Daily news update , Real odisha local news

ବିରାଡି ଭାବି ଗାଁ ପିଲା ଘରକୁ ଆଣିଲେ ବାଘ ଛୁଆ ତାପରେ ଯାହାହେଲା ଦେଖନ୍ତୁ “2ମନିଟ୍ 2ସେକେଣ୍ଡ” ଭିଡିଓ

0 1,996

ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।

ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଙ୍କ ଆଖି ଖୋଲା କୁ ଖୋଲା ରହିଯିବ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବା କୁ ମିଳୁଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ।ତେବେ ଘଟଣା ଟି କିଛି ଏହିପରି ରହିଛି କି କିଛି ପିଲା ମାନେ ଛେଳି ଚରେଇବା କୁ ଯାଇ ବିଲେଇ ଭାବି ବାଘ ଛୁଆ କୁ ନିଜ ସାଙ୍ଗ ରେ ନେଇ ଆସିଥିଲେ।ଆଉ ସେପଟେ ନିଜ ଛୁଆ କୁ ଖୋଜି ଖୋଜି ବେହାଲ ହୋଇ ଯାଇଥିଲା ମା ବାଘ। ମାତ୍ର ପରେ ମା ଓ ଛୁଆ ଙ୍କ ର ପୁଣି ହୋଇଥିଲା ମିଳନ ଯାହାକି ଅତ୍ୟନ୍ତ ସୁନ୍ଦର ଥିଲା।

ତେବେ ଘଟଣା ଟି କିଛି ଏହିପରି ଥିଲା କି ,ଜଙ୍ଗଲ ସାଇଟ ର କିଛି ପିଲା ମାନେ ନୀତିଦିନ ଭଳି ଜଙ୍ଗଲ କୁ ଛେଳି ଚରେଇବା କୁ ଯାଇଥିଲେ। ମାତ୍ର ସେମାନେ ହଠାତ ଏକ ଛାଡି ପାଖରେ ଦୁଇ ଟି କଲରା ପତିରିଆ ବାଘ ଛୁଆ କୁ ଦେଖିବାକୁ ପାଇଲେ। କିନ୍ତୁ ସେହି ପିଲା ମାନ ଙ୍କୁ ବାଘ ଛୁଆ ଦୁଇ ଟି ବିଲେଇ ଛୁଆ ଭଳି ଦେଖା ଗଲା। ଆଉ ସେମାନେ ଏହାକୁ ବିଲେଇ ଛୁଆ ଭାବି ନିଜ ସାଙ୍ଗରେ ଘର କୁ ନେଇ ଆସିଥିଲେ। ତେବେ ଏହା ମଧ୍ୟ ସତ୍ୟ କି ଗୋଟିଏ ଗୋଟିଏ ବିଲେଇ ଛୁଆ ବାଘ ଛୁଆ ଭଳି ଦେଖା ଯାଇଥାନ୍ତି ତେଣୁ ସେମାନେ ଦ୍ୱନ୍ଦ ରେ ପଡି ବାଘ ଛୁଆ କୁ ଘର କୁ ନେଇ ଆସିଥିଲେ।

ଆଉ ସେପଟେ ଜଙ୍ଗଲ ରେ କଲରା ପତ୍ରିଆ ବାଘ ତାର ଛୁଆ କୁ ନପାଇ ପାଗଳ ପରି ଚାରିଆଡେ ଖୋଜି ବୁଲୁ ଥିଲା। ତେବେ ଏହା ବିଷୟରେ ଜଙ୍ଗଲ ବିଭାଗ ଖବର ଜାଣିବାକୁ ପାଇଥିଲେ କି ଗାଁ ପାଖ ପିଲା ମାନେ ବାଘ ଛୁଆ କୁ ବିଲେଇ ଛୁଆ ଭାବି ନେଇ ଯାଇଛନ୍ତି ବୋଲି ।ତେବେ ଏହା ପରେ ଜଙ୍ଗଲ ବିଭାଗ ର ଅଧିକାରୀ ଙ୍କ କହିବା ଅନୁସାରେ ପରେ କଲରା ପତ୍ରିଆ ବାଘ ତାର ଛୁଆ ଦୁଇ ଟିକୁ ଆସି ସେଠାରୁ ନେଇ ଯାଇଥିଲା। ଆଉ ଛୁଆ ଦୁଇ ଟି ସୁସ୍ଥ ଓ ସୁରକ୍ଷିତ ଥିଲେ। ତେବେ ଏହି ଘଟଣା ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.