Daily news update , Real odisha local news

“ଭାଇ ତମେ ବୋଧେ ମୋର ଧରିଥିଲା ଆଉ ଚିପି ଥିଲ” ରାଣୀ ପଣ୍ଡା କ’ଣ ଘଇତା ଚୋରାଣୀ, ତମ……., ଏମିତି କାହିଁକି କହିଲେ

0 374

“କେତେ ଜଣ ରାଣୀ ପଣ୍ଡା ହେବା କୁ ଚେଷ୍ଟା କରୁଛନ୍ତି ,କିନ୍ତୁ ତୁମେ ସାତ ଜନମ ଚେଷ୍ଟା କଲେ ବି ତୁମେ ରାଣୀ ପଣ୍ଡା ର ବାଳ କୁ ବି ସରି ହବନି। ଯାତ୍ରା ରେ କିଏ ଲଂଗଳା ଡ୍ୟାନ୍ସ କଲା , କିଏ ଜୋତା ଖାଇଲା ,କିଏ ତାର ଛାତି ଦେଖାଇ ଡ୍ୟାନ୍ସ କଲା ସବୁ ବେଳେ ରାଣୀ ପଣ୍ଡା ରେ ନାମ କଣ ପାଇଁ ଉଠିବ। ମୁଁ କଣ ଶସ୍ତା ପଡିଛି ନା ଯିଏ ଯାହା କହିବ।

ଯେଉଁ ଠି ଯାହା ହବ ସବୁ ମୋ ନାମ ରେ ଯିବ। କାଇଁ ମୁଁ ଯେତେବେଳେ ଭଲ କାମ କରୁଛି କାଇଁ କାହାକୁ ତ ଦେଖା ଯାଉନି”।ବନ୍ଧୁଗଣ ଏହିପରି କହିଛନ୍ତି ଆମ ବିବାଦୀୟ ରାଣୀ ପଣ୍ଡା ଭଦ୍ରକ ଯାତ୍ରା ବିବାଦ କୁ ନେଇ ,ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା।

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ, ଯାତ୍ରା ର ଆଇଟମ ଗାର୍ଲ ତଥା ସବୁବେଳେ ବିବାଦ ରେ ରହୁଥିବା ଆଲବମ କୁଇନ ରାଣୀ ପଣ୍ଡା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ରାଣୀ ପଣ୍ଡା ଜଣେ ଏହିପରି କାଳକର ଅଟନ୍ତି ଯିଏକି ନିଜ ଅଭିନୟ ସହ ନିଜର ସମାଜ ସେବା ପାଇଁ ବେଶ ଚର୍ଚ୍ଚିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ମଧ୍ୟ ରାନୀ ପଣ୍ଡା ବେଶ ଆକ୍ଟିଭ ରହିଥାନ୍ତି ଆଉ ପ୍ରାୟ ଘଟଣା ରେ ସେ ଏହିପରି ରିଏଲ ମତ ଦେଇଥାନ୍ତି ଯାହାକି ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ।ମାତ୍ର ସେ ପ୍ରାୟ ବିବାଦ ଘେର ମଧ୍ୟରେ ରହିଥାନ୍ତି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ରାନୀ ପଣ୍ଡା ଙ୍କ ର ଏକ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। କାରଣ ଏହି ଭିଡ଼ିଓ ରେ ଆପଣ ଦେଖିବେ କି ଅଭିନେତ୍ରୀ ରାନୀ ପଣ୍ଡା ସୋସିଆଲ ମିଡ଼ିଆ ରେ ଲାଇଭ ଆସି ଖୁବ ଗାଳି ଗୁଲଜ କରିଛନ୍ତି। ଆଉ ସେ ଏହିଭଳି ଭାଷା ରେ ଖୋଲା ଖୋଲି ଗାଳି କରିଛନ୍ତି ଯାହାକୁ ଶୁଣିଲେ ଆପଣ ନିଜ କାନ ବନ୍ଦ କରିଦେବେ। ତେବେ ଏହି ଭିଡ଼ିଓ ରେ ଦେଖା ଯାଇଛି କି ସେ ଭଦ୍ରକ ର ଯାତ୍ରା ର ଲଙ୍ଗଳା ନାଚ ଏବଂ ଜୋତା ଫିଙ୍ଗା ଘଟଣା କୁ ନେଇ କହିଛନ୍ତି।

ତେବେ ସେ କହିଛନ୍ତି କି ସବୁ ଘଟଣା ରେ ରାଣୀ ପଣ୍ଡା ର ନାମ କଣ ପାଇଁ , ଯେତେବେଳେ ମୋ ବିବାଦ ହୋଇଥିଲା ସବୁ ଉଠି ଆସିଥିଲ, କାଇଁ କୁଆଡେ ଗଲେ ସବୁ ନାରୀ ନେତ୍ରୀ, ସବୁ ଯାତ୍ରା ଵାଲା କୁଆଡେ ଗଲେ କି। ଯଦି ମୁଁ ହୋଇଥାନ୍ତି ତେବେ ମୋ ଉପରେ ହଜାରେ ମାମଲା ହୋଇ ସରନ୍ତାଣି ।ତେବେ ରାଣୀ ପଣ୍ଡା ଙ୍କ ର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛି ,ତେବେ ଆପଣ ମଧ୍ୟ ତାଙ୍କର ଏହି ଭିଡ଼ିଓ ଟିକୁ ଦେଖିଲେ ଚକିତ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.