Daily news update , Real odisha local news

ବିଚକ୍ଷଣ ବାଳିକା ! ଏହି ଛୋଟ ବାଳିକା ର Knowledge ଆଗରେ Computer ବି ଫେଲ ମାରିବ…ଦେଖନ୍ତୁ ଭିଡ଼ିଓ

0 19,477

ବନ୍ଧୁମାନେ ସୋସିଆଲ ମେଡିଆରେ ଛୋଟ ପିଲାଙ୍କୁ ନେଇ ବହୁତ ପ୍ରକାରର ଭିଡ଼ିଓ ଦେଖୁଥିବେ ।ତେବେ ଆଜିର ପିଲାମନେ ଖୁବ ବିଚକ୍ଷଣା ଅଟନ୍ତି ସେମାନେ ଖୁବ କମ ସମୟ ଭିତରେ ବହୁତ କିଛି ଶିଖି ମନେରଖି ପାରନ୍ତି ।ତେବେ ଛୋଟ ପିଲାମାନେ ଯାହା ବି କରିଥାନ୍ତି ତାହା ଦେଖିବାକୁ ସମସ୍ତେ ପସନ୍ଦ କରନ୍ତି ତେବେ ଯେତେବେଳେ ଛୋଟ ଛୋଟ ପିଲାମାନେ ନିଜ ବୁଦ୍ଧିମତା ଦେଖାଇଥାନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ ।

ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ଭାଇରଲ ହେଉଛି ଏକ କୁନି ଝିଅର ଏମିତି ଭିଡ଼ିଓ ଯାହା ଦେଖିଲେ ବିଶ୍ୱାସ କରିବା କଷ୍ଟ ।

ଯେତେବେଳେ ଛୋଟ ପିଲାର କିଛି ଭିଡ଼ିଓ ଦେଖିବାକୁ ମିଳେ ସେତେବେଳେ ସମସ୍ତଙ୍କ ମନ ସେଥିରେ ଲାଖିଯାଏ ।ତେବେ ପିଲାଙ୍କର ମସ୍ତି ଭିଡ଼ିଓ ବହୁତ ଦେଖିବାକୁ ମିଳେ ବହୁତ କମ ଭିଡ଼ିଓରେ ଛୋଟ ପିଲାଙ୍କ ପାଠ ପଡୁଥିବାର ଦେଖିବାକୁ ମିଳେ । ଆଜିକାଲି ଛୋଟ ପିଲାଙ୍କ ପାଠ ପଡାଇବା କେତେ କଷ୍ଟ ତାହା ସମସ୍ତେ ଜାଣିଛନ୍ତି ।ତେବେ ଆପଣ ଆଜିର ଏହି ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଛୋଟ ଝିଅଟି ଗୁରୁମା ଙ୍କ ପ୍ରଶ୍ନ ଗୁଡିକର ଏମିତି ଉତ୍ତର ଦେଉଛି ଦେଖିଲେ ଲାଗୁଚି ଯେମିତି ପିଲାଟି ଭିତରେ କମ୍ପୁଟର ଲାଗିଛି ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ରେ କଣ ରହିଛି ।

ତେବେ ଆଜିର ପିଲା ମାନଙ୍କ ଭିତରେ ଅଦ୍ଭୁତ କଳା ଭର୍ତି ହେଇ ରହିଛି ଛୋଟ ବୟସରୁ ସେମାନେ ବଡ଼ ବଡ଼ କାର୍ଯ୍ୟ କରି ଦେଉଛନ୍ତି । ଆପଣ ଏହି ଭାଇରଲ ଭିଡ଼ିଓରେ ଦେଖି ପାରିବେ ଜଣେ ଛୋଟ ଝିଅ ଟିଏ ଯିଏ ସ୍କୁଲ ଡ୍ରେସରେ ସ୍କୁଲ କ୍ଳାସ ରୁମରେ ଅଛି ।ଆଉ କୁନି ଝିଅ ଟିକୁ ଗୁରୁମା ଡାକୁଛନ୍ତି ପିଲାଟି ଗୁରୁମାଙ୍କ ପାଖକୁ ଆସୁଚି ।ତାପରେ ଗୁରୁମା ଝିଅଟିକୁ ଓଡ଼ିଆରେ କିଛି ପ୍ରଶ୍ନ ପଚାରୁଛନ୍ତି ତାପରେ ପିଲାଟି ଏମିତି ଅନର୍ଗଳ ଉତ୍ତର ଦେଉଛି ଯାହା ଶୁଣିବା ପରେ ଗୁରୁମା ନ8ଯେ ଆଶ୍ଚର୍ଯ୍ୟ ହେଇ ଯାଉଛନ୍ତି ।

ଆଉ ବର୍ତ୍ତମାନ ଝିଅଟିର ଏମିତି ଉତ୍ତର ଦେଉଥିବାର ଭିଡ଼ିଓ ଖୁବ ଜୋରସୋରରେ ଭାଇରଲ ହେବାରେ ଲାଗୁଚି ।ଆଉ ଛୋଟ ବୟସରୁ ଏମିତି ଭାବରେ ପିଲାଟି ଉତ୍ତର ଦେଉଥିବାର ଦେଖି ଝିଅର ବୁଦ୍ଧି କୁ ସମସ୍ତେ ଏମିତି ଭାବରେ ପ୍ରଶଂସା କରିବାରେ ଲାଗିଛନ୍ତି, ଯାହା ପାଇଁ ପିଲାର ପରିବାର ଲୋକ ଖୁବ ଗର୍ଭ ଅନୁଭବ କରୁଛନ୍ତି ନିଜ ଝିଅ ଉପରେ ।ତେବେ ବର୍ତ୍ତମାନ ସମୟରେ ଯେତେବେଳେ ଛୋଟ ପିପାଙ୍କୁ ପାଠ ଧରେଇବା ମୁସ୍କିଲ ହେଉଛି ସେତେବେଳେ ଏତେ କୁନି ଝିଅ ଏମିତି ପାଠ ଗୁଡିକ କଥା ପରି ମନେ ରଖିଛି ଯାହା ଏକ ଯାଦୁ ପରି ଲାଗୁଛି ।ତେବେ ଆପଣ ଯଦି ପିଲା ଟିର ଏହି ଭିଡ଼ିଓ କୁ ଏତେଯେ ଦେଖି ନାହାନ୍ତି ତେବେ ତୁରନ୍ତ ଦେଖି ନିଜ ମତାମତ ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.