ସୋସିଆଲ ମିଡ଼ିଆ ରେ ଆମ ଓତଃପ୍ରୋତ ଭାବରେ ଜଡିତ ଅଟୁ , ତେବେ ଏହି ମିଡ଼ିଆ ରେ ଆମେ ଅନେକ ପ୍ରକାରର ଘଟଣା ଓ ଦୁର୍ଘଟଣା ବିଷୟରେ ଭିଡିଓ ସବୁ ଦେଖିବାକୁ ପାଇଥାଉ।
ମାତ୍ର କେବେ କେବେ ଏହି ସୋସିଆଲ ମିଡ଼ିଆ ରେ ଏପରି କିଛି କମେଡି ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆମେ ଅତ୍ୟନ୍ତ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହୋଇ ଯାଇଥାଉ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ଯାହା ବିଷୟ ରେ ଜାଣିବା ପରେ ଆପଣ ଙ୍କ ର ଆଖି ଖୋଲା କୁ ଖୋଲା ରହିଯିବ।
ତେବେ ବର୍ତ୍ତମାନ ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣା ଟି କିଛି ଏହିପରି ରହିଛି କି ଗୋଟିଏ ଉଡ଼ାନ୍ତ ବିମାନ ମଧ୍ୟରେ ଦୁଇ ଯୁବକ ଙ୍କ ମଧ୍ୟରେ ଚାଲିଛି ହତାହାତି ଆଉ ପରେ ଯୁବକ ଙ୍କୁ ନିସ୍ତୁକ ମାଡ଼।ଯେତେ ଚେଷ୍ଟା କଲେ ମଧ୍ୟ ବିମାନ ର ସୁରକ୍ଷା କର୍ମୀ ସେମାନ ଙ୍କୁ ଅଟକେଇବା ରେ ସମର୍ଥ ହେଉ ନାହାନ୍ତି। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।
ତେବେ ବନ୍ଧୁଗଣ ଆପଣ ମାନେ ଅନେକ ସମୟ ରେ ଦେଖି ଥିବେ କି, ଭିଡ଼ ବସ ଓ ଟ୍ରେନ ମଧ୍ୟରେ ଯାତ୍ରୀ ମାନଙ୍କ ମଧ୍ୟରେ ଏହିପରି ଛଗଡା ଓ ମାରପିଟ ହୋଇଥାଏ। ମାତ୍ର ବର୍ତ୍ତମାନ ପ୍ରଥମ ଥର ପାଇଁ ବିମାନ ମଧ୍ୟରେ ଏହିଭଳି ଦୃଶ୍ୟ ଦେଖିବା କୁ ମିଳିଛି। ତେବେ ଭାଇରଲ ଭିଡ଼ିଓ ରେ ଯାହା ଦେଖିବା କୁ ମିଳିଛି କି,ବିମାନ ଟି ମଝି ଆକାଶ ରେ ଉଡୁ ଥିବା ବେଳେ ଦୁଇ ଜଣ ଯାତ୍ରୀ ଙ୍କ ମଧ୍ୟରେ କୌଣସି କଥା କୁ ନେଇ ଯୁକ୍ତି ତର୍କ ଓ ପରେ ହତାହାତି ହୋଇଥିଲା। ତେବେ ଏହି ହତାହାତି ଉଗ୍ର ରୂପ ନେଇଥିଲା ଆଉ ଦେଖୁ ଦେଖୁ ଜଣେ ବ୍ୟକ୍ତି ଙ୍କୁ ତିନି ଜଣ ବ୍ୟକ୍ତି ନିଧୁମ ମାରି ଚାଲିଥିଲେ।
ତେବେ ଦୁଇ ଯାତ୍ରୀ ଙ୍କ ମଧ୍ୟରେ ଏହିପରି ହେବା ସମୟ ରେ ବିମାନ ଟି ମଝି ଆକାଶ ରେ ଉଡୁଥିଲା। ଆଉ ବହୁତ କଷ୍ଟ ରେ ବିମାନ ର ସୁରକ୍ଷା କର୍ମୀ ମାନେ ଏହାକୁ ସମାଧାନ କରିଥିଲେ କାରଣ ଯଦି ଟିକିଏ କିଛି ଏପଟ ସେପଟ ହୋଇଥାନ୍ତା ତେବେ ବିମାନ ରେ ଥିବା ସମସ୍ତ ଯାତ୍ରୀ ଙ୍କ ଜୀବନ ବିପଦ ରେ ପଡି ଯାଇଥାନ୍ତା। ତେବେ ଏହି ସମ୍ପୂର୍ଣ୍ଣ ଘଟଣା ଟି କୁ କେହି ଜଣେ ନିଜ ମୋବାଇଲ ରେ ରେକର୍ଡ କରିଥିଲେ ଏବଂ ପରେ ଏହାକୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।