Daily news update , Real odisha local news

ବିରାଟଙ୍କ ହୋଟେଲ୍‌ ରୁମ୍‌ ଭିଡିଓ ଶୁଟିଂ କରି Viral : ରାଗିଗଲେ ଅନୁଷ୍କା, କହିଲେ଼- ‘ଯଦି ବେଡ୍‌ରୁମ୍‌ରେ…’

0 1,305

ବନ୍ଧୁମାନେ ଆମେ ସବୁବେଳେ ସେଲିବ୍ରେଟି ମାନଙ୍କ ଜୀବନ ବିଷୟରେ ଜାଣିବାକୁ ଚେଷ୍ଟା କରିଥାଉ ।ଆଉ ବହୁତ ସମୟରେ ସେଲିବ୍ରେଟି ଙ୍କୁ ନେଇ ବିଭିନ୍ନ ଭିଡ଼ିଓ ବି ଦେଖିବାକୁ ମିଳିଥାଏ ।ତେବେ ଜଣେ ସେଲିବ୍ରେଟି ଖେଳାଳି ହୁଅନ୍ତୁ ବା କଳାକାର ତାଙ୍କର ନିଜର ବ୍ୟକ୍ତିଗତ ଜୀବନ ବି ରହିଛି ଯେଉଁଥିରେ ବ୍ୟଘାତ କରିବା ଅନୁଚିତ ଅଟେ ।

ତେବେ ବହୁତ ସମୟରେ କିଛି ଲୋକ ନିଜ ଖୁସି ପାଇଁ ସେମାନଙ୍କ ପ୍ରାଇଭେଟ ଭିଡ଼ିଓ କରି ସୋସିଆଲ ମେଡିଆରେ ପୋଷ୍ଟ କରିଥାନ୍ତି ।ଆଉ ନିକଟରେ କ୍ରିକେଟର ବିରାଟ ଙ୍କ ସହିତ ସେମିତି କିଛି ଘଟିଛି ଆଉ ଏହି ଭିଡ଼ିଓ ଭାଇରଲ ହେବା ପରେ ଝୁବ ବର୍ଷିଛନ୍ତି ବିରାଟ ଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ।

ତେବେ ଆପଣ ସମସ୍ତେ କ୍ରିକେଟର ବିରାଟ କୋହଲି ଙ୍କୁ ଖୁବ ଭଲ ଭାବରେ ଜାଣିଛନ୍ତି ।ତେବେ ନିକଟରେ ଟି 20 ବିଶ୍ୱକପ ଚାଲିଛି, ଆଉ ଏହାଜ ମ୍ୟାଚ ଅଷ୍ଟ୍ରେଲିଆ ରେ ହେବାର ଅଛି ।ତେବେ ବର୍ତ୍ତମାନ ସମସ୍ତ ଭାରତୀୟ କ୍ରିକେଟର ଅଷ୍ଟ୍ରେଲିଆ ର ଏକ ହଟେଲ ରେ ରହିଛନ୍ତି, କିନ୍ତୁ ବିରାଟ ଯେଉଁ ରୁମ ଭିତରେ ରହୁଛନ୍ତି ସେହି ଭିତରକୁ କିଛି ହଟେଲ ଚାଲି ଆସିଥିଲେ ସେ ପୁଣି ବିରାଟ ଙ୍କ ବିନା ଅନୁମତିରେ ।ଆଉ ସେତିକି ନୁହେଁ ସେହି ଷ୍ଟାପ ମାନେ ବିରାଟ ବେଡରୁମ ର କିଛି ବ୍ୟକ୍ତି ଭିଡ଼ିଓ କୁ ସୁଟ କରି ସୋସିଆଲ ମେଡିଆରେ ପୋଷ୍ଟ କରିଛନ୍ତି ।

ଆଉ ରହି ଭିଡ଼ିଓ ଭାଇରଲ ହେବା ପରେ ଉଭୟ ବିରାଟ ଓ ତାଙ୍କ ସ୍ତ୍ରୀ ଖୁବ ଜୋରରେ ରାଗି ଯାଇଛନ୍ତି ।ତେବେ ବିରାଟ ଭିଡ଼ିଓ ଟିକୁ ଇଂଷ୍ଟାଗ୍ରାମ ରେ ସେଆର କରିବା ସହିତ ଲେଖିଛନ୍ତି କି ନିଜ ପ୍ରିୟ ଖେଳାଳି ଙ୍କୁ ଫେନ ପାଇକେ ବହୁତ ଖୁସି ହୁଅନ୍ତି କିନ୍ତୁ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଡ଼ମିଟି ହସ୍ତକ୍ଷେପ କରିବା ଉଚିତ ନୁହେଁ ।ତ ଛଡା ଆଜି ସେଲିବ୍ରେଟି ଙ୍କ ସହିତ ଏମିତି ହେଉଛି ତେବେ ସାଧାରଣ ଲୋକଙ୍କ କ୍ଷେତ୍ରରେ ଆଉ କଣ ନହେଉଥିବ ।ଆଉ ଯଦି ହୋଟେଲ ଭିତରେ ସେମାନେ ନିଜକୁ ସୁରକ୍ଷିତ ନପାଇବେ ତେବେ ଆସୁ କୋଉଠି କଣ ସୁରକ୍ଷିତ ର ଆଶା ରଖିବେ ।

 

View this post on Instagram

 

A post shared by Virat Kohli (@virat.kohli)


ତେବେ ଏହି ଭିଡ଼ିଓ ଦେଖି ବହୁତ ଫେନ ବି ସେହି ହଟେଲ ର ଏମିତି ବ୍ୟବସ୍ଥା କୁ ଖୁବ ନିଦା କରିଛନ୍ତି ।ଅନ୍ୟପଟେ ବିରାଟ ଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ବି ଭିଡ଼ିଓ ଦେଖି ରାଗରେ ତାତି ଯାଇଛନ୍ତି ।ଆଉ ସେ ବି ପ୍ରଶ୍ନ କରିଛନ୍ତି କି ସବୁ ଜାଗାରେ ତାଙ୍କ ଇପରେ ସମସ୍ତଙ୍କ ନଜତ ଥାଏ ତେବେ ନିଜ ବେଡରୁମ ରେ ଏମିତି ଘଟିବ ତେବେ ତାଙ୍କର କଣ କିଛି ବ୍ୟକ୍ତିଗତ ଜୀବନ ରହିବ କି ?ତେବେ ବର୍ତ୍ତମାନ ହଟେଲ ର ବ୍ୟବସ୍ଥା କି ବହୁତ ଲୋକ ନାନା ନିନ୍ଦା କରିବା ସହିତ ପ୍ରଶ୍ନ ଉଠାଇଛନ୍ତି ।ତେବେ ଆପଣ ବି ଚିନ୍ତା କରିବା ଦରକାର ସମସ୍ତଙ୍କର ବ୍ୟକ୍ତିଗତ ଜୀବନରେ କେବେ ହସ୍ତକ୍ଷେପ କରିବା ଠିକ କଥା ନୁହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.