Daily news update , Real odisha local news

ବିବାଦ କୁ ନେଇ ମୁଁହ Camera ଆଗରେ ମୁହଁ ଖୋଲିଲେ ଅଭିନେତା ବାବୁସାନ ମହାନ୍ତି…. ମାନିଲେ ସବୁ ସତ କଥା କାହିଁକି ଏଭଳି କରିଲେ ନିଜ ସ୍ତ୍ରୀ ତୃପ୍ତି ସହ ..ଦେଖନ୍ତୁ ଭିଡିଓ

0 2,031

“ମୁଁ ବି ଆପଣ ମାନଙ୍କ ପରି ଜଣେ ସାଧାରଣ ମଣିଷ ଅଟେ ମୋ ଦେଇ ମଧ୍ୟ ଭୁଲ ଭଟକା ହୋଇଯାଏ। ରିଲ ଲାଇଫ ଏବଂ ରିଏଲ ଲାଇଫ ମଧ୍ୟରେ ବହୁତ ଫରକ ରହିଛି। ମୋ ପାଇଁ ମୋ ପରିବାର ବଡ଼ ଏବଂ ସବୁବେଳେ ମୁଁ ସେମାନ ଙ୍କ ପାଇଁ ବଞ୍ଚିଛି ଆଉ ତାଙ୍କ ସାଙ୍ଗ ରେ ସବୁ ଦିନ ରହିବି। ମୋ ଜୀବନ ର ମୋର ସବୁ ଠାରୁ ବଡ଼ ଷ୍ଟ୍ରେନଥ ମୋ ସ୍ତ୍ରୀ ଏବଂ ମୋ ମା ଅଟନ୍ତି। ଭୁଲ ସମସ୍ତ ଙ୍କ ଜୀବନ ରେ ହୁଏ ମୁଁ ବି ଭୁଲ କରିଥିଲି ମାତ୍ର ସେଥି ରୁ ମୁଁ ଶିକ୍ଷା କରିଛି ।ଏବେ ମୋ ପରିବାର ସହ ମୁଁ ଖୁସି ରେ ରହିଛି”।

ବନ୍ଧୁଗଣ ଏହା କହିଛନ୍ତି ଆମ ଲୋକପ୍ରିୟ ଓଲିଉଡ ଅଭିନେତା ବାବୁସାନ ମହାନ୍ତି। ତେବେ ସେ ଅନେକ ଦିନ ପରେ ନିଜ ଉପରେ ଥିବା ବିବାଦ କୁ ନେଇ ମୁଁହ ଖୋଲିଛନ୍ତି। ଆଉ ସବୁ ସତ କଥା ସେ ମିଡ଼ିଆ ସାମ୍ନା ରେ ବଖାଣି ଛନ୍ତି।

ତେବେ ଆପଣ ମାନେ ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବ ରେ ଜାଣିଥିବେ , ସେ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ଓ ଅଭିନେତା ଉତ୍ତମ ମହାନ୍ତି ଙ୍କ ପୁଅ ଏବଂ ସେ ନିଜ ଅଭିନୟ ଏବଂ ଗୀତ ବଳରେ ଆମ ସିନେମା ଇନ୍ଦ୍ରଷ୍ଟ୍ରି ରେ ନିଜର ଏକ ପରିଚିତ ଚେହେରା ମଧ୍ୟ ସୃଷ୍ଟି କରି ପାରିଛନ୍ତି।ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଅବଗତ ଥିବେ କି ଜୁଲାଇ ୨୦୨୨ ରେ ଆମ ଓଲିଉଡ ଇନ୍ଦ୍ରଷ୍ଟ୍ରି ର ଏକ ଖବର କୁ ନେଇ ଖୁବ ଚର୍ଚ୍ଚା ଚାଲିଛି ଏବଂ ଏହାର ଭିଡିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେବାର ଲାଗିଛି।

ତେବେ ଘଟଣା ଟି କିଛି ଏହିପରି ରହିଛି କି ଓଲିଉଡ ର ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ଙ୍କୁ ଗୋଟିଏ ଗାଡି ଭିତରେ ଦେଖିବା ପରେ ହଠାତ ବାବୁସାନ ଙ୍କର ପତ୍ନୀ ସେଠାକୁ ଯାଇଥିଲେ ଦୁହିଁଙ୍କ ମଧ୍ୟରେ ଏହିପରି ଲୁଚାଛପା ପ୍ରେମ ଚାଲିଥିଲା ଆଉ ଉଚିତ ସମୟକୁ ଅପେକ୍ଷା କରି ଆଜି ରେଡ଼ ହ୍ୟାଣ୍ଡ ଦି ଜଣ ଙ୍କୁ ଧରିଥିଲେ ବାବୁସାନ ଙ୍କର ପତ୍ନୀ।ତେବେ ବାବୁସାନ ଓ ପ୍ରକୃତି ଙ୍କୁ ଏକା ସାଙ୍ଗରେ ଦେଖିବା ପରେ ତୃପ୍ତି ଉଭୟ ଙ୍କୁ କଡା ଜବାବ ଦେଇଥିଲେ ।


ତେବେ ଧୀରେ ଧୀରେ ଏହି ବିବାଦ ର ସମାପ୍ତି ହେବା କୁ ଲାଗିଛି ବର୍ତ୍ତମାନ ,ତେବେ କିନ୍ତୁ ବାବୁସାନ ମହାନ୍ତି ଏହି ବିବାଦ କୁ ନେଇ କିଛି ବି କହି ନଥିଲେ। ମାତ୍ର ବର୍ତ୍ତମାନ ସେ ମୁହଁ ଖୋଲିଛନ୍ତି ଆଉ କହିଛନ୍ତି କି, “ଭୁଲ କାହାର ନୁହେଁ ,ସେତେବେଳେ ପରିସ୍ଥିତି ସେହିପରି ଥିଲା ମାତ୍ର ବର୍ତ୍ତମାନ ମୁଁ ମୋ ପରିବାର ସହ ଖୁସି ରେ ଅଛି। ସେହି ଭୁଲ ରୁ ମୁଁ ବହୁତ କିଛି ଶିକ୍ଷା କରିଛି ,ଯେହେତୁ ମୁଁ ଜଣେ ସାଧାରଣ ମଣିଷ ତେଣୁ ଭୁଲ ମୋ ଦେଇ ହୋଇ ଯାଇଥିଲା”।ତେବେ ବାବୁସାନ ଙ୍କ ର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.