Daily news update , Real odisha local news

ଅଭିନେତ୍ରୀ ପ୍ରିୟଙ୍କା…ଅଭିନେତ୍ରୀ ପ୍ରିୟଙ୍କା ଙ୍କର ଜୀବନ ଓ ବୈବାହିକ ତଥା ପ୍ରେମ ସମ୍ପର୍କ ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ

0 541

ବନ୍ଧୁଗଣ ଆପଣ ସମସ୍ତେ ଜାଣିଛନ୍ତି କି କୋଭିଡ ପାଇଁ ଲକଡାଉନ ହେବା କାରଣ ରୁ କୌଣସି ସିନେମା କିମ୍ବା ସିରିଏଲ ଆଦି ସୁଟିଂ ବନ୍ଦ ରହିଥିଲା। ତେବେ ଏହି ସମୟ ରେ “ଲକଡାଉନ ଡାଇରୀ” ନାମକ ଏକ ସୋ ଆରମ୍ଭ ହୋଇଥିଲା।

ଯେଉଁ ଥିରେ ଜଣେ ବ୍ୟକ୍ତି ସବୁ ସେଲିବ୍ରେଟି ମାନ ଙ୍କୁ ଡାକୁଥିଲେ ଏବଂ ଲୋକ ମାନଙ୍କ ପାଖରେ ତାଙ୍କ ବିଷୟରେ ସମସ୍ତ କଥା ଜଣାଉଥିଲେ। ଆଉ କେବେ କେବେ ଏମାନେ ଲକଡାଉନ କାରଣ ଏହି ସୋ ର ହଷ୍ଟ କରୁଥିବା ବ୍ୟକ୍ତି ଜଣଙ୍କ ସେଲିବ୍ରେଟି ଙ୍କର ଘରେ ମଧ୍ୟ ଆସି ଯାଉଥିଲେ ସେମାନ ଙ୍କ ସହ କଥା ହେବା ପାଇଁ।

ତେବେ ଆପଣ ମାନେ ଜାଣିଥିବେ ଆମ ଦର୍ଶକ ମାନେ କେବଳ ସେଲିବ୍ରେଟି ଙ୍କର ଅଭିନୟ ଦେଖି ମନୋରଞ୍ଜନ କରନ୍ତି ନାହିଁ ବରଂ ତାଙ୍କର ଜୀବନ , ପ୍ରେମ ସମ୍ପର୍କ ତଥା ବୈବାହିକ ଜୀବନୀ ବିଷୟ ରେ ମଧ୍ୟ ଜାଣିବାକୁ ଚେଷ୍ଟା କରିଥାନ୍ତି ।ତେବେ ଏହି ଲକଡାଉନ ସମୟ ରେ ଏହି ଲକଡାଉନ ଡାଇରୀ ସୋ ମାଧ୍ୟମ ରେ ଏହା ଲୋକମାନେ ଜାଣିପାରୁ ଥିଲେ। ତେବେ ଏହି ଲକଡାଉନ ଡାଇରୀ ରେ ଆଜି ଆମେ ଆପଣ ଙ୍କୁ ଓଡ଼ିଆ ସିରିଏଲ ତଥା ସିନେମା ଅଭିନେତ୍ରୀ ପ୍ରିୟଙ୍କା ଙ୍କ ବିଷୟ ଜଣେଇବୁ ତେବେ ତାଙ୍କ ବିଷୟ ଏହିପରି କିଛି କଥା ଆମେ ଆପଣ ଙ୍କୁ ଜଣେଇବୁ ଯାହା ଆପଣ ଆଗରୁ କେବେ ବି ଜାଣି ନଥିବେ।

ତେବେ ବନ୍ଧୁଗଣ ପ୍ରିୟଙ୍କା ହେଉଛନ୍ତି ଜଣେ ଅଭିନେତ୍ରୀ ଯିଏକି ଏକ ରିଆଳିଟି ସୋ ମାଧ୍ୟମ ରେ ଅଭିନୟ ଦୁନିଆଁ ରେ ପାଦ ଦେଇଥିଲେ। ତେବେ ସେ ଉଭୟ ସିରିଏଲ ଏବଂ ସିନେମା ରେ କାମ କରି ଦର୍ଶକ ଙ୍କୁ ନିଜର କରିପାରିଛନ୍ତି। ତେବେ ପ୍ରିୟଙ୍କା ହେଉଛି ଆମ ବାଲେଶ୍ଵର ର ସୁନ୍ଦରୀ ଯିଏ କି ନିଜର ସ୍କୁଲିଂ ସ୍ଵରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ କରିଥିଲେ। ତେବେ ପ୍ରିୟଙ୍କା କହିଛନ୍ତି କି ପିଲା ଦିନରୁ ସେ ଖେଳ ରେ ମାଷ୍ଟର ଥିଲେ ମାତ୍ର ଅଭିନୟ କିମ୍ବା ଡ୍ୟାନ୍ସ ରେ ତାଙ୍କର କିଛି ଆଗ୍ରହ ନଥିଲା।

ମାତ୍ର ପରେ ସେ ଏକ ରିଆଲିଟି ସୋ ଦେଖିବା ପରେ ନିଜେ ଏକ ଡାଇଲଗ ଲେଖି ଅଡିସନ ପାଇଁ ଆସିଥିଲେ ଆଉ ସେହି ଠାରୁ ନିଜର ଅଭିନୟ ର ଦୁନିଆଁ ଆରମ୍ଭ କରିଥିଲେ। ତେବେ ପ୍ରିୟଙ୍କା କହିଛନ୍ତି କି ସେ ପ୍ରେମ କରିଛନ୍ତି ଆଉ ପ୍ରେମ ରେ ଧକ୍କା ମଧ୍ୟ ପାଇଛନ୍ତି ବୋଲି। ତେବେ ବର୍ତ୍ତମାନ ସେ ବିବାହିତ ଅଟନ୍ତି ଏବଂ ନିଜ ବୈବାହିକ ସମ୍ପର୍କ କୁ ନେଇ ବେଶ ଖୁସି ଅଛନ୍ତି।ତେବେ ସେ କହିଛନ୍ତି କି ସେ ନିଜ ସ୍ୱାମୀ ଠାରୁ ଅଧିକ ଖୁସି ନିଜ ଶାଶୂ ଘର ଲୋକଙ୍କ ସହ ରହିଥାନ୍ତି। ତେବେ ଏହା ପରେ ସେ ସଂକରା ଭାଇ ଙ୍କ ସହ ଡ୍ୟାନ୍ସ କରିଛନ୍ତି ଆଉ ଗୀତ ଗାଇଛନ୍ତି ନିଜ ସ୍ୱାମୀ ଓ ଶାଶୂ ଙ୍କ ପାଇଁ। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.