ବନ୍ଧୁମାନେ ବିବାହ ପରେ ପ୍ରତ୍ୟେକ ନାରୀର ଜୀବନରେ ବହୁତ କିଛି ବଦଳିଯାଏ, ସେ ଆଉ ଝିଅ ପରି ରହି ନଥାଏ ।ତେବେ ଆପଣ ଦେଖୁଥିବେ କି ବିବାହ ପରେ ପ୍ରତ୍ୟେକ ନାରୀ ସିନ୍ଦୁର ପିନ୍ଧିଥାନ୍ତି ।
ହେଲେ ଏହି ସିନ୍ଦୁର କୁ ସେମାନେ ଶରୀରର ଭିନ୍ନ ଭିନ୍ନ ଅଙ୍ଗରେ ଲଗେଇ ଥାନ୍ତି ତେବେ ସେସବୁ ସ୍ତନରେ ଲଗାଇବା ଦ୍ଵାରା କଣ ହେଇଥାଏ ତାହା ହୁଏତ ବହୁତ କମ ଲୋକ ଜାଣିଛନ୍ତି ।ତେବେ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ନାରୀ ମାନଙ୍କ ର ଏହି ସିନ୍ଦୁର ଯୋଗୁଁ ସେମାନେ ନିଜେ ନିଜକୁ ସୁରକ୍ଷିତ କରିବା ସହିତ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ କୁ ମଜବୁତ କରିଥାଏ ।ତେବେ ବନ୍ଧୁମାନେ ଆଜି ଆମେ ଜଣାଇବୁ କି ମହିଳା ପିନ୍ଧୁଥିବା କୋଉ ସ୍ଥାନର ସିନ୍ଦୁର ର ଅର୍ଥ କଣ ଆଉ ତାହା କଣ ଉପକାର କରିଥାଏ ।
1.ଯେତେବେଳେ ନାରୀ ମୁଣ୍ଡରେ ଗୋଟିଏ ସିନ୍ଦୁରର ଟୋପା ଲଗାଇଥାଏ ତାହାର ଅର୍ଥ ସେହି ସିନ୍ଦୁର କୁ ଦେଖି ସମସ୍ତେ ଜାଣିପାରିବେ କି ସେ ବିବାହିତ ବୋଲି ।ଆଉ ବିବାହ ପୂର୍ବରୁ ଲୋକ କୋଉ ନଜରରେ ଦେଖୁଥିବେ କିନ୍ତୁ ଏହି ସିନ୍ଦୁର କୁ ଦେଖି କେହି ବି ସେହି ନାରୀ କୁ ଖରାପ ନଜର ଦେଖିବେ ନାହିଁ ।ଆଉ ତାଙ୍କୁ କେହି ଖରାପ ନଜରରେ ଦେଖିଲେ ବିପଦରେ ପଡିବାର ସୂଚନା ଦେଇଥାଏ ଏହି ସିନ୍ଦୁର ।
2.ଯେତେବେଳେ ନାରୀ ଟିଏ ନିଜ ସିଂଥିରେ ସିନ୍ଦୁର ଲଗାଇଥାଏ, ତେବେ ଆମ ଶାସ୍ତ୍ର ଅନୁସାରେ ସିଂଥି ହେଉଛି ସବୁଠାରୁ ପବିତ୍ର ସ୍ଥାନ ଯେଉଁଠି ସିନ୍ଦୁର ସୁରକ୍ଷିତ ରହିଥାଏ ।ଆଉ ଯଦି କେବେ ନିଜର ସତିତ୍ୱ ହରେଇ ଦିଏ ତେବେ ଏହି ସିନ୍ଦୁର ତାଙ୍କ ପାଇଁ ବିଷ ପଲଟିଯାଏ ।
3.କାନରେ ନାରୀ ସିନ୍ଦୁର ଲଗେଇ ଥାନ୍ତି, ତେବେ କୁହାଯାଏ କି କାନରେ ମାଆ ଗଙ୍ଗା ରହିଛନ୍ତି ତେଣୁ ସ୍ତ୍ରୀ ମାଆ ଗଙ୍ଗା କୁ କହନ୍ତି କି ଯେତେବେଳେ ଦିନ ଯାଏ ମୁଁ ବଂଚିଛି ମୋ ସ୍ୱାମୀ ମୋର ହେଇ ରୁହନ୍ତୁ ସେଥିପାଇଁ ଗଙ୍ଗା ଙ୍କ ପଦରେ ସିନ୍ଦୁର ରୁଓରେ ସ୍ୱାମୀ କୁ ଅର୍ପଣ କରିଥାଏ ନାରୀ ।
4.କଣ୍ଠରେ ସିନ୍ଦୁର ନାରୀ ଲଗେଇ ଥାନ୍ତି, ତେବେ ଏହାର ଅର୍ଥ ହେଉଛି କି କଣ୍ଠରେ ମହାଦେବ ବାସ କରନ୍ତି ।ତେଣୁ ନାରୀ କଣ୍ଠରେ ସିନ୍ଦୁର ଲଗେଇ ମହାଦେବ ଙ୍କୁ କହନ୍ତି କି ଯେମିତି ମହାଦେବ ନିଜ ସ୍ତ୍ରୀ କୁ ଖୁବ ଭଲପାଆନ୍ତି ଠିକ ସେହିପରି ତାଙ୍କ ସ୍ୱାମୀ ବି ତାଙ୍କୁ ଭଲପାନ୍ତୁ ।
5.ଶଙ୍ଖାରେ ସିନ୍ଦୁର ନାରୀ ଲଗେଇ ଥାଏ,ତେବେ ନାରୀ ମାଆ ବୃନ୍ଦାବତୀ ଙ୍କୁ ପୂଜା କଟିଥାଏ ।ତେବେ ସେ ବୃନ୍ଦାବତୀ ଙ୍କୁ କହେ କି ଯେତେବେଳେ ବଂଚିଛି ସେତେ ଦିନ ତାର ହାତରେ ଶଙ୍ଖା ଓ ମୁଣ୍ଡରେ ସିନ୍ଦୁର ଥାଉ ଆଉ ମଲା ପରେ ବି ଯେମିତି ସେ ଅହ୍ୟସୁଖଣି ହେଇ ମଶାଣି କୁ ଯାଉ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।