Daily news update , Real odisha local news

Bhubaneswar to Bangalore ଯାଉଥିବା Train ରେ chakka କେମିତି ଦାଦାଗିରି କରୁଛନ୍ତି passenger ଙ୍କ ସହିତ ଦେଖନ୍ତ

0 30,083

ଓଡ଼ିଶାର ରାଜଧାନୀ ଭୁବନେଶ୍ବର ରେ ଦିନ କୁ ଦିନ ଭିନ୍ନ ଭିନ୍ନ ଡ୍ରାମା ଦେଖିବାକୁ ମିଳୁଛି। କେତେବେଳେ ଏଠାରେ ଦିନ ଦିପହର ରେ ଗୋଷ୍ଠୀ ସଂଘର୍ଷ ହେଉଛି ତ, କେତେ ବେଳେ ଯୁବକ ଯୁବତୀ ଙ୍କର ରାସ୍ତା ମଝିରେ ହାଇ ଭଲଟେଜ ଡ୍ରାମା ଚାଲିଲାଣି ତ ପୁଣି କେତେବେଳେ ରାତି ଅଧ ରେ କୋଉ କଳାକାର ଙ୍କର ରାସ୍ତା ଅବରୋଧ କରି ତାଙ୍କ ଉପରକୁ ମରଣାତ୍ମକ ଆକ୍ରମଣ ହେଲାଣି ।

ତେବେ ବୁଝି ହେଉନାହିଁ ଏ ରାଜଧାନୀ ର ଲୋକ ମାନେ କାହିଁକି ଏପରି ହେଉଛନ୍ତି ତାହା ବୁଝି ହେଉନି ଏମାନେ ସ୍ମାଟ ସିଟି ର ଯୁବ ଯୁବତୀ ବୋଲି ବଧେ ଏପରି ହେଉଛନ୍ତି।

ତେବେ ବର୍ତ୍ତମାନ ପୁଣି ଏହିପରି ଏକ ନିନ୍ଦନୀୟ ଘଟଣା ଭୁବନେଶ୍ୱର ରେ ଦେଖାଯାଇଛି ଯାହା ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଘଟଣା ଟି କିଛି ଏହି ପରି ରହିଛି କି ଟ୍ରେନ ଭିତରେ କିନ୍ନର ମାନଙ୍କ ର ଦାଦାଗିରି ଦିନକୁ ଦିନ ବଢିବା ରେ ଲାଗିଛି। ଯାହାର ଏହି ଭିଡ଼ିଓ ସୋସିଆଲ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଏହି ଭିଡ଼ିଓ ଟି ଦେଖିବା ପରେ ସମସ୍ତେ ଖୁବ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ଏବଂ ଏହାକୁ ନିନ୍ଦା ମଧ୍ୟ କରିଛନ୍ତି।

ତେବେ ଭିଡ଼ିଓ ଟିରେ ଦେଖା ଯାଇଛି କି ଭୁବନେଶ୍ୱର ରେଲୱେ ଷ୍ଟେସନ ରେ ଲୋକମାନେ ଟ୍ରେନ ରେ ଯାତ୍ରା କରୁଛନ୍ତି ଆଉ ସେହି ସମୟରେ ଏକ ବବଗି ରେ ଜଣେ କିନ୍ନର ପଶି ଲୋକଙ୍କୁ ଟଙ୍କା ମାଗିଛନ୍ତି। ମାତ୍ର କେହି କେହି ତାଙ୍କୁ ଟଙ୍କା ଦେବା କୁ ମନା କରିବା ରୁ ସେ ତାଙ୍କର ଡ୍ରାମା ତଥା ଦାଦାଗିରି ଆରମ୍ଭ କରି ଦେଇଛନ୍ତି। ତେବେ ସେ ଲୋକ ଙ୍କୁ ତାଳି ମାରି ମାରି ପଇସା ମାଗୁଛନ୍ତି ଆଉ ବହୁତ ଖରାପ ଭାଷା ରେ ସେମାନେ ଙ୍କୁ ଗାଳି ଗୁଲଜ ମଧ୍ୟ କରୁଛନ୍ତି। ତାଙ୍କର ଏହି କାମ ରେ ସବୁ ବିରଂକ୍ତି ହୋଇଛନ୍ତି ମାତ୍ର ତା ପାଟି ର ଭାଷା ଶୁଣି ସବୁ ଆବାକ ରହିଛନ୍ତି।

ତେବେ ସେହି କିନ୍ନର ର ଏହିପରି କାମ କୁ ଜଣେ ବ୍ୟକ୍ତି ମୋବାଇଲ ରେ ରେକର୍ଡ କରୁଥିଲେ ଯାହାକୁ ସେହି କିନ୍ନର ଦେଖିବା ପରେ ତାଙ୍କୁ ଖୁବ ଗାଳି କରିଛନ୍ତି। ଭାଇରାଲ ଭିଡ଼ିଓ ରୁ ଯାହା ଜଣା ପଡ଼ିଛି ଯେ ସେହି କିନ୍ନର ଜଣଙ୍କ ବ୍ୟକ୍ତି ଙ୍କ ର ସହ ମାର ପିଟ ମଧ୍ୟ ହୋଇଛି। ଆଉ କିନ୍ନର ଜଣଙ୍କ ପୁରା ଖରାପ ଭାଷା ତଥା ଲୋକଙ୍କ ମା ଓ ଭଉଣୀ ନେଇ ଗାଳି କରିବା ସହ ସେମାନ ଙ୍କର ଆଗରେ ଅଶୀଳ ବ୍ୟବହାର ମଧ୍ୟ କରିଛନ୍ତି। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି ଆଉ ସମସ୍ତେ ଏହାକୁ ନିନ୍ଦା କରିବା ସହ ଏହା ଉପରେ ଉଚିତ ପଦକ୍ଷେପ ନେବା କୁ ଦାବି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.