାଇ ଙ୍କ ପାଇଁ ସେ ଭୁବନେଶ୍ୱର ଆସି ଗୋଟିଏ ମିୟୁଜିକ ଭିଡ଼ିଓ କରିଛନ୍ତି।ତେବେ ସେ କହିଛନ୍ତି କି ତାଙ୍କର ଏହି ମିୟୁଜିକ ଭିଡ଼ିଓ ଟି ଖୁବ ସୁନ୍ଦର ଓ ଦମଦାର ହୋଇଛି ତେଣୁ ଆପଣ ମାନେ ନିଶ୍ଚିତ ଭାବ ରେ ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ମଜା କରନ୍ତୁ ବୋଲି। ତେବେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।