Daily news update , Real odisha local news

ବିଚ୍ ରାସ୍ତାରେ ଲ-ଙ୍ଗଳା ହେଇଯିବି । ଟୋକି ସାବଧାନ ହେଇଯା ନହେଲେ ରାସ୍ତା ମଝିରେ ଠିଆ ଠିଆ…।NISA MAHARANA

0 1,197

“ମୋତେ ସେ ମହିଳା ଯେଉଁ ପ୍ରକାରର କଥା କହୁଛି ତାର ଔକାତ ରେ ରହି କଥା ହେବା ଆବଶ୍ୟକ।ମୁଁ ଯାହାବି ପିନ୍ଧିଲେ ଜଳିବି ପୁରା, ଆଉ ସେ ଯାହା ପିନ୍ଧିଲେ ହାତୀ ଭଳି ଦେଖାଯିବ। ଆମେ ଓଡିଶା ର ଲୋକ ଆଉ ଯଦି କଣ ଡ୍ୟାନ୍ସ କରି ଦେଲେ ତେବେ ଆମେ ଅଶୀଳ ଡ୍ୟାନ୍ସ କଲେ, ଆଉ ସେ ଯଦି ଏତେ ଭଦ୍ର ତେବେ ଏହିଭଳି ଭାଷା ସେ କହି ପାରିଲା କିପରି।

ମୋର ସେତିକି ପରିଚୟ ଅଛି ଲୋକେ ମୋତେ ଜାଣିଛନ୍ତି, ସିଏ କଣ ଆଉ କଣ ସବୁ ଖେଳ କରୁଛି ତାହାକୁ କମେଣ୍ଟ ବକ୍ସ ଦେଖିଲେ ଆପଣ ଜାଣି ପାରିବେ।

ତେବେ ବନ୍ଧୁଗଣ ଏହା ଆମେ ନୁହେଁ ଏହା କହିଛନ୍ତି ଓଡିଶା ର ସନୀ ଲିଓନି ଆଇଟମ ଗାର୍ଲ ନିଶା ମହାରଣା। ତେବେ ଆପଣ ମାନେ ନିଶା ମହାରଣା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ସେ ହେଉଛନ୍ତି ଜଣେ ଇଂଷ୍ଟା ଷ୍ଟାର ଏବଂ କିଛି ଦିନ ତଳେ ସେ ସୋସିଆଲ ମିଡ଼ିଆ ରେ କହିଥିଲେ କି ସେ ଓଡ଼ିଶାର ସନ୍ନି ଲିଓନି ହେବା କୁ ଚଂହୁଛନ୍ତି ଏବଂ ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ ବିପି ଭିଡ଼ିଓ ମଧ୍ୟ ବନେଇବେ। ତେବେ ଏହା ସହ ସେ ଅଶୀଳ ଢଂଗ ରେ ଡ୍ରେସ ପିନ୍ଧି ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଓ ଫୋଟ ସବୁ ସେୟାର କରନ୍ତି ମଧ୍ୟ।

ତେବେ ତାଙ୍କର ଏହିପରି କାର୍ଯ୍ୟ ପାଇଁ ଅନେକ ଲୋକେ ତାଙ୍କୁ କଡା ସମାଲୋଚନା କରିଥିଲେ। ଆଉ ତା ମଧ୍ୟରୁ କିଛି ଦିନ ତଳେ ଜଣେ ମହିଳା କିଛି ମନ୍ତବ୍ୟ ଦେଇ ଥିଲେ ଆଉ ତାଙ୍କୁ କହିଥିଲେ କି, ସେ ଟୋକା ଙ୍କୁ ହୃଷ୍ଟ୍ରିୟା କରୁଛି ଆଉ ଅଶୀଳ ଡ୍ରେସ ପିନ୍ଧି ଆମ ସଂସ୍କୃତି ନଷ୍ଟ କରୁଛି ବୋଲି। ତେବେ ବର୍ତ୍ତମାନ ସେହି ମହିଳା ଙ୍କୁ କଡା ଜବାବ ଦେଇଛନ୍ତି ନିଶା ମହାରଣା
ଯାହାକି ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି , ଯେଉଁ ଥିରେ ଦେଖା ଯାଇଛି କି ନିଶା ମହାରଣା ସେହି ମହିଳା ଙ୍କୁ କଡା ଜବାବ ଦେଇଛନ୍ତି।

ତେବେ ସେ କହିଛନ୍ତି କି, ମୋତେ ସେ ମହିଳା ଯେଉଁ ପ୍ରକାରର କଥା କହୁଛି ତାର ଔକାତ ରେ ରହି କଥା ହେବା ଆବଶ୍ୟକ।ମୁଁ ଯାହାବି ପିନ୍ଧିଲେ ଜଳିବି ପୁରା, ଆଉ ସେ ଯାହା ପିନ୍ଧିଲେ ହାତୀ ଭଳି ଦେଖାଯିବ। ଆମେ ଓଡିଶା ର ଲୋକ ଆଉ ଯଦି କଣ ଡ୍ୟାନ୍ସ କରି ଦେଲେ ତେବେ ଆମେ ଅଶୀଳ ଡ୍ୟାନ୍ସ କଲେ, ଆଉ ସେ ଯଦି ଏତେ ଭଦ୍ର ତେବେ ଏହିଭଳି ଭାଷା ସେ କହି ପାରିଲା କିପରି। ମୋର ସେତିକି ପରିଚୟ ଅଛି ଲୋକେ ମୋତେ ଜାଣିଛନ୍ତି, ସିଏ କଣ ଆଉ କଣ ସବୁ ଖେଳ କରୁଛି ତାହାକୁ କମେଣ୍ଟ ବକ୍ସ ଦେଖିଲେ ଆପଣ ଜାଣି ପାରିବେ। ତେବେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.