Daily news update , Real odisha local news

ସପ୍ତାହ କୁ କେତେ ଥର ଶାରୀରିକ ସମ୍ପର୍କ କରିବା ଉଚିତ ? ୧୮ ରୁ ୪୫ ବର୍ଷ ଝିଅ ପୁଅ ମାନେ ଜାଣନ୍ତୁ – Dr. j.pal

0 273

ବନ୍ଧୁମାନେ ଆମ ହିନ୍ଦୁ ଧର୍ମ ଅନୁସାରେ ବିବାହ ଏକ ପଵିତ୍ର ବନ୍ଧନ ଅଟେ, ଆଉ ଵଂଶ ଓ ପିଡ଼ି କୁ ବଡାଇବା ପାଇଁ ଝିଅ ପୁଅ ଏହି ବିବାହ ବନ୍ଧନରେ ବାନ୍ଧି ହେଇଥାନ୍ତି ।ଏହାପରେ ଉଭୟ ସ୍ଵାମୀ ସ୍ତ୍ରୀ ହେଇ ଶାରୀରିକ ସମ୍ପର୍କ ରଖିଲେ ତାହାକୁ ସମାଜ ସ୍ୱୀକାର କରିଥାଏ ।ତେବେ ଆଜିକାଲି ଆପଣ ଦେଖୁଥିବେ ଅନେକ ପୁଅ ଝିଅ ମାନେ ବିବାହ ନକରି ବି ରିଲେଶନ ରଖୁଛନ୍ତି,

ଯାହା ସମାଜ ଉଅରେ ଖୁବ ଖରାପ ପ୍ରଭାବ ପକାଇବା ସହିତ ସେହି ଝିଅ ପୁଅ ଙ୍କ ଜୀବନ ନଷ୍ଟ ହେଇଥାଏ ।ଏହାର କାରଣ ହେଉଛି ରିଲେଶନ ରଖିବା ପାଇଁ ଏକ ଉଚିତ ବୟସ ସୀମା ରହିଛି ।

ତେବେ ବିବାହ ଏକ ନିର୍ଦିଷ୍ଟ ବୟସ ଭିତରେ ହେଇଥାଏ ଆଉ ଏହା ପରେ ସ୍ବାମୀ ସ୍ତ୍ରୀ ଭିତରେ ରିଲେଶନ ରହିଲେ ତାହାର କୌଣସି ଖରାପ ପ୍ରଭାବ ଦୁନିଆ ଉପରେ ପିଡ଼ି ନଥାଏ ।ତା ଛଡା ବିବାହ ପରେ ଏହି ରିଲେଶନ ତାଙ୍କ ସମ୍ପର୍କ କୁ ଆହୁରି ଘନିଷ୍ଠ କରିଥାଏ ।ହେଲେ ବିବାହ ନକରି ରିଲେଶନ ରଖିଲେ ଏହା କୌଣସି ଦିଗରୁ ଉଚିତ ନୁହେଁ ତାଛଡା ଏହା ଆଇନ ଗତ ଅପରାଧ ଅଟେ ଏସବୁ ବ୍ୟତୀତ ପ୍ରତ୍ୟେକ ପୁଅ ଝିଅ ଜାଣି ରଖିବା ଉଚିତ କି 18 ରୁ 30 ବୟସ ସମୟରେ ରିଲେଶନ ରଖିବା ପାଇଁ ଠିକ ସମୟ ଅଟେ ।ଆଉ ଏହି ବୟସ ପରେ ବା ପୂର୍ବରୁ ରିଲେଶନ ରଖିଲେ ଆପଣ ଶରୀର ଉପରେ ଏହାର ଖରାପ ପ୍ରବଗବ ପଡିଥାଏ ।

ମନେ ରଖିବେ କି ଝିଅ ହେଉ କି ପୁଅ 18 ରୁ 30 ବୟସ ଭିତରେ ରିଲେଶନ ରଖିବା ଜରୁରୀ ଅଟେ ।ଏହି ବୟସ ରେ ରିଲେଶନ ରଖିଲେ ଉଭୟଙ୍କ ଶରୀର ଠିକ ରହିଥାଏ ଆଉ ଏହି ସମୟରେ ଯେଉଁ ପିଲା ବି ଜନ୍ମ ହେଇଥାଏ ତାହାର ଶରୀର ବି ଖୁବ ଭଲ ରହିଥାଏ ।ଆଉ ଏହି ବୟସ ଭିତରେ ଆପଣଙ୍କ ଶରୀର ହରମୋନ ଆପଣଂକୁ ରିଲେଶନ ରଖିବାକୁ ଆକୃଷ୍ଟ କରିଥାଏ କିନ୍ତୁ 30 ବୟସ ପରେ ରିଲେଶନ ରେ ଆପଣଙ୍କ କୌଣସି ଇଛା ନଥାଏ ।ତେଣୁ ପ୍ରତ୍ୟେକ ଝିଅ ପୁଅ ଏହି ବୟସ ସୀମା କୁ ନିଶ୍ଚିତ ଭାବେ ନଜର ଦେବା ଉଚିତ ।

ଏସବୁ ବ୍ୟତିତ 18 ରୁ 30 ବୟସ ରେ ସ୍ତ୍ରୀ ଓ ପୁରୁଷ ସପ୍ତାହ ରେ 3 ଥର ରିଲେଶନ ରଖିବା ଜରୁରୀ ଅଟେ ।ଏହା ଛଡା ଆପଣ ଯେତେବେଳେ 30 ରୁ 45 ବୟସରେ ଥିରେ ସେତେବେଳେ ସପ୍ତାହ ରେ ଦୁଇ ଥର ରିଲେଶନ ରଖିବା ଉଚିତ ।ଆଉ 45 ବୟସ ପରେ ସପ୍ତାହ ରେ ଥରେ ରିଲେଶନ ରଖିପାରିବେ ।ତେବେ ଭୁଲ ରେ 18 ବର୍ଷ ରୁ କଁ ବୟସ ବେଳେ ରିଲେଶନ ରଖିବେ ନାହିଁ, ଆଜିର ଯୁବପିଢ଼ି ଏହି କଥା ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.