Daily news update , Real odisha local news

ବୀଜ ଏବଂ ଯୌନ ଶକ୍ତି ବଢାଇବା ପାଇଁ ଏହି ୯ଟି ଜିନିଷ ହୋଇଥାଏ ବହୁତ ଉପକାରୀ, 90 ବର୍ଷ ବୁଢାକୁ ବି ଦେଇଦିଏ ୨୦ ବର୍ଷର ଟୋକାର ଶକ୍ତି…..

0 738

ବନ୍ଧୁଗଣ ବର୍ତ୍ତମାନ ଆପଣ ଦେଖିବା କୁ ପାଉଥିବେ କି ପ୍ରାୟ ପୁରୁଷ ମାନଙ୍କ ପାଖରେ ତାଙ୍କର ବିର୍ଜ ବା ଯୋୖନ ଶକ୍ତି ର ଅଭାବ ଦେଖା ଯାଉଚି। ତେବେ ଏହି ସମସ୍ୟା କିନ୍ତୁ ଆଗରୁ ବହୁତ କମ ଦେଖିବା ପାଇଁ ମିଳୁଥିଲା ମାତ୍ର ବର୍ତ୍ତମାନ ର ସବୁ ଅତ୍ୟାଧୁନିକତା ର ପ୍ରଭାବ ,

ଲୋକ ମାନଙ୍କ ର ଜୀବନ ଶୋଇଲି ରେ ପରିବର୍ତ୍ତନ ତଥା ଶୁଦ୍ଧ ଖାଦ୍ୟ ବଦଳରେ ହାଇବ୍ରିଟ ରାସାୟନିକ ଖାଦ୍ୟ ସେବନ କରିବା ଦ୍ୱାରା ହେଉଛି।ତେବେ ଆଜି କାଲି ର ଲୋକ ମାନେ ବାହାର ର ଜଙ୍କ ଫୁଡ଼ ସେବନ କରିବା ସହ , ଆନିଦ୍ରା ରହିବା ଏହା ସ୍ୱାଭାବିକ ହୋଇଗଲାଣି। ତେବେ ଏହି କାରଣ ରୁ ପୁରୁଷ ମାନଙ୍କ ର ବିର୍ଜ ବା ଯୌନ ଶକ୍ତି ହ୍ରାସ ହେବା କୁ ଲାଗିଛି।

ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆଜି ଆପଣ ଙ୍କୁ ଏହିପରି କେତୋଟି ଖାଦ୍ୟ ବିଷୟରେ ଜଣେଇବା ପାଇଁ ଯାଉଛୁ ଯାହା ର ସେବନ କରିବା ପରେ ଆପଣ ମାନେ ପୁଣି ଥରେ ବିର୍ଜ ଯୁକ୍ତ ହୋଇ ପାରିବେ। ଏବଂ ୯୦ ବର୍ଷ ବୟସ ରେ ମଧ୍ୟ ଆପଣ ୨୫ ବର୍ଷ ବୟସ ର ଯୁବକ ଙ୍କ ଭଳି କାର୍ଯ୍ୟ କରି ପାରିବେ। ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡିକ ବିଷୟ ରେ।

୧.ପାଣି:-

ବନ୍ଧୁଗଣ ପ୍ରଚର ଜଳ ସେବନ କରିବା ଦ୍ବାରା ଆମ ଶରୀର ର ଅଦରକାରୀ ପଦାର୍ଥ ସବୁ ବାହାରି ଆସିଥାଏ ଏବଂ ଯାହା ଆବଶ୍ୟକ ତାହା ଆମ ସ୍ୱାସ୍ଥ୍ୟ ରେ ଲାଗିଯାଏ। ଉଚିତ ପାଣି ସେବନ କରିବା ଦ୍ୱାରା ଯୋୖନ ଶକ୍ତି ହ୍ରାସ ହେବ ନାହିଁ।

୨.ଅଣ୍ଡା:-

ଅଣ୍ଡା ଆମ ଶରୀର ପାଇଁ ବହୁତ ଆବଶ୍ୟକ ଅଟେ ,ଏଥିରେ ଥିବା ପଦାର୍ଥ ଓ ଧାତୁସାର ଶୁକ୍ରାଣୁ ର ବୃଦ୍ଧି କରାଇଥାଏ ଏବଂ ଏହା ଶୁକ୍ରାଣୁ ର ପ୍ରି ରେଡିକୁଳସ ପ୍ରକ୍ରିୟା ପାଇଁ ମଧ୍ୟ ଉପକାରୀ ଅଟେ।

 ୩.ଲିଚୁ:-

ଲିଚୁ ସେବନ କରିବା ପୁରୁଷ ମାନଙ୍କ ପାଇଁ ବହୁତ ଲାଭ ଦାୟକ ହୋଇଥାଏ। ଏହା ଖାଇବା ଦ୍ଵାରା ପୁରୁଷ ମାନଙ୍କ ର ଫ୍ରଟିଲାଇଜେସନ କ୍ଷମତା ବୃଦ୍ଧି ହେବା ସହ ପୁରୁଷ ଙ୍କ କ୍ଷେତ୍ର ରେ ଶୂକ୍ରାଣୁ ର ପରିମାଣ ବୃଦ୍ଧି ହୋଇଥାଏ।

୪.ଅଦା:-

ଅଦା ଏକ ଔଷଧୀୟ ପଦାର୍ଥ ଅଟେ, ଜଣେ ପୁରୁଷ ର ଶରୀର ରେ ସେକ୍ସ ହରମୋନ କୁ ବୃଦ୍ଧି କରିବା ରେ ଏହା ସାହାଯ୍ୟ କରେ। ଏହା ସହ ରକ୍ତ ସଞ୍ଚାଳନ ପ୍ରକ୍ରିୟା କୁ ମଧ୍ୟ ନିୟନ୍ତ୍ରଣ ରେ ରଖିଥାଏ।

୫.ପାଳଙ୍ଗ ଶାଗ:-

ଏଥିରେ ଥିବା ଫୋଲିକ ଏସିଡ ଅଧିକ ମାତ୍ରାରେ ମହଜୁଦ ଥିବାରୁ ଏହା ବିର୍ଜ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ବ

୬.ରସୁଣ:-

ଏଥିରେ ଥିବା ଏଲିସିନ କମ୍ପାଉଣ୍ଡ ପୁରୁଷ ମାନଙ୍କ ଯୌନାଙ୍ଗ ର ରକ୍ତ ସଞ୍ଚାଳନ କୁ ନିୟନ୍ତ୍ରଣ କରେ ଏବଂ ଶୁକ୍ରାଣୁ ର ପରିମାଣ କୁ ବୃଦ୍ଧି କରିଥାଏ।
୭.ଏହା ସହ ଡାର୍କ ଚକେଲେଟ, ଆଭୋକାଡୋ ଏବଂ ବୋଇତାକୁ ମଞ୍ଜି ର ସେବନ କରିବା ଦ୍ୱାରା ମଧ୍ୟ ପୁରୁଷ ଙ୍କ ର ଶୁକ୍ରାଣୁ ର ପରିମାଣ ବୃଦ୍ଧି ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.