ବର୍ତ୍ତମାନର ଏହି 21st ସେଞ୍ଚୁରୁରେ ବିଶ୍ଵ ର ପ୍ରାୟ ସମସ୍ତ ଦେଶ ନିଜକୁ ଏକ ବିକାଶର ପଥରେ ଗତି କରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକନୋଲୋଜି ର ଦୁନିଆଁ ରେ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶ ରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି ।
ଘରେ ବାହାରେ , ଅଫିସ ରେ କିମ୍ବା ଶିକ୍ଷା ଅନୁଷ୍ଠାନ ରେ କେଉଁଠି ବି ସେ ନିଜକୁ ସୁରକ୍ଷିତ ମନେ କରି ପାରେ ନାହିଁ ସବୁଠି ତା ଉପରେ ଥାଏ ଖରାପ ନଜର। ତେବେ ବର୍ତ୍ତମାନ ଏହିପରି ଏକ ଘଟଣା ବିଷୟ ରେ ଆମେ ଆପଣ ଙ୍କୁ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ଏହିଭଳି ଏକ ଘଟଣା ଦେଖିବା କୁ ମିଳିଛି ବାଲେଶ୍ଵର ଜିଲ୍ଲା ର ବାଲିଆପାଳ ଥାନା ଅନ୍ତର୍ଗତ ଏକ ଗ୍ରାମ ରେ ଯେଉଁ ଠାରେ ଜଣେ ସ୍ୱାମୀ ପରିତ୍ୟକ୍ତ ମହିଳା ଙ୍କୁ ତାର ଧରମ ଭାଇ ବଳାତ୍କାର କରିବା କୁ ଉଦ୍ୟମ କରିଥିଲେ। ତେବେ ଘଟଣା ଟି କିଛି ଏହିପରି ରହିଛି କି , ମଞ୍ଜୁଲତା ନାମକ ଜଣେ ମହିଳା ଙ୍କୁ ତାଙ୍କର ସ୍ୱାମୀ ଛାଡି ଦେବା ପରେ ସେ ନିଜ ପୁଅ ସହ ବାପ ଘରେ ରହୁଛନ୍ତି। ତେବେ ଏହି ମଧ୍ୟରେ ସେହି ଗ୍ରାମ ର ଜଣେ ବ୍ୟକ୍ତି ତାଙ୍କୁ ନିଜର ଧରମ ଭଉଣୀ କରି ତାଙ୍କ ସହ କଥାବାର୍ତ୍ତା କରୁଥିଲେ।
କିନ୍ତୁ ସେ ଦିନ ମଞ୍ଜୁ ଙ୍କ ଘରେ କେହି ନଥିବା ର ସୁଯୋଗ ନେଇ , ସେ ରାତି ଅଧରେ ତାଙ୍କ ଘର କୁ ପଶିଥିଲେ। ଆଉ ଭଉଣୀ ଭଉଣୀ କହୁଥିବା ମଞ୍ଜୁ ସୋଇଥିବା ବେଳେ ତାଙ୍କ କମଳ ଆଡେଇ ତାଙ୍କ ପ୍ରାଇଭେଟ ପାର୍ଟ ରେ ହାତ ମାରିଥିଲେ ଆଉ ତାଙ୍କୁ ବଳାତ୍କାର କରିବା କୁ ଉଦ୍ୟମ କରିଥିଲେ। ତେବେ ସେ ଏହାକୁ ବିରୋଧ କରିବା ରୁ ତାଙ୍କୁ ଜୀବନ ରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ ଏବଂ ତାଙ୍କ ସହ ଜୋର କରି ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ଏହି ସମୟ ରେ ମଞ୍ଜୁ ବଡ଼ ପାଟି କରି ବଞ୍ଚାଓ ବଞ୍ଚାଓ ବୋଲି ଚିତ୍କାର କରିଥିଲେ।
ତେବେ ମଞ୍ଜୁ ଙ୍କ ର ଚିତ୍କାର ଶୁଣିବା ପରେ ପାଖ ପୋଡ଼ଶୀ ଧାଇଁ ଆସିଥିଲେ ତାଙ୍କ ପାଖକୁ ଆଉ ତାଙ୍କୁ ଉଦ୍ଧାର କରିଥିଲେ। ତେବେ ଏନେଇ ବର୍ତ୍ତମାନ ମଞ୍ଜୁ ବାଲିଆପାଳ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ।ତେବେ ଘଟଣା ଟି ବର୍ତ୍ତମାନ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି , ଜଣେ ମହିଳା ର ସୁରକ୍ଷା କୁ ନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି , ଯେତେବେଳେ ମହିଳା କୁ ଭଉଣୀ ଭଉଣୀ କହି ଡାକୁଥିବା ଭାଇ ବି ତା ଉପରେ ଲୋଲୁପ୍ତ ଦୃଷ୍ଟି ରଖୁଛି ତେବେ ସେ କିପରି ସୁରକ୍ଷିତ ରହିବ ଏହି ସମାଜ ରେ। ତେବେ ଘଟଣା ଟି ଖୁବ ଚର୍ଚ୍ଚା ରେ ରହିଛି ଏବଂ ଏହାକୁ କଡା ନିନ୍ଦା କରାଯାଇଛି ମଧ୍ୟ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।