Daily news update , Real odisha local news

ବୀଜ ଏବଂ ଯୌନ ଶକ୍ତି ବଢାଇବା ପାଇଁ ପାଳନ କରନ୍ତୁ ଏହି ଉପୟ -DR .Swapna

0 5,147

ପିଲାଟିଏ ଦାମ୍ପତ୍ୟ ଜୀବନରେ ଏକ ଅଭିନ୍ନ ଅଂଶ ଅଟେ ଯାହା ବିନା ପରିବାର ଅଧୁରା ଅଟେ ।ତେବେ ବହୁତ ସମୟରେ ମହିଳା ପ୍ରେଗନେଣ୍ଟ ନହେବା ପଛରେ ପୁରୁଷ ମାନେ ବି କାରଣ ହେଇଥାନ୍ତି କାରଣ ପୁରୁଷ ଙ୍କର ସ୍ପର୍ମ ଠିକରେ ଗ୍ରୋଥ ହେଇ ନଥାଏ ।

ଏହାଛଡା ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଦାମ୍ପତ୍ୟ ସୁଖ ଉଭୟଙ୍କୁ ମିଳିନଥାଏ ଆଉ ଏମିତି ହେବା ପଛରେ କାରଣ ହେଉଛି ଆଜିର ଜୀବନଚର୍ଯ୍ୟା । ତେବେ ବର୍ତ୍ତମାନ ଆମେ ଏକ ଏମିତି ବ୍ୟସ୍ତ ଜୀବନ ଅତିବାହିତ କରୁଚୁ ତା ସହିତ ଆମର ଖାଦ୍ୟପେୟ ର କୌଣସି ରୁଟିଂ ନାହିଁ ।ଆଉ ଏମିତି ସବୁ କାରଣ ଗୁଡିକ ପାଇଁ ସନ୍ତାନ ସୁଖ ପାଇବା କଷ୍ଟ ହେଇପଡ଼େ ।

ତେବେ ଯୌନ ଶକ୍ତି ବୃଦ୍ଧି କରିବା ପାଇଁ ଆଉ ପୁରୁଷ ଙ୍କ ସ୍ପର୍ମ ବଡାଇବା ପାଇଁ ଆପଣଂକୁ ଟିକିଏ କାମ କରିବାକୁ ପଡିବ ଯାହା କଲେ ଆପଣଙ୍କ ସନ୍ତାନ ଉତ୍ପନ୍ନ ରେ କୌଣସି ବାଧା ଉପୁଜୀବ ନାହିଁ ।ତେବେ ଆଜି ଆମେ ଆପଣଂକୁ କିଛି ଖାଦ୍ୟ ପଦାର୍ଥ ବିଷୟରେ କହିବୁ ଯାହାକୁ ଆପଣ ନୀତିଦିନ ଖାଇବା ଦରକାର ।ଯେପରି:-

1.ପାଣି:-

ପାଣି ଆମ ଶରୀରରେ ଅଭାବ ହେଲେ ଆମକୁ ଅନେକ ରୋଗ ତ ହେଇଥାଏ ତେବେ ପୁରୁଷ ଙ୍କ ପାଖରେ ସ୍ପର୍ମ ବି ଠିକରେ ଗ୍ରୋଥ ହେଇ ନଥାଏ ।ତେବେ ଆପଣ ଦିନକୁ 5 ରୁ 6 ଲିଟର ପାଣି ପିଇବା ଉଚିତ ।

2.ଲିଚୁ:-

ଲିଚୁ ଯାହାକୁ ଯଦି ଖାଉଛନ୍ତି ତେବେ ପୁରୁଷ ଙ୍କ ଶୁକ୍ରାଣୁ ବଡ଼ିଥାଏ ।

3.ରସୁଣ:-

ରସୁଣ ନୀତିଦିନ ଖାଇବା ଦ୍ଵାରା ଅନେକ ରୋଗ ରୁ ଆମେ ବର୍ତିପାରୁ ଆଉ ସେହି ଭିତରେ ଏହା ପୁରୁଷା ଙ୍କ ପାଇଁ ଖୁବ ଉପାଦେୟ ଅଟେ ।ତେବେ କଞ୍ଚା ରସୁଣ ଖାଇଲେ ପୁରୁଷ ମାନଙ୍କ ଯୌନାଙ୍ଗ ରେ ରକ୍ତ ସଂଚାଳନକୁ ନିୟନ୍ତ୍ରଣ ହେଇଥାଏ ଆଉ ଶୁକ୍ରାଣୁର ପରିମାଣ କୁ ବୃଦ୍ଧି କରିଥାଏ ।

4.ଅଣ୍ଡା:-

ନୀତିଦିନ ଗୋଟିଏ ଲେଖାଏଁ ଅଣ୍ଡା ପୁରୁଷ ଖାଇଲେ ତାଙ୍କର ଶୁକ୍ରାଣୁ ର ବୃଦ୍ଧି ଘଟିଥାଏ ।

5.ଅଦା:-

ଅଦା କୁ ଆପଣ ନିଜ ଖାଇବାରେ ଖାଇଲେ ଏହା ସେକ୍ସ ହର୍ମୋନକୁ ବୃଦ୍ଧି କରିବାରେ ସାହାଯ୍ୟ କରିବା ସହିତ ରକ୍ତ ସଂଚାଳନ କୁ ବୁ ନିୟନ୍ତ୍ରଣ କରିଥାଏ ।

6.ଡାର୍କ ଚକୋଲେଟ:-

ଆର୍ଜିନିନୀନ ନାମକ ଆମିନୋ ଏସିଡ ଯାହା ଚକଲେଟ ରେ ରହିଛି ଆଉ ଏହାକୁ ଖାଇଲେ ବୃଦ୍ଧିରେ ସହାୟକ କରିଥାଏ ।

7.ବୋଇତାଳୁ ମଞ୍ଜି:-

ଏଥିରେ ଫୋଲିକ ଏସିଡ ପ୍ରଚୁର ପରିମାଣରେ ରହିଥାଏ ଯାହା ପୁରୁଷର ସେକ୍ସ୍ ହୋର୍ମୋନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

8.ଆଭୋକାଡୋ:-

ଆଭୋକାଡୋ ପୁରୁଷ ମାନେ ଖାଇଲେ ଏହା ଶୁକ୍ରାଣୁ ର ପରିମାଣ ବୃଦ୍ଧି କରିଥାଏ ।

9.ପାଳଙ୍ଗ ଶାଗ:-

ଏଥିରେ ବି ଫୋଲିକ ଏସିଡ ଅଧିକ ମାତ୍ରାରେ ରହିଥାଏ ତେଣୁ ଏହାକୁ ଖାଇଲେ ବି ପୁରୁଷ ଙ୍କର ଶୁକ୍ରାଣୁର ପରିମାଣକୁ ବୃଦ୍ଧି କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.